Latest Odisha News

BREAKING NEWS

ଅନନ୍ତ ଅମ୍ବାନିଙ୍କ ବାହାଘର; ଅତିଥିଙ୍କୁ ମିଳିଲା ୧.୫ କୋଟିର ଉପହାର

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନିଙ୍କ ସାନ ପୁଅ ଅନନ୍ତ ଅମ୍ବାନିଙ୍କ ସହ ରାଧିକା ମର୍ଚାଣ୍ଟଙ୍କ ବାହାଘର ଗତ ଜୁନ ୧୨ରେ ଧୁମଧାମରେ ସମ୍ପନ୍ନ ହୋଇଯାଇଛି। ଜୁଲାଇ ୧୪ ଅର୍ଥାତ୍ ଆଜି ମୁମ୍ବାଇରେ ଏକ ରିସେପ୍‌ସନ୍ ପାର୍ଟିର ଆୟୋଜନ କରୁଛନ୍ତି। ତେବେ ଏହି ଗ୍ରାଣ୍ଡ…

ବିସିସିଆଇ ସହ ଗୌତମଙ୍କ ‘ଗମ୍ଭୀର’ ସମସ୍ୟା

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ମହଲରେ ଗୌତମ ଗମ୍ଭୀର ଟିକେ ଅଲଗା ମିଜାଜର ବ୍ୟକ୍ତି । ଲଢୁଆ ଓ ସ୍ପଷ୍ଟବାଦୀ । ଭାରତର ଏହି ପୂର୍ବତନ ଟେଷ୍ଟ କ୍ରିକେଟର ଜଣକ ଏବେ ଟିମ୍ ଇଣ୍ଡିଆ ହେଡ୍ କୋଚ୍ । ଗମ୍ଭୀର ଟିମ୍ ଇଣ୍ଡିଆ ନୂଆ କୋଚ୍ ଘୋଷିତ ହେଲା ପରେ ଦଳର ସପୋର୍ଟ ଷ୍ଟାଫ୍ ନେଇ ସେ ଦେଇଥିବା…

ଅସୁସ୍ଥ ସ୍ବାମୀଙ୍କୁ ପିଠିରେ ବୋହି ହସ୍ପିଟାଲ ନେଲେ ମହିଳା, ଭିଡିଓ ଭାଇରାଲ

ଭିଣ୍ଡ: ଭିଣ୍ଡ ଜିଲ୍ଲା ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ଦିନକୁ ଦିନ ଖରାପ ହେବାରେ ଲାଗିଛି। ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଷ୍ଟ୍ରେଚର ନମିଳିବାରୁ ଜଣେ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ପିଠିରେ ବୋହି ଡାକ୍ତରଖାନା ୱାର୍ଡକୁ ନେଉଥିବାର ନଜର ଆସିଛି। ସୂଚନାନୁସାରେ,…

ଏସବୁ ଜିଲ୍ଲାରେ ବଜ୍ରପାତ ସାଙ୍ଗରୁ ବିଜୁଳି ଓ ଘଡ଼ଘଡ଼ି, ପ୍ରବଳ ବର୍ଷା ନେଇ ୩ ଘଣ୍ଟିଆ ଆଲର୍ଟ ଜାରି

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ମୌସୁମୀ ଜନିତ ବର୍ଷା । ଗତ ୨୪ ଘଣ୍ଟାରେ ରାଜ୍ୟରେ ଭଲ ବର୍ଷା ରେକର୍ଡ଼ ହୋଇଛି। ଆସନ୍ତା ୧୭ ତାରିଖ ଯାଏଁ ଭଲ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୨ ଦିନ ରାଜ୍ୟରେ ଅତି ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ, ବିଜୁଳି…

ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାକୁ ୨୭ ପଦକ 

ଭୁବନେଶ୍ୱର: ଅସ୍ମିତା ଖେଲୋ ଇଣ୍ଡିଆ ମହିଳା ଭାରୋତ୍ତୋଳନ ପ୍ରତିଯୋଗିତା (ଜୋନ୍ ଏ) ଉଦଯାପିତ ହୋଇଯାଇଛି। କଳିଙ୍ଗ ଷ୍ଟାଡ଼ିୟମର ବିଜୁ ପଟ୍ଟନାୟକ ଭାରୋତ୍ତୋଳନ କେନ୍ଦ୍ରରେ ୧୧ ତାରିଖରୁ ଆରମ୍ଭ ହୋଇଥିଲା ଏହି ପ୍ରତିଯୋଗିତା। ଯୁବ ବର୍ଗରେ ଓଡ଼ିଶା ୬ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ୩ଟି…

ବିଏସପି ନେତାଙ୍କୁ ହତ୍ଯା ଘଟଣା; ଏନକାଉଣ୍ଟରରେ ଜଣେ ଅଭିଯୁକ୍ତ ନିହତ

ଚେନ୍ନାଇ: ତାମିଲନାଡୁର ବହୁଜନ ସମାଜବାଦୀ ପାର୍ଟି ଅଧ୍ୟକ୍ଷ କେ ଆର୍ମଷ୍ଟ୍ରଙ୍ଗ ହତ୍ୟାକାଣ୍ଡ ଘଟଣାର ଜଣେ ଅଭିଯୁକ୍ତ ଶନିବାର ରାତିରେ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି। ମୃତକଙ୍କ ନାଁ ତିରୁବେଙ୍ଗଦାମ ହୋଇଥିଲା ବେଳେ ତା ନାଁରେ ପୂର୍ବରୁ ଅନେକ ମାମଲା ରହିଥିବା ଜଣାପଡିଛି। ତେବେ ଏହି…

ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ ଘଟଣା: ଶିଶୁଭବନରେ ଆଖି ବୁଜିଲା ୧୧ ଦିନର ଶିଶୁ

କଟକ: ଘରୋଇ ନର୍ସିଂହୋମ୍‌ ତ୍ରିଶା ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାରେ ଶିଶୁ ଭବନରେ ଚିକିତ୍ସାଧୀନ ଜଣେ ୧୧ ଦିନର ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁଟି ଭଦ୍ରକ ଚାନ୍ଦବାଲି ଅଞ୍ଚଳର ହୋଇଥିବା ସୂଚନା ରହିଛି। ମୃତ୍ୟୁ ନେଇ ସୂଚନା ଦେଲେ ଶିଶୁ ଭବନ ଅଧୀକ୍ଷକ। ଗତକାଲି ଅଗ୍ନିକାଣ୍ଡ ପରେ ଶିଶୁଟିକୁ…

ବିଦ୍ୟୁତ ଆଘାତ ଲାଗି ୧୦ରୁ ଉର୍ଦ୍ଧ୍ୱ ଶିଶୁ ଗୁରୁତର

ଗଞ୍ଜାମ: ବିଦ୍ୟୁତ ଆଘାତ ଲାଗି ୧୦ରୁ ଉର୍ଦ୍ଧ୍ୱ ଶିଶୁ ଗୁରୁତର ହୋଇଥିବା ଖବର ଆସିଛି। ଫାଶିଗୁଡ଼ା ଗାଁରେ ମନ୍ଦିର ପ୍ରତିଷ୍ଠା ବେଳେ ଏହି ଅଘଟଣ ଘଟିଛି। ରାମାୟଣ ନାଟକ ପ୍ରଦର୍ଶନ ବେଳେ ଷ୍ଟେଜ ନିକଟରେ ବିଦ୍ୟୁତ ଆଘାତରେ ଶିଶୁମାନେ ଗୁରୁତର ହୋଇଛନ୍ତି। ତେବେ ଘଟଣାରେ ୪ ଶିଶୁଙ୍କୁ ବ୍ରହ୍ମପୁର…

ରତ୍ନଭଣ୍ଡାରରେ ପ୍ରବେଶ ପୂର୍ବରୁ ଅଚେତ ହୋଇପଡ଼ିଲେ ପୁରୀ ଏସପି !

ପୁରୀ: ରତ୍ନଭଣ୍ଡାରରେ ପ୍ରବେଶ ପୂର୍ବରୁ ପୁରୀ ଏସପି ପିନାକ ମିଶ୍ର ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି। ବେହରଣ ଦ୍ୱାର ନିକଟରେ ଅତେତ ହୋଇଥିବା ସୂଚନା ମିଳିଛି। ଏସ୍‌ପି ଅସୁସ୍ଥ ନେଇ ଗଣେଶ ସିଂହାରୀଙ୍କଠାରୁ ସୂଚନା ମିଳିଛି। ଅଚେତ ପରେ ଏସପିଙ୍କୁ ଚିକିତ୍ସା କରିଛନ୍ତି ଡାକ୍ତର।…

ରତ୍ନଭଣ୍ଡାର ଖୋଲିବା ନେଇ ଖୁସି ବ୍ୟକ୍ତ କଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଆଜି କୋଟି କୋଟି ଜଗନ୍ନାଥ ପ୍ରେମୀ ଉତ୍କଣ୍ଠାରେ । ଦୀର୍ଘ ୫ ଦଶନ୍ଧିର ଅପେକ୍ଷା ପରେ ଖୋଲିଛି ରତ୍ନଭଣ୍ଡାରର ଦ୍ବାର । ଧିରେ ଧିରେ ଭିତରକୁ ପ୍ରବେଶ କରୁଛନ୍ତି ନିର୍ଦ୍ଧାରିତ ସଦସ୍ୟ । ଏହାପରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ରହସ୍ୟ ବିଷୟରେ ଅବଗତ ହେବେ ଓଡିଶାବାସୀ । ଏହାରି ଭିତରେ…