Latest Odisha News

BREAKING NEWS

ବିଜୟ ହଜାରେ ଟ୍ରଫି: ମଣିପୁରକୁ ସହଜରେ ହରାଇଲା ଓଡିଶା

ଜୟପୁର: ଚଳିତ ବିଜୟ ହଜାରେ ଟ୍ରଫି କ୍ରିକେଟରେ ଓଡିଶା ୯ ୱିକେଟରେ ମଣିପୁରକୁ ପରାସ୍ତ କରିିଛି । ଏହି ସମ୍ପୂର୍ଣ୍ଣ ଏକତରଫା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ମଣିପୁର ୪୦ ଓଭରରେ ୧୦୦ ରନ କରି ଅଲଆଉଟ ହୋଇ ଯାଇଥିଲା । ବସିର ରହେମାନ ସର୍ବାଧିକ ୨୦ ରନ କରିଥିଲେ । ୬ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ…

ନିଗମାନନ୍ଦ ସମ୍ମିଳନୀ ବେଳେ ହୃଦଘାତରେ ୨ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ପୁରୀ: ପୁରୀରେ ନିଗମାନନ୍ଦ ସମ୍ମିଳନୀ ଚାଲିଥିବା ବେଳେ ଦୁଇ ଜଣ ଭକ୍ତଙ୍କ ମୃତ୍ଯୁ ହୋଇଛି। ସେମାନଙ୍କ ମଧ୍ୟରୁ ଜଣେ କଟକର ହୋଇଥିବା ବେଳେ ଅନ୍ୟ ଜଣେ ପଶ୍ଚିମବଙ୍ଗ ମେଦିନପୁର ଅଞ୍ଚଳର ବୋଲି ଜାଣିବାକୁ ମିଳିଛି। ସୂଚନା ଅନୁଯାୟୀ, ସମ୍ମିଳନୀ ଚାଲିଥିବା ସମୟରେ ଏହି ଦୁଇ ଭକ୍ତଙ୍କ ସ୍ୱାସ୍ଥ୍ୟ…

ବଢିଲା ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଅନୁଦାନ ରାଶି

ବରଗଡ଼: ଐତିହାସିକ ବରଗଡ଼ ଧନୁଯାତ୍ରା-୨୦୨୫ ପାଇଁ ବଢିଲା ଅନୁଦାନ। ଅନୁଦାନ ବଢାଇବା ନେଇ ଘୋଷଣା କରିଛନ୍ତି ମୋହନ ସରକାର। ବରଗଡ଼ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଆହୁରି ଲୋକପ୍ରିୟ ହେବା ନେଇ ରାଜ୍ୟ ସରକାର ଏପରି ପଦକ୍ଷେପ ନେଇଛନ୍ତି। ପାରମ୍ପରିକ ଯାତ୍ରାର ପ୍ରଚାର ପ୍ରସାର, କଳାକାରମାନଙ୍କ…

ଚଳିତ ଥର ଦୁଇ ହଜାର ଡ୍ରୋନରେ ଆଲୋକିତ ହେବ ମହାକୁମ୍ଭ

ପ୍ରୟାଗରାଜ: ପ୍ରୟାଗରେ ମହାକୁମ୍ଭ ୨୦୨୫ ଧୁମଧାମରେ ଆୟୋଜିତ ହେବାକୁ ଯାଉଛି। ମହାକୁମ୍ଭ ପାଇଁ ପ୍ରସ୍ତୁତି ମଧ୍ୟ ଜୋରସୋରରେ କରାଯାଉଛି। ଏଠାରେ ମନ୍ଦିର, ଗଙ୍ଗା ଘାଟ, ପାର୍କ, ରାସ୍ତା ଏବଂ ଫ୍ଲାଏଓଭର ନିର୍ମାଣ ଏବଂ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ମଧ୍ଯ କରାଯାଉଛି। ଏହି କ୍ରମରେ ୟୁପି ପର୍ଯ୍ୟଟନ…

୬ ବର୍ଷ ତଳେ କରିଥିବା ପ୍ରତିଜ୍ଞା ପୂରଣ କଲେ ନୀତିଶ

ମେଲବୋର୍ଣ୍ଣ: ନୀତିଶ କୁମାର ରେଡ୍ଡୀ ଏବେ ତାଙ୍କ ପ୍ରଦର୍ଶନ ବଳରେ ସାରା ଭାରତରେ କ୍ରିକେଟପ୍ରେମୀଙ୍କ ମନ ଜିଣି ପାରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ୪ର୍ଥ ଟେଷ୍ଟରେ ସେ ଶତକ ହାସଲ କରି ନିଜ ଦକ୍ଷତା ପ୍ରତିପାଦିତ କରିପାରିଛନ୍ତି । ନୀତିଶ ଏହି ଶତକ ସହ ବାପାଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା…

ଭୁବନେଶ୍ୱରରେ ସିରିଜ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଗଲା ୫ ଜୀବନ

ଭୁବନେଶ୍ୱର: ଭୁବନେଶ୍ୱରର ଜାଭିୟର ଛକରେ ଶନିବାର ସନ୍ଧ୍ୟାରେ ସିରିଜ ଦୁର୍ଘଟଣାରେ ଅତି କମରେ ପାଞ୍ଚ ଜଣ ଆହତ ହୋଇଛନ୍ତି। ସୂଚନାନୁସାରେ, ସାଲିଆସାହିରୁ ଜାଭିୟର୍ ଛକ ରାସ୍ତାରେ ଯାଉଥିବା ଏକ ଅଟୋକୁ ପଛରୁ ଧକ୍କା ଦେଇଥିଲା କାର। ଯାହା ଫଳରେ ଉକ୍ତ ଅଟୋଟି ଅନ୍ୟ ଏକ ଅଟୋ ସହ ଧକ୍କା…

ଆଜରବାଇଜାନ ଏୟାରଲାଇନ୍ସକୁ ମିସାଇଲ ମାଡ଼ କରିଥିଲା ଋଷ

ଅକଟାଉ: ଖ୍ରୀଷ୍ଟମାସ ଦିନ ଆଜରବାଇଜାନ ଏୟାରଲାଇନ୍ସ ୮୪୩୨ ବିମାନର ଦୁର୍ଘଟଣା ଖବର ସମଗ୍ର ବିଶ୍ୱକୁ ଚକିତ କରିଦେଇଥିଲା। ଏହି ଘଟଣାରେ ୩୮ ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣା ପଛରେ ଋଷର କ୍ଷେପଣାସ୍ତ୍ରର ରହିଛି ବୋଲି ଜଣାପଡିଛି। ଖବର ଅନୁଯାୟୀ, ବିମାନଟି ଆଜରବାଇଜାନର ରାଜଧାନୀ ବାକୁରୁ…

ଇଡି ଅଧିକାରୀଙ୍କ ଘରେ ସିବିଆଇର ରେଡ୍‌, ୧.୧୪ କୋଟି ଟଙ୍କା ଜବତ 

ଶିମଲା: ହିମାଚଳପ୍ରଦେଶ ରାଜଧଧାନୀ ଶିମଲା ସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ଘରେ ରେଡ୍ କରିଛି ସିବିଆଇ । ଏହି ରେଡ୍ ସମୟରେ ନଗଦ ୧.୧୪ କୋଟି ଟଙ୍କା ଜବତ ହୋଇଛି । ଅଭିଯୁକ୍ତ ଅଧିକାରୀଙ୍କ ବିରୋଧରେ ଇଡି କାର୍ଯ୍ୟାଳୟ ଏବଂ ହିମାଚଳ ପ୍ରଦେଶ ରାଜଧାନୀରେ ଥିବା ତାଙ୍କ…

ଡ୍ରାଭିଡ-ଶ୍ରୀନାଥଙ୍କ ରେକର୍ଡ ଭାଙ୍ଗି ପାରିଲେନି ନୀତିଶ-ସୁନ୍ଦର

ମେଲବୋର୍ଣ୍ଣ: ନୀତିଶ କୁମାର ରେଡ୍ଡୀଙ୍କ ଆକର୍ଷଣୀୟ ଶତକ ବଳରେ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରେ ଭାରତ ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ୯ ୱିକେଟ ବିିନିମୟରେ ୩୫୮ ରନ ସଂଗ୍ରହ କରିଛି । ନୀତିଶ ୧୦୫ ରନ କରି ଅପରାଜିତ ରହିଛନ୍ତି । ଏହି ଶତକ ସହ ନୀତିଶ ନିଜ ନାମରେ ଅନେକଗୁଡିଏ ରେକର୍ଡ…

ନୀତିଶ ରେଡ୍ଡୀଙ୍କ ‘ବାହୁବଳୀ’ ଶତକ

ନୂଆଦିଲ୍ଲୀ: ମେଲବର୍ଣ୍ଣରେ ନୀତିଶ ରେଡ୍ଡୀ ଝଡ଼ । ଭାରତୀୟ ଟିମ୍ ପାଇଁ ସାଜିଲେ ସଂକଟମୋଚକ । ପ୍ରଥମ ସେଞ୍ଚୁରୀରେ ହିଁ ରଚିଲେ ଇତିହାସ । ବର୍ଡର ଗାଭାସ୍କର ଟ୍ରଫି ମେଲବର୍ଣ୍ଣ ଟେଷ୍ଟର ତୃତୀୟ ଦିନରେ ଅଷ୍ଟ୍ରେଲିଆର ଚକ୍ରବ୍ୟୂହରେ ଫସିଥିଲା ଭାରତୀୟ କ୍ରିକେଟ୍ ଟିମ୍ । ହେଲେ ଏହି ସମୟରେ କମାଲ୍…