Latest Odisha News

BREAKING NEWS

40 ବର୍ଷରେ 12ଥର ଛାଡ଼ପତ୍ର, ପୁଣି ବିବାହ, କାରଣ ଜାଣିଲେ ନହସି ରହିପାରିବେନି

ନୂଆଦିଲ୍ଲୀ: ଭାରତୀୟ ପରମ୍ପରାରେ ବିବାହକୁ ଖୁବ ଉଚ୍ଚରେ ରଖାଯାଏ। କୁହାଯାଏ ବିବାହ ହେଉଛି 7 ଜନ୍ମର ସମ୍ପର୍କ। ଆମର ଏ ପ୍ରକାର ସଂସ୍କୃତି ସମାଜରେ ଗଠନାତ୍ମକ ଜୀବନଶୈଳୀ ଦେଇଥାଏ। ହେଲେ ବିଦେଶରେ ବିବାହ ଏକ ଖେଳ ଘର ଭଳି। ଜଣେ ବ୍ୟକ୍ତି ଜୀବନରେ ଅନେକ ଥର ବିବାହ କରି ଛାଡପତ୍ର ଦେବା ଘଟଣା…

ଅବସରକୁ ନେଇ ରୋହିତ, ଅଶ୍ୱୀନଙ୍କ ବୟାନ ମେଳ ଖାଉନି

ଚେନ୍ନାଇ: ଭାରତୀୟ କ୍ରିକେଟ ଟିମର ମହାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ବର୍ଡର-ଗାଭାସ୍କର ଟ୍ରପି ତୃତୀୟ ଟେଷ୍ଟ ପରେ ସେ ଏହି ନିଷ୍ପତି ନେଇଛନ୍ତି । ଏବେ ଅଶ୍ୱୀନ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି । ତାଙ୍କ ଅବସରକୁ ନେଇ ଅଧିନାୟକ ରୋହିତ…

ଗୋପୀ ବୋହୁଙ୍କ ଘରକୁ ଆସିଲା ଖୁସି ଖବର, ମା’ ହେଲେ ଦେବୋଲିନା

ମୁମ୍ବାଇ; ମା ହେଲେ ଗୋପୀ ବୋହୁ l ସରିଏଲ 'ସାଥ ନିଭାନା ସାଥିୟା'ର ଗୋପୀ ବୋହୁ ତଥା ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟଙ୍କ ଘରକୁ ଆସିଛି ଖୁସି ଖବର l ମା ହୋଇଛନ୍ତି ଦେବୋଲିନା ଭଟ୍ଟାଚାର୍ଯ୍ୟ l ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏନେଇ ଦେବୋଲିନା ନିଜେ ନିଜର ଇନଷ୍ଟାଗ୍ରାମରେ ସୂଚନା…

ସଂସଦରେ ଠେଲାପେଲା: ଫାଟିଲା ବାଲେଶ୍ବର ସାଂସଦଙ୍କ ମୁଣ୍ଡ, ରାହୁଲ ଦେଲେ ସଫେଇ

ନୂଆଦିଲ୍ଲୀ: ସଂସଦରେ ଆଜି ଅସ୍ବଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି । କଂଗ୍ରେସ ଏବଂ ବିଜେପି ସାଂସଦଙ୍କ ମଧ୍ୟରେ ଠେଲାପେଲା ପରିଓ୍ଥିତି ସୃଷ୍ଟି ହେବା କାରଣରୁ ବାଲେଶ୍ବର ସାଂସଦ ପ୍ରତାପ ଷଢଙ୍ଗୀ ଆହତ ହୋଇଯାଇଥିବା ସୂଚନା ମିଳିଛି । ଠେଲାପେଲା ମଧ୍ୟରେ ସାଂସଦ ପ୍ରତାପ ତଳେ ପଡିଯିବାରୁ…

ଭରତପୁର ଥାନା ଘଟଣା: ଭିଡ଼ିଓ ଦାଖଲ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଜଣା ପଡ଼ିବ ସବୁ ସତ। ବହୁ ବିବାଦିତ ଭାରତପୁର ଥାନା ଘଟଣାରେ ପରିଶେଷରେ ଭିଡ଼ିଓ ଦାଖଲ କରିଛି କ୍ରାଇମବ୍ରାଞ୍ଚ। ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଦିଆଯିବା ଘଟଣାରେ କ୍ରାଇମବ୍ରାଞ୍ଚ ବୁଧବାର ତଦନ୍ତ କମିସନ ଚିତ୍ତ ରଞ୍ଜନ ଦାଶଙ୍କ ନିକଟରେ…

କଂଗ୍ରେସର ବଡ ଦାବି, ଅମ୍ବେଦକରଙ୍କ ମାମଲାରେ ଏକ୍ସ ପଠେଇଛି ନୋଟିସ

ନୂଆଦିଲ୍ଲୀ; ଅମ୍ବେଦକର ମାମଲାକୁ ନେଇ ଦେଖାଦେଇଥିବା ଉତ୍ତେଜନା ଥମିବାର ନାଁ ହେଉନାହିଁ। ଏବେ କଂଗ୍ରେସ ଏନେଇ ଏକ ବଡ ଅଭିଯୋଗ ଆଣିଛି। କଂଗ୍ରେସ କହିଛି ଯେ ସେ ଏହି ମାମଲାରେ ଏକ୍ସ ତରଫରୁ ଏକ ନୋଟିସ ପାଇଛି। ଏହି ନୋଟିସରେ ଅମ୍ବେଦକରଙ୍କୁ ନେଇ ଅମିତ ଶାହାଙ୍କ ବିବୃତ୍ତି ସହ ଜଡିତ ସମସ୍ତ ପୋଷ୍ଟ…

ଜମ୍ମୁକାଶ୍ମୀର କୁଲ୍‌ଗାମରେ ବଡ଼ ଧରଣର ଏନ୍‌କାଉଣ୍ଟର

ଶ୍ରୀନଗର: ଜମ୍ମୁକାଶ୍ମୀର କୁଲଗାମରେ ବଡ଼ ଧରଣର ଏନ୍‌କାଉଣ୍ଟର l କଦ୍ଦର ଗାଁରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଭୀଷଣ ଗୁଳି ବିନିମୟ l ୨ ଆତଙ୍କବାଦୀଙ୍କୁ ଘେରି ସୁରକ୍ଷାକର୍ମୀଙ୍କ ଜୋରଦାର ଫାୟାରିଂ l ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଛନ୍ତି ୫ ଆତଙ୍କବାଦୀ । ସେପଟେ ଆତଙ୍କବାଦୀଙ୍କ…

ଶିବ ଭକ୍ତଙ୍କ ପାଇଁ ଖୁସି ଖବର! ପୁଣି ଆରମ୍ଭ ହେବ କୈଳାଶ ମାନସରୋବର ଯାତ୍ରା

ନୂଆଦିଲ୍ଲୀ: ପୁଣିଥରେ କୌଳାଶ ମାନସରୋବର ଯାତ୍ରା ଆରମ୍ଭ କରିବାକୁ ଭାରତ ଏବଂ ଚୀନ୍ ମଧ୍ୟରେ ଏକ ଚୁକ୍ତିନାମା ହୋଇଛି। ଦୁଇ ଦେଶ ମଧ୍ୟରେ ପାଞ୍ଚ ବର୍ଷର ବ୍ୟବଧାନ ପରେ ବେଜିଂରେ ସ୍ୱତନ୍ତ୍ର ପ୍ରତିନିଧୀଙ୍କ ୨୩ତମ ବୈଠକରେ ୬ଟି ପ୍ରସଙ୍ଗରେ ସହମତି ପ୍ରକାଶ ପାଇଛି। ଡିସେମ୍ବର ୨୦୧୯ ପରଠାରୁ ପ୍ରଥମ…

ଖୁବଶୀଘ୍ର ପୃଥିବୀରେ ଅବତରଣ କରିବ ସୂର୍ଯ୍ୟ! ୨୪ ଘଣ୍ଟା ରହିବ ଆଲୋକ

ନୂଆଦିଲ୍ଲୀ: ଆମେ ସୌର ଶକ୍ତି ଏବଂ ଆଣବିକ ଶକ୍ତି ବିଷୟରେ ବହୁତ କିଛି ଦେଖିଛୁ ଏବଂ ଶୁଣିଛୁ, କିନ୍ତୁ ଖୁବ୍ ଶୀଘ୍ର ହାଇଡ୍ରୋଜେନ୍ ଆଧାରିତ ଶକ୍ତି ବିଶ୍ୱରେ ବିଦ୍ୟୁତ୍ ଉତ୍ପାଦନ ପାଇଁ ବ୍ୟବହୃତ ହେବାକୁ ଯାଉଛି। ଯଦି ସବୁ ଯୋଜନା ଅନୁଯାୟୀ ଚାଲେ, ତେବେ ଆମେରିକାରେ ବିଶ୍ୱର ପ୍ରଥମ ଗ୍ରୀଡ୍…

ଫେବୃଆରୀରେ ଫେରିବେନି ସୁନୀତା

ନୂଆଦିଲ୍ଲୀ: ବଢୁଛି ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋରଙ୍କ ସଂକଟ। ଉଭୟ ଆସନ୍ତା ଫେବୃଆରୀରେ ପୃଥିବୀକୁ ଫେରିବା ନେଇ ଅନିଶ୍ଚିତତା ଦେଖାଦେଇଛି। ଉଭୟଙ୍କ ପ୍ରତ୍ୟାବର୍ତ୍ତନ ଆହୁରି ବିଳମ୍ବିତ ହୋଇପାରେ ବୋଲି ନାସା ପକ୍ଷରୁ ସୂଚନା ଦିଆଯାଇଛି। ନାସା କହିଛି ଯେ ମାର୍ଚ୍ଚ ୨୦୨୫ ପୂର୍ବରୁ ସୁନୀତା…