କ୍ରେଡିଟ୍ କାର୍ଡ ବକେୟା ଉପରେ ୩୦%ରୁ ଅଧିକ ସୁଧ ଆଦାୟ କରିପାରିବ ବ୍ୟାଙ୍କ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଷୋହଳ ବର୍ଷ ପୁରୁଣା ରାଷ୍ଟ୍ରୀୟ ଉପଭୋକ୍ତା ବିବାଦ ନିବାରଣ ଆୟୋଗ (ଏନସିଡିଆର୍ସି) ଏକ ମାମଲାର ଶୁଣାଣି କରିଛନ୍ତି। ଏହି ମାମଲାରେ କ୍ରେଡିଟ୍ କାର୍ଡ ବକେୟା ଉପରେ ୩୦%ରୁ ଅଧିକ ସୁଧ ଆଦାୟକୁ ଅନୁଚିତ ବୋଲି ରାୟ ଦେଇଛନ୍ତି। ଅର୍ଥାତ କ୍ରେଡିଟ୍ କାର୍ଡ ବକେୟା ଉପରେ…