Latest Odisha News

BREAKING NEWS

ସହରାଞ୍ଚଳରେ ଥିବା ବଡ଼ ଡ୍ରେନ୍‌ କଡ଼ରେ ହେବ ବ୍ୟାରିକେଡ୍: ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ବର: ଏବେ ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା । ଏହି ସମୟରେ ସହରାଞ୍ଚଳରେ ଥିବା ବିଭିନ୍ନ ନାଳର ମରାମତି କାମ ସହ ପଙ୍କ ଉଦ୍ଧାର ଏବଂ ସଫେଇ କାର୍ଯ୍ୟ ପ୍ରାୟ ଶେଷ ହୋଇଛି । ସହରାଞ୍ଚଳରେ ଜଳବନ୍ଦୀ ସ୍ଥିତିକୁ ଦୃଷ୍ଟିରେ ରଖି ବଡ଼ ବଡ଼ ଡ୍ରେନ୍‌ କଡ଼ରେ ସୁରକ୍ଷା ବ୍ୟାରିକେଡ୍‌ ବ୍ୟବସ୍ଥା…

Soumya Murder Case: ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ମାମଲାରେ ଜେଲରେ ଥିବା ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚର ଜେରା

ଭୁବନେଶ୍ୱର: ବହୁଚର୍ଚ୍ଚିତ କନଷ୍ଟେବଳ ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ମାମଲା । ଝାରପଡ଼ା ଜେଲରେ ଥିବା ସମସ୍ତ ଅଭିଯୁକ୍ତମାନଙ୍କୁ ଆଜି କ୍ରାଇମବ୍ରାଞ୍ଚ ପଚରାଉଚରା କରିଥିବା ଜଣାପଡିଛି । କୋର୍ଟ ଅନୁମତି ଦେବା ପରେ କ୍ରାଇମବ୍ରାଞ୍ଚର ଦୁଇଜଣିଆ ଟିମ୍‌ ଝାରପଡ଼ା ସ୍ପେସିଆଲ୍‌ ଜେଲ୍‌ ରେ ପହଞ୍ଚି…

116-Year-Old Devotee: ୧୧୬ ବର୍ଷ ବୟସରେ ୯ କିମି ପାଦରେ ଚାଲି ତିରୁମାଲା ପହଞ୍ଚିଲେ ନବନୀତାମ୍ମା, ଭକ୍ତି ଦେଖି VIP…

ଚେନ୍ନାଇ: ଭକ୍ତିର କୌଣସି ବୟସ ନଥାଏ। ଏହାକୁ ସତ ପ୍ରମାଣ କରିଛନ୍ତି ୧୧୬ ବର୍ଷୀୟା ବୃଦ୍ଧା ନବନୀତାମ୍ମା। ପରିବାରର ଦାବି ଅନୁସାରେ, ସେ ୧୧୬ ବର୍ଷ ବୟସରେ ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁମାଲା ଶ୍ରୀ ବେଙ୍କଟେଶ୍ୱର ମନ୍ଦିରକୁ ଯିବା ପାଇଁ ପ୍ରାୟ ୯ କିଲୋମିଟର ଲମ୍ବା ଅଲିପିରି ପାଦଯାତ୍ରା…

Rare Earth War: ଚୀନ ଖଣିରେ ଆମେରିକାର ସର୍ଜିକାଲ୍ ସ୍ଟ୍ରାଇକ୍!

ନୂଆଦିଲ୍ଲୀ: ଚୀନର ଗର୍ବ ଭାଙ୍ଗିବ ଆମେରିକା? ମାଷ୍ଟରପ୍ଲାନ୍ ପ୍ରସ୍ତୁତିରେ ରାଷ୍ଟ୍ରପତି ଟ୍ରମ୍ପ! ଦୁନିଆର ଦୁଇ ମହାଶକ୍ତି ଆମେରିକା ଓ ଚୀନ ମଧ୍ୟରେ ବାଣିଜ୍ୟ ଓ ପ୍ରଯୁକ୍ତି ଯୁଦ୍ଧ ଏବେ ନୂଆ ପର୍ଯ୍ୟାୟକୁ ପହଞ୍ଚିଛି। ଏଥର ଟାର୍ଗେଟ୍ ହେଉଛି ଚୀନର ସବୁଠୁ ବଡ଼ ଶକ୍ତି, ରେୟାର ଆର୍ଥ…

Ahmedabad serial blasts: ୫୬ ମୃତ, ୨୦୦ ଆହତ…୧୮ ବର୍ଷର ବେଦନା…ଅହମଦାବାଦ ସିରିଜ୍ ବିସ୍ଫୋରଣ ମାମଲାରେ ୩୮ ଜଣଙ୍କୁ…

ଅହମ୍ମଦାବାଦ: ୨୦୦୮ ମସିହାର ଅହମ୍ମଦାବାଦ ସିରିଜ୍ ବୋମା ବିସ୍ଫୋରଣ ମାମଲାରେ ଗୁଜରାଟ ହାଇକୋର୍ଟ ମଙ୍ଗଳବାର ଐତିହାସିକ ରାୟ ଦେଇଛନ୍ତି। ହାଇକୋର୍ଟ ୨୦୨୨ରେ ସ୍ୱତନ୍ତ୍ର ଅଦାଲତ ଦେଇଥିବା ରାୟକୁ କାଏମ ରଖି ୩୮ ଜଣ ଦୋଷୀଙ୍କ ମୃତ୍ୟୁଦଣ୍ଡ ଏବଂ ୧୧ ଜଣଙ୍କ ଆଜୀବନ କାରାଦଣ୍ଡକୁ ବଳବତ୍ତର ରଖିଛନ୍ତି।…

ଏଥର ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ଡିଜିଟାଲ୍‌ ମୂଲ୍ୟାୟନ

କଟକ: ଏଣିକି ମାଟ୍ରିକ୍‌ ସପ୍ଲିମେଣ୍ଟାରୀର ମୂଲ୍ୟାୟନ ଡିଜିଟାଲ୍‌ ମୋଡ୍‌ରେ ହେବ। ଡିଜିଟାଲ୍ ମୂଲ୍ୟାୟନ (Digital Evaluation) ହେଉଛି ଉତ୍ତର ଖାତାଗୁଡ଼ିକୁ ଡିଜିଟାଲ୍ ରୂପେ (ସ୍କାନ୍ କରି) କମ୍ପ୍ୟୁଟର କିମ୍ବା ଟାବଲେଟ୍ ମାଧ୍ୟମରେ ଯାଞ୍ଚ କରିବା ପ୍ରକ୍ରିୟା। ଏହା ବୋର୍ଡ ପରୀକ୍ଷାରେ…

ହ୍ୱାଟ୍ସଆପ୍ ୟୁଜରନେମ୍ ଫିଚରକୁ ନେଇ ମେଟାକୁ ନୋଟିସ୍‌, ୩ ଦିନରେ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ହ୍ୱାଟସଆପ୍‌କୁ ଏହାର ପ୍ରସ୍ତାବିତ ୟୁଜରନେମ୍ ଫିଚର ସମ୍ପର୍କରେ ଏକ ନୋଟିସ୍‌ର ଉତ୍ତର ଦେବା ପାଇଁ ଆଉ ତିନି ଦିନ ସମୟ ଦେଇଛନ୍ତି। କମ୍ପାନୀ ମେଟା ସରକାରଙ୍କୁ ପ୍ରତିଶ୍ରୁତି ଦେଇଛି ଯେ ଆଲୋଚନା ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ଏହା ଭାରତରେ ଏହି ଫିଚର୍‌ ଆରମ୍ଭ…

Mobile Flashlight Driving: ମୋବାଇଲ୍ ଫ୍ଲାସଲାଇଟ୍ ଭରସାରେ ରାତିରେ ଚାଲିଲା ସରକାରୀ ବସ୍, ଭିଡିଓ ଭାଇରାଲ୍ ପରେ…

କାଲବୁରାଗି: କର୍ଣ୍ଣାଟକର କାଲବୁରାଗି ଜିଲ୍ଲାରୁ ସାମ୍ନାକୁ ଆସିଛି ଯାତ୍ରୀ ସୁରକ୍ଷାକୁ ନେଇ ଏକ ଚିନ୍ତାଜନକ ଘଟଣା। ସରକାରୀ ବସ୍‌ର ହେଡଲାଇଟ୍ ଅଚାନକ ଖରାପ ହୋଇଯିବା ପରେ ଯାତ୍ରା ବନ୍ଦ କରିବା କିମ୍ବା ବିକଳ୍ପ ବ୍ୟବସ୍ଥା କରିବା ପରିବର୍ତ୍ତେ, ଡ୍ରାଇଭର ମୋବାଇଲ୍ ଫୋନ୍‌ର ଫ୍ଲାସଲାଇଟ୍…

ଫିଫା ବିଶ୍ୱକପ ୨୦୨୬: ବିଦା ହେଲେ ସମସ୍ତ ଆୟୋଜକ ଦେଶ

ନୂଆଦିଲ୍ଳୀ: ଫିଫା ବିଶ୍ୱକପ ୨୦୨୬ରୁ ସମସ୍ତ ଆୟୋଜକ ଦେଶ ବିଦାୟ ନେଇଛନ୍ତି । ପ୍ରିକ୍ୱାର୍ଟର ଫାଇନାଲରେ ଆମେରିକା, ମେକ୍ସିକୋ ଓ କାନାଡାଙ୍କ ଅଭିଯାନ ଶେଷ ହୋଇଛି । ଏଥିସହ କ୍ୱାର୍ଟରଫାଇନାଲରେ ମରକ୍କୋ, ଫ୍ରାନ୍ସ, ନରୱେ, ସ୍ପେନ, ବେଲଜିୟମ, ଇଂଲଣ୍ଡ, ଆର୍ଜେଂଟିନା ପ୍ରବେଶ କରିଛନ୍ତି ।…

IIC Beauty Mohanty: ଆଇଆଇସି ବିୟୁଟି ମହାନ୍ତି ମୃତ୍ୟୁ ମାମଲା; ଶ୍ବାସରୁଦ୍ଧ ହୋଇ ଜୀବନ ଯାଇଥିବା ପୋଷ୍ଟମର୍ଟମ…

କଟକ: କଟକ ଚାଉଳିଆଗଞ୍ଜ ଥାନାର ଇନ୍ସପେକ୍ଟର-ଇନ୍-ଚାର୍ଜ (ଆଇଆଇସି) ବିୟୁଟି ମହାନ୍ତିଙ୍କ ପୋଷ୍ଟମୋର୍ଟମ ରିପୋର୍ଟ ଆସିଛି । ଶ୍ବାସରୁଦ୍ଧ ହେବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଶରୀରରେ ଅନ୍ୟ କୌଣସି ବାହ୍ୟ ଆଘାତ ନାହିଁ । ଫାଉଲ ପ୍ଲେ ସମ୍ପର୍କରେ କୌଣସି ପ୍ରମାଣ ନାହିଁ ।…