Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଦେବୀ ମନ୍ଦିରରେ ଅଲୌକିକ ମହିମା : ପାଣିରେ ଜଳୁଛି ଅଖଣ୍ଡ ଦୀପ

ମଧ୍ୟପ୍ରଦେଶ: ଆମ ଚାରିପଟେ ଅନେକ ମଠ ମନ୍ଦିର ରହିଛି । ଆଉ ସେହି ସବୁ ମନ୍ଦିରର କିଛି ନା କିଛି ରହିଛି ମାହାତ୍ମ୍ୟ । ଏମିତି ଏକ ମନ୍ଦିର ଅଛି ଯେଉଁଠି ମାଆଙ୍କ ନିକଟରେ ବର୍ଷ ବର୍ଷ ଧରି ଦୀପ ଜଳୁଛି । ହେଲେ ଆଶ୍ଚର୍ଯ୍ୟ କଥା ହେଉଛି ସେହି ଦୀପ ଗୁଡିକ ତେଲ କି ଘିଅରେ ଜଳିନଥାଏ । ସବୁ ଦୀପ ଜଳୁଛି…

ଗୁଟଖା ବିଜ୍ଞାପନ ପାଇଁ କ୍ଷମା ମାଗିଲେ ଅକ୍ଷୟ କୁମାର, କହିଲେ ସମସ୍ତ ଆୟ ଜନକଲ୍ୟାଣରେ ଲାଗିବ

ଭୁବନେଶ୍ୱର: ଗଣମାଧ୍ୟମରେ ବଡ଼ ବଡ଼ ଦମ୍ଭିଲା କଥା କହୁଥିବା ଅକ୍ଷୟ କୁମାର ଆଜି ସେହି କଥା ପାଇଁ କ୍ଷମା ମାଗିଛନ୍ତି । କେତେ ସଂସ୍ଥା ତାଙ୍କୁ ମାତ୍ରାଧିକ ଟଙ୍କା ଅଫର୍ କରୁଛନ୍ତି ଗୁଟଖା ବିଜ୍ଞାପନ କରିବା ପାଇଁ । କିନ୍ତୁ ତାଙ୍କର ଏକ ନୈତିକତା ଅଛି । ଟଙ୍କା ପାଇଁ ଅକ୍ଷୟ କେବେ ଏମିତି ଭୁଲ୍…

ମହାରାଣୀ ଏଲିଜାବେଥଙ୍କ ବାର୍ବି ଡଲ ରୂପ

ଲଣ୍ଡନ: ବ୍ରିଟେନ ମହାରାଣୀ ଏଲିଜାବେଥଙ୍କ ବାର୍ବି ଡଲ ରୂପ ଏବେ ସମସ୍ତଙ୍କ ମନ ମୋହୁଛି । ତାଙ୍କ ଶାସନର ୭୦ ବର୍ଷ ପୂର୍ତି ଅବସରରେ ବାର୍ବି ଡଲ ପ୍ରସ୍ତୁତ କରୁଥିବା କମ୍ପାନୀ ମେଟେଲ ଏହି ରୟାଲ ବାର୍ବି ତିଆରି କରିଥିଲା । ମହାରାଣୀଙ୍କ ୯୬ତମ ଜନ୍ମ ଦିବସ ଅବସରରେ ଏହି କଣ୍ଢେଇର ବଜାର ପ୍ରବେଶ…

[ଭିଡିଓ] ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲା : ଲଳିତ ଆତ୍ମହତ୍ୟା କରିଛି ବୋଲି କହିଲେ ବାପା ଓ ଭାଇ

ଝାରସୁଗୁଡା : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି । ଆଜି ମୃତ ଲଳିତ ସାହୁଙ୍କ ବାପା ବେଳାରସେନ ସାହୁ ଓ ଭାଇ ବିରଞ୍ଚି ସାହୁ ଝାରସୁଗୁଡା ଥାନାରେ ପହଁଞ୍ଚି ଲିଖିତ ଅଭିଯୋଗ କରିବା ସହ ଲଳିତ ଆତ୍ମହତ୍ୟା କରିଥିବା କଥା ସ୍ୱିକାର…

ଖନନ ବେଳେ ମନ୍ଦିର ଗର୍ଭଗୃହରୁ ମିଳିଲା ମହିଷାମର୍ଦ୍ଦିନୀଙ୍କ ମୂର୍ତ୍ତି

ଭୁବନେଶ୍ୱର : ମାଟି ତଳୁ ବାହାରିଲା ୧୪ ଶହ ବର୍ଷର ଭାସ୍କର୍ଯ୍ୟ । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଶୁକଶାରୀ ମନ୍ଦିରର ପାର୍ଶ୍ୱରେ ଖନନ ବେଳେ ପୁଣି ଦେବା ଦେବୀଙ୍କ ମୂର୍ତ୍ତି ମିଳିଛି । ଶାରୀ ମନ୍ଦିର ପରିସରରୁ  ଆଉ ଏକ ମୂର୍ତ୍ତିକୁ ପ୍ରତ୍ନତତ୍ତ୍ୱ ବିଭାଗ ଠାବ କରିଛି।…

[ଦେଖନ୍ତୁ ଭିଡିଓ] ରାଜଧାନୀରେ ପିଲା ଚୋରି ଓ ବିକ୍ରି ଉଦ୍ୟମ ପଣ୍ଡ, ୫ ଦିନ ପରେ ମିଳିଲା ନାବାଳିକା

ଭୁବନେଶ୍ୱର: ରାଜଧାନୀରେ ପିଲା ଚୋରି ଓ ବିକ୍ରି ଉଦ୍ୟମ ପଣ୍ଡ । ସିସିଟିଭିରେ ନାବାଳିକାକୁ ଚୋରି କରିନେଇ ଯାଉଥିଲା ଅପରାଧି । ୫ ଦିନ ପରେ ମିଳିଲା ନାବାଳିକା । ନାବାଳିକାକୁ ଚୋରି କରି ଚନ୍ଦ୍ରଶେଖରପୁର ଅଞ୍ଚଳରେ ଲୁଚାଇ ରଖିଥିଲା ଅପରାଧି । ଏହି ଘଟଣା ଇନଫୋସିଟି ଥାନା ଶିଖରଚଣ୍ଡୀ ବସ୍ତିରେ…

ଆଗାମୀ ୩ରୁ ୪ ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ : ବିଜୟ ମହାପାତ୍ର

ଭୁବନେଶ୍ୱର : ଓଡିଶାରେ କରୋନା ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । ବର୍ତ୍ତମାନ ଓଡିଶାରେ ସ୍ଥିତି ଏତେଟା ଉଦବେଗ ଜନକ ନାହିଁ ବୋଲି ବିଜୟ ମହାପାତ୍ର କହିଛନ୍ତି । ଆଗାମୀ ୩ ରୁ ୪ ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସ୍ୱାସ୍ଥ୍ୟ…

ରୋଷେୟା ଲଳିତ ସାହୁ ମୃତ୍ୟୁ ମାମଲା : ଝାରସୁଗୁଡାରେ ଏସପି ଅଫିସ ଘେରାଉ କଲା ବିଜେପି

ଝାରସୁଗୁଡ଼ା : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରାଷେୟା ଲଳିତ ସାହୁ ମୃତ୍ୟୁ ମାମଲାକୁ ନେଇ ବଢୁଛି ବିବାଦ । ରୋଷେଇଆ ଲଳିତ ସାହୁ ମୃତ୍ୟୁ ମାମଲାରେ ବିବାଦ ଭିତରକୁ ଟାଣି ହୋଇଯାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଏନେଇ ଆଜି ଝାରସୁଗୁଡାରେ ବିଜେପି ପକ୍ଷରୁ ଏସପି ଅଫିସ ଘେରାଉ କରିବା ସହ…

୧୯୬ ପୋଲିସ ପଦବୀକୁ ମଞ୍ଜୁରୀ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ପୋଲିସରେ ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟ ପାଇଁ ୨୮ଟି ସବ୍‌ଇନ୍‌ସପେକ୍ଟର ଓ ୧୬୮ଟି କନେଷ୍ଟବଳ ପଦବୀ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୋଲିସ ବିଭାଗର ଅନ୍ୟାନ୍ୟ ପଦବୀ ଗୁଡିକର ପୁନଃ-ବଣ୍ଟନ (By way of Redistribution) ଦ୍ବାରା ଏହି ପଦବୀ ଗୁଡିକ…

ଆଜିଠୁ ଦୁଇଦିନିଆ ସମ୍ବଲପୁର ଗସ୍ତରେ ରାଜ୍ୟପାଳ , ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ

ଭୁବନେଶ୍ୱର : ଓଡିଶାର ମହାମହିମ ରାଜ୍ୟପାଳ ଗଣେଶୀ ଲାଲ ଗୁରୁବାର ଠାରୁ ଦୁଇ ଦିନିଆ ସମ୍ବଲପୁର ଗସ୍ତରେ ଯାଉଛନ୍ତି । ରାଜ୍ୟପାଳ ଭୁବନେଶ୍ୱରରୁ ଟ୍ରେନ ଯୋଗେ ସମ୍ବଲପୁର ଗସ୍ତ କରୁଛନ୍ତି । କାର୍ଯ୍ୟସୂଚି ଅନୁସାରେ ରାଜ୍ୟପାଳ ରାଜଗାଙ୍ଗପୁରରେ ଓହ୍ଲାଇବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ…