Latest Odisha News

BREAKING NEWS

ଘରେ ବସି ପିଏମ୍ ଆବାସ ଯୋଜନା ୨.୦ ପାଇଁ ଆବେଦନ କରନ୍ତୁ, ଜାଣନ୍ତୁ ପ୍ରକ୍ରିୟା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୨.୦ ଆଣିଛନ୍ତି। ଏଥିରେ ଲୋକଙ୍କୁ ଘର ନିର୍ମାଣ ପାଇଁ ଆର୍ଥିକ ସହାୟତା ଦିଆଯିବ | ଅଗଷ୍ଟ ୨୦୨୪ ରେ, ଆର୍ଥିକ ଦୃଷ୍ଟିରୁ ଦୁର୍ବଳ (EWS) ଏବଂ ସହରାଞ୍ଚଳର ମଧ୍ୟବିତ୍ତ ପରିବାର ପାଇଁ କେନ୍ଦ୍ର…

‘ମୁଁ ଅସହଜ ଅନୁଭବ କଲି’: କାନ୍ଦିକି ରାହୁଲଙ୍କ ବିରୋଧରେ ଅଭିଯୋଗ ଆଣିଲେ ମହିଳା ସାଂସଦ

ନୂଆଦିଲ୍ଲୀ: ଏବେ ଉଠୁଛି ପଡୁଛି ଦିଲ୍ଲୀ । ସଂସଦରେ ଆଜି ଠେଲାପେଲା ବିବାଦ ଏବେ ବଡ ରାଜନୈତିକ ମୁଦ୍ଦା ହୋଇଗଲାଣି । ବିଜେପି ରାହୁଲଙ୍କ ବିରୋଧରେ ମାମଲା ମଧ୍ୟ ରୁଜ୍ଜୁ କରିଛି । ଏ ସବୁ ଭିତରେ ଏବେ ରାହୁଲ ଗାନ୍ଧୀଙ୍କ ଉପରେ ଜଣେ ବିଜେପି ମହିଳା ସାଂସଦ ବଡ ଆରୋପ ଲଗାଇଛନ୍ତି । କି, ରାହୁଲ…

ଜୁଳୁଜୁଳିଆ ପୋକରୁ କାହିଁକି ବାହାରିଥାଏ ଆଲୋକ?

ଭୁବନେଶ୍ବର: ଆପଣ ନିଶ୍ଚୟ ରାତିରେ ଜୁଳୁଜୁଳିଆ ପୋକକୁ ଦେଖିଥିବେ । ତା ଦେହରୁ ବାହାରୁଥିବା ଧପଧପ୍ ଆଲୋକ କେତେ ମନୋରୋମ ହୋଇଥାଏ । ଏହି ଦୃଶ୍ୟ ବିଶେଷ ଭାବରେ ଗ୍ରାମାଞ୍ଚଳ ଏବଂ ଜଙ୍ଗଲ ଅଞ୍ଚଳରେ ଦେଖାଯାଏ । ଜୁଳୁଜୁଳିଆ ପୋକମାନେ ପ୍ରାୟତଃ ରାତିର ଅନ୍ଧାରରେ ଖୋଲା ସ୍ଥାନ କିମ୍ବା କୋଠରୀ ଭିତରକୁ…

ମଲ୍ଲିକାର୍ଜୁନ ଖଡଗେଙ୍କ ଆଣ୍ଠୁରେ ଆଘାତ; ବିଜେପି ସାଂସଦ ଠେଲି ଦେଇଥିବା ଅଭିଯୋଗ

ନୂଆଦିଲ୍ଲୀ: ଆଜି ସଂସଦରେ ବିଜେପି ନେତୃତାଧିନ ଏନଡିଏ ସାଂସଦ ଏବଂ ଇଣ୍ଡି ବ୍ଲକ୍ ସାଂସଦମାନେ ଆମ୍ବେଦକର ବିବାଦକୁ ନେଇ ପରସ୍ପରକୁ ସମାଲୋଚନା କରି ପ୍ରତିବାଦ କରିବା ବେଳେ ଉପୁଜିଥିଲା ଠେଲାଠେଲି ପରିସ୍ଥିତି । ଏଥିରେ ବିଜେପିର ଦୁଇ ଜଣ ସାଂସଦ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି…

‘କଂଗ୍ରେସ ଆମ୍ବେଦକର ବିରୋଧୀ ଦଳ’: ନେହେରୁଙ୍କ ଉପରେ ଜେପି ନଡ୍ଡାଙ୍କ ଆକ୍ରମଣ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଇଣ୍ଡିଆ ଆଲାଇନ୍ସର ନେତାଙ୍କ ସେହି ବୟାନକୁ ନେଇ ଆକ୍ରମଣ କରିଛନ୍ତି ଯେଉଁଥିରେ ସେମାନେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ କ୍ଷମା ମାଗିବା ପାଇଁ କହିଛନ୍ତି। ବିରୋଧୀ ଦଳ ବିରୋଧକୁ ଜେପି ନଡ୍ଡା ଦୃଢ ନିନ୍ଦା…

ନୂଆବର୍ଷରୁ ଶ୍ରୀମନ୍ଦିରରେ ନୂଆ ବ୍ୟବସ୍ଥା, ଆନନ୍ଦବଜାରରେ ନୂଆ ଡ୍ରେସକୋର୍ଡ

ପୁରୀ: ନୂଆବର୍ଷ ଠାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ହେବ ନୂଆ ବ୍ୟବସ୍ଥା । ନୂଆବର୍ଷରୁ ନାଟମଣ୍ଡପରେ ନୂଆ ଦର୍ଶନ ବ୍ୟବସ୍ଥା ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ସେ କହିଛନ୍ତି, ସ୍ବତନ୍ତ୍ର ବାରିକେଡ୍ ଯୋଗେ ନୂଆବର୍ଷରୁ ଶ୍ରୀଜିଉଙ୍କ…

ଦ୍ରୁତ ଗତିରେ ମାଡିଲାଣି ଡିଙ୍ଗା ଡିଙ୍ଗା, ଆାକ୍ରାନ୍ତଙ୍କ ସଂଖ୍ୟା ୪୦୦ ପାର୍

ନୂଆଦିଲ୍ଲୀ: ପୁଣି ଥରେ ଏକ ନୂଆ ଭାଇରସ୍ ସମଗ୍ର ବିଶ୍ୱରେ ଲୋକଙ୍କୁ ଚିନ୍ତିତ କରିଛି। ଏହି ଜୀବାଣୁର ନାମ ହେଉଛି ଡିଙ୍ଗା-ଡିଙ୍ଗା। ଡିଙ୍ଗା ଡିଙ୍ଗାର ଅର୍ଥ ହେଉଛି ‘ନୃତ୍ୟ ପରି ଗତି କରିବା’। ଏହି ରହସ୍ୟମୟ ରୋଗ ମୁଖ୍ୟତଃ ୟୁଗାଣ୍ଡାର ବୁନ୍ଦିବୁଗ୍ୟେ ଜିଲ୍ଲାର ମହିଳା ଏବଂ ଝିଅମାନଙ୍କୁ ଅଧିକ…

ପାକିସ୍ତାନୀ ବେଟିଂ ଆପର ପ୍ରମୋସନ କରି ଇଡି ସ୍କାନରରେ ଅଭିନେତ୍ରୀ

ମୁମ୍ବାଇ: ବେଟିଂ ଆପ୍ ମ୍ୟାଜିକ୍ୱିନକୁ ନେଇ ଏକ ବଡ଼ ଖୁଲାସା କରାଯାଇଛି। ବଡ ଏବଂ ଛୋଟ ପରଦାର ଅନେକ ତାରକା ଏହି ଆପର ବିଜ୍ଞାପନ କରିଥିଲେ। ବର୍ତ୍ତମାନ ଏହି ଆପର ପାକିସ୍ତାନ କନେକ୍ସନ ସାମ୍ନାକୁ ଆସିବା ପରେ ଇଡି ଏହି ଘଟଣାର ତଦନ୍ତ ହାତକୁ ନେଇଛି। ଇଡିର ଅନୁସନ୍ଧାନ ଅନୁଯାୟୀ, ଏହି ଆପ୍…

ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଅମିତ୍ ଶାହ

ଭୁବନେଶ୍ବର: ପୁଣି ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ଶାହଙ୍କ ଦୁଇ ଦିନିଆ ଓଡ଼ିଶା ଆସିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ତେବେ କେବେ ଆସିବେ ସେନେଇ ସ୍ପଷ୍ଟ କରି କହିନାହାନ୍ତି । ଏନେଇ ମନମୋହନ କହିଛନ୍ତି, ଆସନ୍ତା ୨୮, ୨୯,…

ବିଜୁଳି ଚୋରି କରି ଧରାପଡ଼ିଲେ ସାଂସଦ

ଲକ୍ଷ୍ନୌ: ସାଂସଦଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆସିଛି। ବିଦ୍ୟୁତ ଚୋରି ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସମ୍ଭଲ ହିଂସାର ଅନ୍ୟତମ ଅଭିଯୁକ୍ତ ସମାଜବାଦୀ ପାର୍ଟି ସାଂସଦ ଜିଆଉ ରେହମାନ ବର୍କ ଏହି ଘଟଣାକୁ ନେଇ ପୁଣିଥରେ ସମସ୍ୟାରେ ପଡିବାକୁ ଯାଉଛନ୍ତି। ସପା ସାଂସଦ ଚୋରି…