ଫରହାନ ବାପା ହେବା ଖବର ଗୁଜବ
ମୁମ୍ବାଇ: ଅଭିନେତା ତଥା ନିର୍ଦ୍ଦେଶକ ଫରହାନ ଅଖତାର ବାପା ହେବା ଖବର ଗୁଜବ ବୋଲି ଜଣାପଡିଛି । ଅଭିନେତ୍ରୀ ଶାବନା ଆଜମୀ ଏ ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଏହି ଖବର ସମ୍ପୂର୍ଣ୍ଣ ଭାବେ ଭିତିହୀନ । ଫରହାନଙ୍କ ଦ୍ୱିତୀୟ ପତ୍ନୀ ଶିବାନୀ ଦାଣ୍ଡେକର ଏବେ ମାଆ ହେବାକୁ ଚାହୁଁ ନାହାନ୍ତି ।…