Latest Odisha News

BREAKING NEWS

ପୁଣି ଆରମ୍ଭ ହେଲା ‘ଟ୍ରମ୍ପ ଯୁଗ’: ଆମେରିକାର ୪୭ ତମ ରାଷ୍ଟ୍ରପତି ହେଲେ ଡୋନାଲ୍ଡ ଟ୍ରମ୍ପ

ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେଲେ ଡୋନାଲ୍ଡ ଟ୍ରମ୍ପ । ୪୭ ତମ ରାଷ୍ଟ୍ରପତି ଭାବେ କ୍ଷମତା ଗ୍ରହଣ କଲେ ଟ୍ରମ୍ପ । ଏହାକୁ ମିଶାଇ ସେ ଦ୍ବିତୀୟ ଥର ପାଇଁ ରାଷ୍ଟ୍ରପତି ହେଲେ । ଡୋନାଲ୍ଡ ଟ୍ରମ୍ପଙ୍କ ରାଷ୍ଟ୍ରପତି ହେବା ଆମେରିକା ପାଇଁ ଏକ ନୂତନ ଯୁଗର ଆରମ୍ଭ ବୋଲି ବିବେଚନା…

ରାସ୍ତାକଡର ବିଷାକ୍ତ ଫଳ ଖାଇ ୧୦ ଛାତ୍ରଛାତ୍ରୀ ଅସୁସ୍ଥ

ରାୟଗଡା: ରାସ୍ତାକଡର ଅମରି ଜଡ଼ା ଫଳ ଖାଇ ଦଶ ଜଣ ଛାତ୍ରଛାତ୍ରୀ ଅସୁସ୍ଥ । ରାୟଗଡା ଜିଲ୍ଲା କୋଲନରା ବ୍ଲକର ବରିଗୁଡା ବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ଜଙ୍ଗଲୀ ଫଳକୁ ଖାଇ ଅସୁସ୍ଥ ହୋଇଛନ୍ତି । ଶିଶୁ ମାନଙ୍କ ପ୍ରଥମେ ସ୍ଥାନୀୟ ଏକ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ଏହାପରେ…

ଟ୍ରମ୍ପଙ୍କ ଶପଥ ଗ୍ରହଣର ୧୦ ଘଣ୍ଟା ପୂର୍ବରୁ ରେକର୍ଡ କଲା ବିଟକଏନ୍

ୱାଶିଂଟନ : ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣର ପ୍ରାୟ ୧୦ ଘଣ୍ଟା ପୂର୍ବରୁ, କ୍ରିପ୍ଟୋକରେନ୍ସି ବଜାରରେ ଅହେତୁକ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଦୁନିଆର ସବୁଠୁ ବଡ କ୍ରିପ୍ଟୋକରେନ୍ସି ବିଟକଏନ୍ ନୂଆ ରେକର୍ଡ ସୃଷ୍ଟି କରିଛି । ଏହି ବିଟକଏନ୍ ମୂଲ୍ୟ ୧୭ ଡିସେମ୍ବରରେ ବୃଦ୍ଧି ପାଇଥିଲା।…

ଆସିଲା ନୂଆ ଫିଚର; ହ୍ବାଟ୍ସଆପ୍‌ ଷ୍ଟାଟସରେ ଏବେ ମ୍ୟୁଜିକ୍‌ ଆଟାଚ୍‌ କରିପାରିବେ

ନୂଆଦିଲ୍ଲୀ: ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ବାଟ୍ସଆପ୍‌ ନିଜର ୟୁଜରଙ୍କ ପାଇଁ ଆଣିଛି ନୂଆ ଫିଚର'ମ୍ୟୁଜିକ୍‌ ଅଫ୍‌ ଷ୍ଟାଟସ୍‌' ଅପଡେଟ୍ । ନାଁରୁ ହିଁ ଜଣା ପଡୁଛି ଫିଚର ଟି କଣ ହୋଇଥିବ । ପୂର୍ବରୁ ୟୁଜର କୌଣସି ଷ୍ଟାଟସ ଲଗାଉଥିବା ସମୟରେ ମ୍ୟୁଜିକ୍‌ ଆଟାଚ୍‌ କରିବା ପାଇଁ କୌଣସି ବିକଳ୍ପ…

ଏନକାଉଣ୍ଟରରେ ୨ ନକ୍ସଲ ନିପାତ, ସେପଟେ ଆତ୍ମସମର୍ପଣ କଲେ ୬ ନକ୍ସଲ

ନୂଆପଡ଼ା: ସୁରକ୍ଷା ବାହିନୀକୁ ପୁଣି ଏକ ସଫଳତା ମିଳିଛି । ନୂଆପଡ଼ା ସୀମାନ୍ତ ଛତିଶଗଡ଼ର ମୈନପୁର ଥାନା କୁଲାରିଘାଟ ସଂରକ୍ଷିତ ଜଙ୍ଗଲରେ ସୁରକ୍ଷା ବାହିନୀଙ୍କ ଗୁଳିରେ ଯବାନମାନଙ୍କ ଗୁଳିରେ ୨ ଜଣ ନକ୍ସଲ ନିପାତ ହୋଇଛନ୍ତି । ଏହି ସମୟରେ ଜଣେ ଯବାନ ଆହତ ହୋଇଛନ୍ତି । ହେଲେ ନିହତ ମାଓବାଦୀଙ୍କ…

ମହାଦେବ କହିଛନ୍ତି ମୁଁ ହିଁ ବିଷ୍ଣୁ: ଆଇଆଇଟି ବାବା

ପ୍ରୟାଗରାଜ: ମହାକୁମ୍ଭରେ ଆଇଆଇଟି ବାବା ନାମରେ ପରିଚିତ ଅଭୟ ସିଂଙ୍କୁ ନେଇ ସବୁଠି ଚର୍ଚ୍ଚା। ଏବେ ସୋସିଆଲ ମିଡିଆରେ ସେ ଯେତିକି ପ୍ରଶଂସିତ ହେଉଛନ୍ତି ସେତିକି ଟ୍ରୋଲ୍ ମଧ୍ଯ ହେଉଛନ୍ତି। ତେବେ ଆଖଡା ପକ୍ଷରୁ କୁହାଯାଇଛି ଯେ ଆଇଆଇଟି ବାବା ଓରଫ ଅଭୟ ସିଂହ ଜଣେ ଠକ, ନକଲି ବାବା ଏବଂ ଜଣେ…

ଏଠାରେ କୁବେର ଦେବଙ୍କ ଦର୍ଶନ କଲେ ଋଣ ଏବଂ ଆର୍ଥିକ ସଙ୍କଟରୁ ମୁକ୍ତି ମିଳେ

ଡେରାଡୁନ: ଭାରତରେ ବିଭିନ୍ନ ଦେବାଦେବୀଙ୍କର ଅନେକ ମନ୍ଦିର ଅଛି । ଏହି ମନ୍ଦିରଗୁଡ଼ିକର ବିଭିନ୍ନ ରହସ୍ୟ ଏବଂ ଚମତ୍କାରରେ ଭରା । ଏପରି ଅନେକ ମନ୍ଦିର ଅଛି, ଯାହାର ଚମତ୍କାର କାହାଣୀ ଲୋକପ୍ରିୟ ଅଟେ । ସେଥିମଧ୍ୟରୁ ଗୋଟିଏ ହେଉଛି କୁବେର ଦେବଙ୍କ ମନ୍ଦିର। କୁବେର ଦେବଙ୍କୁ ଧନର ଦେବତା କୁହାଯାଏ…

ଚାମ୍ପିୟନ୍ସ ଟ୍ରଫି: ରୋହିତ ପାକିସ୍ତାନ ଯିବେନି ଶୁଣି ପିସିବି ଅସନ୍ତୁଷ୍ଟ

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି କ୍ରିକେଟ ଏଥର ପାକିସ୍ତାନରେ ଖେଳାଯିବ । ଭାରତ ତାର ସମସ୍ତ ମ୍ୟାଚ ସୁରକ୍ଷା ଦୃଷ୍ଟିକୋଣରୁ ହାଇବ୍ରିଡ ମଡେଲରେ ଦୁବାଇରେ ଖେଳିବ । ପାକିସ୍ତାନରେ ହେବାକୁ ଥିବା ଉଦଘାଟନୀ ସମାରୋହରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଉପସ୍ଥିତ ରହିବେ ବୋଲି ଖବର ପ୍ରକାଶ…

ଆମକୁ ଏକୁଟିଆ ଛାଡିଦିଏ; ସୋସିଆଲ ମିଡିଆରେ ଏଭଳି କହିଲେ କରିନା କପୁର

ମୁମ୍ବାଇ: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ପରଠାରୁ ପୋଲିସ, ଗଣମାଧ୍ୟମ ଏବଂ ପାପାରାଜିମାନେ ଛୋଟ ଛୋଟ ଜିନିଷ ଉପରେ ନଜର ରଖୁଛନ୍ତି। ଏପରିକି ସେମାନେ ତାଙ୍କ ଘର ଏବଂ ହସ୍ପିଟାଲକୁ ମଧ୍ୟ ଘେରି ରହିଛନ୍ତି। ପୋଲିସ ମଧ୍ୟ ମାମଲାର ତଦନ୍ତ ଚଳାଇଛି। ତେବେ କରୀନା କପୁର ଖାନ…

୧୯ ବର୍ଷରୁ କମ ମହିଳା ବିଶ୍ୱକପ କ୍ରିକେଟରେ ବିପର୍ଯ୍ୟୟ ସୃଷ୍ଟି କଲା ନାଇଜେରିଆ

ନୂଆଦିଲ୍ଲୀ: ୧୯ ବର୍ଷରୁ କମ ମହିଳା ବିଶ୍ୱକପ କ୍ରିକେଟରେ ନାଇଜେରିଆ ବଡ ବିପର୍ଯ୍ୟୟ ସୃଷ୍ଟି କରିଛି । ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୨ ରନରେ ହରାଇ ନାଇଜେରିଆକୁ ସମସ୍ତଙ୍କୁ ଚକିତ କରିଦେଇଛି । ପଦାର୍ପଣ ବିଶ୍ୱକପରେ ନାଇଜେରିଆ ଏହି ଇତିହାସ ରଚିଛି । ପ୍ରଥମେ ବ୍ୟାଟିଂ କରି…