ପଖାଳକୁ ସୁପର ଫୁଡ୍ ବୋଲି କାହିଁକି କହିଲେ ବିଶେଷଜ୍ଞ ?
ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଆଟଲାସ୍ ବା ରୁଚିକର ଖାଦ୍ୟ ମାନଚିତ୍ରରେ ସର୍ବନିମ୍ନସ୍ତରରେ ରହିଥିବା ପଖାଳକୁ ସୁପର ଫୁଡ୍ ବୋଲି କହିଲେ ବିଶେଷଜ୍ଞ। ପଖାଳକୁ ବହୁ ଲୋକେ ନାପସନ୍ଦ କରନ୍ତି। ପଖାଳ ସବୁଠୁ ନିମ୍ନମାନର ଖାଦ୍ୟ ବୋଲି ଅନେକ ବିଚାର କରନ୍ତି। କିନ୍ତୁ ସମ୍ପ୍ରତିରେ ଅଷ୍ଟ୍ରେଲିଆରେ ଆୟୋଜିତ…