କିଏ ପିନ୍ଧିବ ବିଜୟ ମୁକୁଟ ? ଚାଲିଛି ଘନଘନ ବୈଠକ…
ପାଟନା: ଶେଷ ହୋଇଛି ନିର୍ବାଚନ ସାମ୍ନାକୁ ଆସିଛି ଫଳାଫଳ । ଫଳାଫଳ ପ୍ରକାଶ ପାଇବା ପରେ ସାରା ଦେଶର ରାଜନୀତିରେ ଗୋଟିଏ ପ୍ରଶ୍ନ କିଏ ହେବ ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ବିହାରରେ କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ସରକାର ଗଠନ ନେଇ ଚାଲିଛି ଜୋରଦାର ପ୍ରୟାସ। କେନ୍ଦ୍ରମନ୍ତ୍ରୀ…