ଟ୍ରେନ୍ରୁ ଡେଇଁଲେ ଯାତ୍ରୀ, ଚଢ଼ିଗଲା ଆଉ ଏକ ଟ୍ରେନ୍; ୧୧ ମୃତ
ଜଲଗାଓଁ : ଲକ୍ଷ୍ନୌରୁ ମୁମ୍ବାଇ ଯାଉଥିବା ପୁଷ୍ପକ ଏକ୍ସପ୍ରେସ ବୁଧବାର ସନ୍ଧ୍ୟା ପ୍ରାୟ ୫.୪୭ ସମୟରେ ଜଲଗାଓଁ ନିକଟରେ ଦୁର୍ଘଟଣାର ଶିକାର ହୋଇଛି। ଟ୍ରେନ ଜଲଗାଓଁ ପରାଣ୍ଡେ ଷ୍ଟେସନରେ ପହଞ୍ଚିବା ମାତ୍ରେ ଏହି ଦୁର୍ଘଟଣା ଘଟିଛି। ଏହାସହ ଟ୍ରେନରେ ନିଆଁ ଲାଗିଯିବା ଗୁଜବ କାରଣରୁ ଉତ୍ତେଜନା…