Latest Odisha News

BREAKING NEWS

ଭାରତକୁ ତାଲିବାନର ପ୍ରଶଂସା; କହିଲେ ଆମ DNA ସମାନ…

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ବ୍ୟବସାୟିକ ଅଧିବେଶନରେ ଆଫଗାନିସ୍ତାନର କୃଷି, ଜଳସେଚନ ଏବଂ ପଶୁପାଳନ ମନ୍ତ୍ରୀ ମୌଲଭି ଅତାଉଲ୍ଲା ଓମାରି ଭାରତର ଆତିଥ୍ୟକୁ ପ୍ରଶଂସା କରିଥିଲେ। ସେ ଭାବପ୍ରବଣ ହୋଇ କହିଥିଲେ ଯେ ଭାରତ ଗସ୍ତ କରିବା ତାଙ୍କ ନିଜ ଦେଶରେ, ନିଜ ଲୋକଙ୍କ ମଧ୍ୟରେ…

୯ ଦିନ ପରେ ସୁରକ୍ଷିତ ଭାବେ ଉଦ୍ଧାର ହେଲେ ନିଖୋଜ ୧୫ ମତ୍ସ୍ୟଜୀବୀ

ଜଳେଶ୍ୱର: ଗତ ଜୁଲାଇ ୨ ତାରିଖରୁ ନିଖୋଜ ଥିବା ୧୫ ଜଣ ମତ୍ସ୍ୟଜୀବୀ ଉଦ୍ଧାର । ୯ ଦିନ ପରେ ସମସ୍ତ ୧୫ ଜଣ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ପଶ୍ଚିମବଙ୍ଗର ଶଙ୍କରପୁର ବେଳାଭୂମିରୁ ମାଆକାଳୀ ନାମକ ଟ୍ରଲର ନେଇ ମାଛ ଧରିବାକୁ ଯାଇ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଥିଲେ ଏହି…

ଦିନ ଦ୍ବିପ୍ରହରେ କୋଣାର୍କରେ ମଦ ଦୋକାନ ଉପରକୁ ୩ଟି ବୋମା ମାଡ଼

କୋଣାର୍କ: ଦିନ ଦ୍ବିପ୍ରହରେ କୋଣାର୍କ-କାକଟପୁର ମୁଖ୍ୟ ରାସ୍ତା ପାର୍ଶ୍ୱରେ ଆତଙ୍କ! ସ୍କୁଲ ଠାରୁ ମାତ ୨୦୦ ମିଟରରେ ଥିବା ନୂତନ ବିଦେଶୀ ମଦ ଦୋକାନ ଉପରକୁ ତିନୋଟି ବୋମା ମାଡ଼ ହୋଇଛି । ଦୋକାନର ୫ ଜଣ କର୍ମଚାରୀ ଭୟଭୀତ ଥିବା ବେଳେ, ମଦ ଦୋକାନ ପଛପଟେ ଚାଲିଛି ମଦ ବେପାର । ଯାହା ଏବେ…

‘ପାଣ୍ଡ୍ୟା ଷ୍ଟୋର’ ଫେମ୍ ରୋହିତ ଚାଣ୍ଡେଲ ଗିରଫ, ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ

ନୂଆଦିଲ୍ଲୀ: ପାଣ୍ଡ୍ୟା ଷ୍ଟୋର ଏବଂ ସାଇରାବ ଭଳି ଟିଭି ଶୋ’ରେ ଅଭିନୟ କରିଥିବା ଜଣାଶୁଣା ଅଭିନେତା ରୋହିତ ଚାଣ୍ଡେଲଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ଟିଭି ଷ୍ଟାର ରୋହିତ ଚାଣ୍ଡେଲଙ୍କୁ POCSO ଆଇନ ଅନୁଯାୟୀ ଗିରଫ କରାଯାଇଛି। କାରଣ ଅଭିନେତାଙ୍କ ବିରୋଧରେ ଜଣେ ୧୬ ବର୍ଷୀୟ…

Swimming for Weight Loss:ଓଜନ ହ୍ରାସ କରିବ ସୁଇମିଂ;ଗୋଟିଏ ଘଣ୍ଟା ପହଁରିଲେ ବର୍ନ ହେବ ଏତିକି କ୍ୟାଲୋରୀ

ଭୁବନେଶ୍ବର:ଆଜିକାଲି ଲୋକମାନେ ଓଜନ ହ୍ରାସ କରିବା ପାଇଁ ଘଣ୍ଟା ଘଣ୍ଟା ଜିମ୍‌ରେ ଝାଳ ବୁହାଇଥାନ୍ତି। କେତେଜଣ ଯୋଗ ମାଧ୍ୟମରେ ଓଜନ ହ୍ରାସ କରୁଛନ୍ତି । ସେହିପରି ଆଉ କିଛି ଜଣ ଓଜନ ହ୍ରାସ ପାଇଁ ସୁଇମିଂ କରିଥାନ୍ତି । ଜାଣିଛନ୍ତି କି ପହଁରିବା ଏକ ପୂର୍ଣ୍ଣ ଶରୀର ବ୍ୟାୟାମ। ଓଜନ ହ୍ରାସ…

ପାଠ୍ୟ ପୁସ୍ତକରେ ତ୍ରୁଟି ପ୍ରସଙ୍ଗ; ଅପରାଧିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାକୁ ଗମ୍ଭୀରତାର ସହ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅପରାଧିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସ୍ୱତନ୍ତ୍ର ଭାବେ କ୍ରାଇମ ବ୍ରାଞ୍ଚ ଏସ୍.ପି.ଙ୍କ ନିକଟରେ FIR ଦାୟର କରିବାକୁ SCERT…

କର୍ମକ୍ଷେତ୍ରରେ ଦୁର୍ଘଟଣା; ବ୍ରେନରୁ ଫ୍ୟାନର ଅଂଶକୁ ସଫଳତା ସହ ବାହାର କଲେ ମଣିପାଲ ହସ୍ପିଟାଲ ଡାକ୍ତର

ଭୁବନେଶ୍ୱର: ଅଫିସରେ ଘଟିଥିବା ଏକ ଦୁର୍ଘଟଣା ପରେ ବ୍ରେନର ରହିଯାଇଥିବା ଫ୍ୟାନର କିଛି ଅଂଶକୁ ସଫଳତାର ସହ ବାହାର କରି ଜଣେ ୩୨ ବର୍ଷୀୟ ଯୁବକଙ୍କୁ ନୂଆ ଜୀବନ ଦେଇଛି ମଣିପାଲ ହସ୍ପିଟାଲ ଭୁବନେଶ୍ୱର। ଦୀର୍ଘ ଚାରି ବର୍ଷ ଧରି ଅସହ୍ୟ ମୁଣ୍ଡବିନ୍ଧା ଓ ସଂକ୍ରମଣରେ ପୀଡ଼ିତ ଥିବା ଏହି ଯୁବକ…

ପ୍ରଥମେ ବନ୍ଦେ ମାତରମ୍, ତା’ପରେ ଜାତୀୟ ସଙ୍ଗୀତ, ୫ ମାସ ମଧ୍ୟରେ ଦ୍ୱିତୀୟ ଥର କେନ୍ଦ୍ରର ନିର୍ଦ୍ଦେଶାନାମା ଜାରି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ମନ୍ତ୍ରଣାଳୟକୁ ଜାତୀୟ ସଙ୍ଗୀତ 'ଜନ-ଗଣ-ମନ' ଏବଂ ଜାତୀୟ ଗୀତ 'ବନ୍ଦେ ମାତରମ୍' ସମ୍ପର୍କରେ ନୂତନ ନିର୍ଦ୍ଦେଶାନାମା ଜାରି କରିଛନ୍ତି। ସରକାରୀ କାର୍ଯ୍ୟକ୍ରମରେ ଜାତୀୟ ସଙ୍ଗୀତ ଓ ଜାତୀୟ ଗୀତ ଗାନକୁ ନେଇ…

CJI ଙ୍କ ଉପରକୁ ପେପର୍ ଫିଙ୍ଗିଲେ ଆବେଦନକାରୀ, କହିଲେ..

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଶୁକ୍ରବାର ଦିନ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଜଣେ ଆବେଦନକାରୀ ଆବେଦନର ଶୁଣାଣି ସମୟରେ କେବଳ କୋର୍ଟରୁମରେ କାଗଜପତ୍ର ଫିଙ୍ଗି ନଥିଲେ ବରଂ ଭାରତର ପ୍ରଧାନ ବିଚାରପତି (ସିଜେଆଇ)ଙ୍କ ବିରୁଦ୍ଧରେ ଅପମାନଜନକ ଶବ୍ଦ ମଧ୍ୟ ବ୍ୟବହାର କରିଥିଲେ। ସେ…

ଦୁଇ ବାଇକ ମୁହାଁମୁହିଁ ଧକ୍କା: ୨ ମୃତ, ଜଣେ ଆହତ

କୋରାପୁଟ: ଶନିବାର ଦିନ କୋରାପୁଟ ଜିଲ୍ଲା ଡଲିଆମ୍ବ ସେତୁ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଗତ ରାତିରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ଦେଖିବାକୁ…