ପ୍ରତିକ୍ରିୟା ଦେବାରେ ବିଳମ୍ବ; କାହିଁକି ସୋନାକ୍ଷୀଙ୍କୁ ଏଭଳି କହିଲେ ମୁକେଶ ଖାନ୍ନା
ମୁମ୍ବାଇ: ନିକଟରେ ସୋନାକ୍ଷୀ ସିହ୍ନାଙ୍କ ଲାଳନପାଳନ ଓ ସଂସ୍କାରକୁ ନେଇ ତାଙ୍କ ବାପାଙ୍କୁ ଟାର୍ଗେଟ କରିଥିଲେ 'ଶକ୍ତିମାନ'ର ମୁକେଶ ଖାନ୍ନା। ଯାହାର ଜବାବ ଦେଇଥିଲେ ଅଭିନେତ୍ରୀ।
ସୋନାକ୍ଷୀ ସିହ୍ନାଙ୍କ ପୋଷ୍ଟ ପରେ ମୁକେଶ ଖାନ୍ନା ସୋସିଆଲ ମିଡିଆରେ ପୁଣି ଏକ ଲମ୍ବା ପୋଷ୍ଟ ଲେଖି ସଫେଇ…