ନିଆଁ ପୋଇଁବା ସମୟରେ ଜଳିଗଲେ ୨ ନାବାଳକ
ବୌଦ୍ଧ : ରାଜ୍ୟରେ ଅନୁଭୂତ ହେଉଛି ପ୍ରବଳ ଶୀତ। ନିଆଁରେ ପୋଇଁବା ସମୟରେ ଜଳିଗଲେ ଦୁଇ ନାବାଳକ। ଶୀତରୁ ରକ୍ଷା ପାଇବା ପାଇଁ ନିଆଁରେ ପୋଇଁବା ସମୟରେ ଏପରି ଅଭାବନୀୟ ଘଟଣା ଘଟିଛି। ଅସାବଧାନତା କାରଣରୁ ନିଆଁ ଲାଗିଯିବାରୁ ବୌଦ୍ଧ ଜିଲ୍ଲା ସଦର ବ୍ଲକ ମୁଣ୍ଡିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ…