Latest Odisha News

BREAKING NEWS

ଘରୋଇ ବସରେ କାମୁଡିଲା ଓଡଶ, ଏବେ ବସ୍ ମାଲିକ ଦେବେ ଲକ୍ଷେ ଟଙ୍କା କ୍ଷତିପୂରଣ

ନୂଆଦିଲ୍ଲୀ: ଦୁଇବର୍ଷ ପୂର୍ବେ ମାଙ୍ଗାଲୁରୁର ଏକ ଘରୋଇ ବସ୍‌ରେ ଜଣେ ମହିଳାଙ୍କୁ ଓଡଶ କାମୁଡ଼ିଥିଲା। ବର୍ତ୍ତମାନ କୋର୍ଟ ସେହି ବସ୍ କମ୍ପାନୀ ଏବଂ ବୁକିଂ ଏଜେଣ୍ଟ ଉପରେ ଏକ ଲକ୍ଷ ଟଙ୍କା ଜୋରିମାନା ଦେବାକୁ କହିଛନ୍ତି। ସୂଚନାନୁସାରେ,୧୬ ଅଗଷ୍ଟ ୨୦୨୨ରେ ଦୀପିକା ସୁବର୍ଣ୍ଣା ନାମକ ଜଣେ ମହିଳା…

ମୁକ୍ତିଲାଭ କଲା ବର୍ଷା ପ୍ରିୟଦର୍ଶିନୀଙ୍କ ନୂଆ ଚଳଚ୍ଚିତ୍ର ‘ୱାଇଫ’

ଭୁବନେଶ୍ବର: ଆଜି ରିଲିଜ ହେଲା ବର୍ଷା ପ୍ରିୟଦର୍ଶିନୀଙ୍କ ନୂଆ ଚଳଚ୍ଚିତ୍ର ‘ୱାଇଫ’। ରାଜ୍ୟର ୧୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ‘ୱାଇଫ’। ୱାଇଫ୍ ର ପ୍ରିମିଅର ଶୋ' କଟକ ସ୍ଥିତ ସଙ୍ଗମ ସିନେମା ହଲ୍ ରେ ହୋଇଛି । ପ୍ରିମିଅର ଶୋ' ରେ ଅଭିନେତ୍ରୀ, କ୍ରିଏଟିଭ ହେଡ଼ ବର୍ଷା…

ମାଆ ହେଲା କଳା କଲରାପତରିଆ ବାଘ, କ୍ୟାମେରାରେ କଏଦ ହେଲା ବିରଳ ଦୃଶ୍ୟ

ଭୁବନେଶ୍ୱର: ନୟାଗଡ଼ ଜଙ୍ଗଲରେ କଳା କଲରାପତରିଆ ବାଘ ନିଜ ଛୁଆକୁ ବହନ କରୁଥିବା ଏକ ବିରଳ ଚିତ୍ର ଦେଖିବାକୁ ମିଳିଛି। ଅର୍ଥାତ୍ ଦ୍ୱିତୀୟ ଥର ପାଇ ମା ହେଲା କଳା କଲରାପତରିଆ ବାଘ। ସୂଚନା ଦେଇଛନ୍ତି ନୟାଗଡ ବନାଞ୍ଚଳ ଅଧିକାରୀ । ନୟାଗଡ ବନାଞ୍ଚଳ ଅଧୀନ ଓ ମହାନଦୀ ୱାଇଲଡ଼ ଲାଇଫ ବନାଞ୍ଚଳ…

ପାଣିରୁ ସୁନା ଛାଣୁଛନ୍ତି ଲୋକେ, ଭଡ଼ାରେ ଆଣୁଛନ୍ତି ମେସିନ୍‌

ଇସଲାମାବାଦ: ପାକିସ୍ତାନରେ ପାଣିରୁ ସୁନା ବାହାର କରୁଛନ୍ତି ଲୋକେ। ହେଲେ ସୁନା ଛାଣିବା ପାଇଁ ଏଠାକାର ଲୋକ ଭଡ଼ାରେ ମେସିନ୍‌ ଆଣୁଛନ୍ତି। ବେଆଇନ ଭାବେ ଜୋରସୋରରେ ଏହି କାମ ଚଳାଇଛନ୍ତି ପାକିସ୍ତାନ ବାସିନ୍ଦା। କିନ୍ତୁ ପାଣିରୁ ସୁନା ବାହାର କରିବା କାମ ବେଆଇନ, ଯାହାକୁ ରୋକିବାକୁ ପୋଲିସ ଅନେକ…

ଜାନୁଆରୀ ୧୨ରେ ମୁକ୍ତିଲାଭ କରିବ ‘ରଙ୍ଗଶୁର’

ଭୁବନେଶ୍ବର: ଜାନୁଆରୀ ୧୨ ତାରିଖରେ ମୁକ୍ତିଲାଭ କରିବ ଓଡିଆ ଚଳଚ୍ଚିତ୍ର ‘ରଙ୍ଗଶୁର’ । ରାଜ୍ୟର ପାରମ୍ପରିକ ଲୋକନୃତ୍ୟ ‘ବାଘନାଚ’ ଏବଂ ନାରୀ ସଶକ୍ତୀକରଣ ଉପରେ ଆଧାରିତ ହୋଇଛି ଏହି ଚଳଚ୍ଚିତ୍ର । ପ୍ରକାଶ ଫିଲ୍ମସ୍ ଏବଂ ମୁନ୍ ଟିଭି ମୁଭିଜ୍‌ ପ୍ରଯୋଜନାରେ ନିର୍ମିତ ହୋଇଛି ଏହି ଚଳଚ୍ଚିତ୍ରଟି ।…

ସାବଧାନ! ଚୀନରେ କୋଭିଡ୍ ଭଳି ମହାମାରୀ

ନୂଆଦିଲ୍ଲୀ: ୫ବର୍ଷ ପରେ ପୁଣି ଫେରିବ କି କରୋନା ଭଳି ମହାମାରୀ? ଚୀନରେ ବଢିବାରେ ଲାଗିଛି ଶ୍ବାସଜନିତ ଅସୁସ୍ଥତା, ଭାରତରେ ବଢିଲା ଚିନ୍ତା। ୨୦୧୯ ଶେଷ ଆଡକୁ ଚୀନର ବୁହାନ ସହରର ବିଭିନ୍ନ ହସପିଟାଲର ଭିଡିଓ ସାମନାକୁ ଆସିଥିଲା । ନିଶ୍ବାସ ନେବାରେ ସମସ୍ୟା ତଥା କାଶ ପାଇଁ ହସପିଟାଲରେ ଭର୍ତ୍ତି…

ଏହି ନମ୍ବରୁ କଲ୍ ଆସିଲେ ସାବଧାନ! ନିଜକୁ ସାଇବର କ୍ରାଇମ ଡିପାର୍ଟମେଣ୍ଟ କହି ଲୁଟୁଛନ୍ତି ସ୍କାମର୍

ସାରା ଦେଶରେ ସ୍କାମ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ସ୍କାମରମାନେ ପ୍ରତିଦିନ ଲୋକଙ୍କୁ ଠକିବା ପାଇଁ ନୂଆ ଉପାୟ ଅବଲମ୍ବନ କରୁଛନ୍ତି। ଏଥି ସହିତ ସରକାର ଏହାକୁ ରୋକିବା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ସାଇବର ସ୍କାମରମାନେ ବର୍ତ୍ତମାନ ଏକ ନୂଆ ନମ୍ବରରୁ କଲ କରୁଛନ୍ତି। ସାଇବର…

କାହାର ହେବେ ନୀତିଶ କୁମାର?

ନୂଆଦିଲ୍ଲୀ: ନୀତିଶଙ୍କୁ ନେଇ ପୁଣି ବିହାର ରାଜନୀତି ସରଗରମ । ଲାଲୁଙ୍କ ଅଫର ତ ତେଜସ୍ବୀଙ୍କ ବିରୋଧ । ଆରଜେଡିରେ ନୀତିଶଙ୍କୁ ନେଇ ଘମାସାନ । ପୁଣି ନିର୍ବାଚନ ପୂର୍ବରୁ ପଲଟି ମାରିବେ କି ନୀତିଶ ? ବିହାର ନିର୍ବାଚନ ଯେତେ ପାଖଉଛି, ନୀତିଶଙ୍କୁ ନେଇ ଚର୍ଚ୍ଚା ସେତେ ବଢିବାରେ ଲାଗିଛି । କିଛି…

ଟେକ୍ନୋଲୋଜି ଜଗତରେ ଚୀନ୍‌ର ବଡ ସଫଳତା: ମନ ପଢିପାରେ ଏହି ମେସିନ୍

ଟେକ୍ନୋଲୋଜି ଦୁନିଆରେ ଚୀନ୍ ଦ୍ରୁତ ଗତିରେ ଆଗକୁ ବଢୁଛି। ଟେକ୍ନୋଲୋଜି ଦୃଷ୍ଟିରୁ ଚୀନ୍, ଜାପାନ ଏବଂ ଆମେରିକା ଭଳି ଦେଶ ସହିତ ପ୍ରତିଦ୍ୱନ୍ଦ୍ୱିତା କରେ। ଏହାରି ଭିତରେ ଚୀନ ଦେଶ ଏକ ବଡ଼ ସଫଳତା ହାସଲ କରିଛି। ବାସ୍ତବରେ, ଚାଇନାର ଷ୍ଟାର୍ଟଅପ୍ NeuroAccess ଗୁରୁବାର ଦୁଇଟି ଗୁରୁତ୍ୱପୂର୍ଣ୍ଣ…

ଏହି ଆବଶ୍ୟକତା ପାଇଁ ପିଏଫ ଆକାଉଣ୍ଟରୁ ଆଂଶିକ ଧନ ଉଠାଇ ପାରିବେ, ପ୍ରକ୍ରିୟା ଜାଣନ୍ତୁ..

ଭୁବନେଶ୍ବର: ପ୍ରତି ମାସରେ କର୍ମଚାରୀ ଏବଂ କମ୍ପାନୀ ଦ୍ୱାରା କିଛି ରାଶି ପିଏଫ ଆକାଉଣ୍ଟରେ ଜମା ହୋଇଥାଏ । ଏହି ଟଙ୍କା କର୍ମଚାରୀଙ୍କ ଅବସର ପ୍ଲାନର ଏକ ଅଂଶ । କିନ୍ତୁ ଯଦି ଅବସର ପୂର୍ବରୁ ଆପଣଙ୍କର କିଛି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ଆସୁଛି, ତେବେ ଆପଣ ଆପଣଙ୍କର ପିଏଫ ଆକାଉଣ୍ଟରୁ ଟଙ୍କା…