ମହାକୁମ୍ଭରେ ‘ଅନାଜ ବାବା’; ମୁଣ୍ଡରେ କରିଛନ୍ତି ଚଣା ଓ ଗହମ ଫସଲ…
ପ୍ରୟାଗ: ମହାକୁମ୍ଭରେ 'ଅନାଜ ବାବା'। ଉତ୍ତର ପ୍ରଦେଶର ସୋନଭଦ୍ର ଜିଲ୍ଲାର ବାସିନ୍ଦା ଅମରଜିତ 'ଅନାଜ ୱାଲେ' ବାବା ନାମରେ ପରିଚିତ ହୋଇପାରିଛନ୍ତି। କାରଣ ସେ ତାଙ୍କ ମୁଣ୍ଡରେ ଗହମ, ବାଜରା, ଚଣା ଏବଂ ମଟର ଭଳି ଫସଲ ଚାଷ କରିଛନ୍ତି। ତାଙ୍କର ଭିନ୍ନ ଅନ୍ଦାଜ ପାଇଁ ସେ ମେଳାରେ ଆକର୍ଷଣର କେନ୍ଦ୍ର…