ଆତଙ୍କବାଦୀଙ୍କ ଅନୁପ୍ରବେଶ ବିଫଳ, ସେନାର ଗୁଳିରେ ୩ ଆତଙ୍କୀ ନିପାତ
ଶ୍ରୀନଗର: ପୁଣି ଭାରତୀୟ ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା। ରବିବାର ଜମ୍ମୁ-କାଶ୍ମୀରର କିରଣ ସେକ୍ଟର ନିକଟ ନିୟନ୍ତ୍ରଣ ସୀମା ରେଖା (LOC)ରେ ଆତଙ୍କବାଦୀଙ୍କ ଏକ ପ୍ରମୁଖ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛନ୍ତି ସେବାର ଯବାନ ମାନେ। ଭାରତ-ପାକିସ୍ଥାନ ସୀମା ନିକଟରେ ଥିବା ଏହି ଅଞ୍ଚଳରେ ସର୍ଚ୍ଚ…