Latest Odisha News

BREAKING NEWS

ବିଶ୍ବର ୧୦୦ ପ୍ରଭାବଶାଳୀ ମହିଳାଙ୍କ ଭିତରେ ଚମକିଲେ ୩ ଭାରତୀୟ

ନୂଆଦିଲ୍ଲୀ: ବିଶ୍ବର ପ୍ରଭାବଶାଳୀ ମହିଳାଙ୍କ ଭିତରେ ଭାରତର ଦବଦବା । ୩ ମହିଳା ଲେଖିଲେ ସ୍ବର୍ଣ୍ଣିମ ଅକ୍ଷରରେ ନାଁ । ଫୋର୍ବସ୍ ୨୦୨୪ ବର୍ଷ ପାଇଁ ଦୁନିଆର ସବୁଠାରୁ ପ୍ରଭାବଶାଳୀ ମହିଳାଙ୍କ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ଶିଳ୍ପ, ମନୋରଞ୍ଜନ, ରାଜନୈତିକ, ସାମାଜିକ ସେବା ଏବଂ ନୀତି…

ବର୍ଡର-ଗାଭାସ୍କର ଟ୍ରଫି: ବର୍ଷା ଯୋଗୁ ପ୍ରଥମ ଦିବସ ଖେଳ ବାଧାପ୍ରାପ୍ତ

ଗାବା: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ଗାବାରେ ଆରମ୍ଭ ହୋଇଛି । ପ୍ରଥମ ଦିବସ ଖେଳ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୧୩.୨ ଓଭରରେ କୌଣସି ୱିକେଟ ନ ହରାଇ ୨୮ ରନ ସଂଗ୍ରହ କରିଛି । ଉସମାନ ଖ୍ୱାଜା…

ରୋଷେଇ ତେଲ ବଢାଉଛି କ୍ୟାନସର ବିପଦ, ଜାଣନ୍ତୁ କଣ କହୁଛି ରିସର୍ଚ୍ଚ

ନୂଆଦିଲ୍ଲୀ: ରନ୍ଧନ ତେଲର ଅତ୍ୟଧିକ ବ୍ୟବହାର କର୍କଟ ରୋଗ ସୃଷ୍ଟି କରାଇପାରେ। ଆମେରିକା ସରକାରଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି ଯେ ରନ୍ଧନ ତେଲ କର୍କଟ ରୋଗ ସୃଷ୍ଟି କରିପାରେ। ଏହି ଅନୁସନ୍ଧାନ ମେଡିକାଲ ଜର୍ଣ୍ଣାଲ 'ଗୁଟ'ରେ ପ୍ରକାଶ ପାଇଛି। ଯେଉଁଥିରେ ସୂର୍ଯ୍ୟମୁଖୀ,…

ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ, ଅଭିଯୁକ୍ତ ଗିରଫ

ବାଙ୍କୀ: ପୁଣି ଭାଇରାଲ ଭିଡିଓକୁ ନେଇ ଚର୍ଚ୍ଚା। ବାଙ୍କୀ ଅଞ୍ଚଳର ଜଣେ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ କରିବା ଘଟଣାରେ ଗତକାଲି ବିଳମ୍ବିତ ରାତିରେ ଅଭିଯୁକ୍ତକୁ ଗିରଫ କରିଛି ବାଙ୍କୀ ପୋଲିସ । ଅଭିଯୁକ୍ତଙ୍କ ନାମ ଅମୀୟ ଚକ୍ର । ବାଙ୍କୀ ପୋଲିସ ତାଙ୍କୁ ଯାଜପୁର ଅଞ୍ଚଳରୁ…

ଦୁର୍ଭାଗ୍ୟବଶତଃ ଏପରି ଘଟଣା ହୋଇଛି, ଏଥିପାଇଁ କ୍ଷମା ମାଗୁଛୁ: ଅଲ୍ଲୁ

ହାଇଦ୍ରାବାଦ: ଗତକାଲି ହାଇକୋର୍ଟରୁ ଜାମିନ ପାଇବା ପରେ ମଧ୍ୟ ସାରା ରାତି ଜେଲରେ ରହିବା ପରେ ଆଜି ସକାଳୁ ଜେଲରୁ ଫେରିଛନ୍ତି ପୁଷ୍ପା ଷ୍ଟାର୍ ଅଲ୍ଲୁ ଅର୍ଜୁନ । ଅଲ୍ଲୁ ଜେଲରୁ ବାହାରିବା ପରେ ପ୍ରଶଂସକମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ସକାଳୁ ଅଲ୍ଲୁ ଅର୍ଜୁନ ଜେଲରୁ ବାହାରି ତାଙ୍କ…

ଆରଜି କର ମାମଲା: ସନ୍ଦିପ ଘୋଷଙ୍କୁ ମିଳିଲା ଜାମିନ

କୋଲକାତା: ପଶ୍ଚିମବଙ୍ଗର ଚର୍ଚ୍ଚିତ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଟ୍ରେନିଂ ମହିଳା ଡାକ୍ତରଙ୍କୁ ଦୁଷ୍ଲର୍ମ ଓ ହତ୍ୟା ମାମଲାରେ ଆର.ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସପାଲ ଡକ୍ଟର ସନ୍ଦୀପ ଘୋଷ ଏବଂ ତାଲା ପୋଲିସ ଷ୍ଟେସନର ପୂର୍ବତନ ପ୍ରଭାରୀ ଅଭିଜିତ ମଣ୍ଡଳଙ୍କୁ ଜାମିନ…

ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ

ଭୁବନେଶ୍ବର: ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ । କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ପକ୍ଷରୁ ଆଜି ତାଙ୍କୁ ସମନ ଜାରି କରାଯାଇଛି। ମର୍ସିଡିଜରୁ ୧୦ ଲକ୍ଷ ଟଙ୍କା ଜବତ ହେବା ଘଟଣାରେ ବିଷ୍ଣୁପଦଙ୍କ ସମ୍ପୃକ୍ତି ଥିବା ସନ୍ଦେହରେ ସିବିଆଇ ପକ୍ଷରୁ ଏହି ସମନ ଜାରି କରାଯାଇଥିବା…

ହାତୀ ଟ୍ରାକିଂ ବେଳେ ପାରା ଷ୍ଟାଫ ଗୁରୁତର

ସୁନ୍ଦରଗଡ଼: ହାତୀ ଟ୍ରାକିଂ ବେଳେ ବଡ଼ ଅଘଟଣ। ହାତୀ ଆକ୍ରମଣରେ ପାରା ଷ୍ଟାଫ ଗୁରୁତର ହୋଇଛନ୍ତି। ଟ୍ରାକିଂ କ୍ୟାମେରା ବି ଭାଙ୍ଗିଲା ହାତୀ। ସୁନ୍ଦରଗଡ଼ ଜିଲ୍ଲା ବଣାଇ ତାମଦା ରେଞ୍ଜ ରୁଷି ମଠ ଜଙ୍ଗଲରେ ହାତୀ ଟ୍ରାକିଂ ବେଳେ ଏହି ଅଘଟଣ ଘଟିଛି। ବର୍ତ୍ତମାନ ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି…

ଜାଡରେ ଥରୁଛି ମୟୂରଭଞ୍ଜ, ୩ ଡିଗ୍ରୀ ସହ ରେକର୍ଡ ଭାଙ୍ଗିଲା ବାରାକାମୁଡ଼ା

ମୟୂରଭଞ୍ଜ: ରାଜ୍ୟରେ ଏବେ ଶୀତର ଲହରୀ ଜାରି ରହିଛି । ପ୍ରବଳ ଜାଡରେ ଥରୁଛି ମୟୂରଭଞ୍ଜ ଜିଲ୍ଲାର ବାରାକାମୁଡ଼ା। ଆଜି ସର୍ବନିମ୍ନ ତାପମାତ୍ରା ତିନି ଡିଗ୍ରୀ ରହିଛି। ଶିମିଳିପାଳ ପାଦଦେଶରେ ମଧ୍ୟ ଏହାର ପ୍ରଭାବ ଦେଖବାକୁ ମିଳିଛି। ଥଣ୍ଡାର ପ୍ରକୋପ ବଢ଼ିବା ସହ ଘନ କୁହୁଡ଼ି ଦେଖିବାକୁ ମିଳୁଛି।…

ରାଜ କପୁରଙ୍କ ୧୦୦ତମ ଜୟନ୍ତୀ: ବ୍ଲାକ ଆଉଟଫିଟରେ ନଜର ଆସିଲେ ତାରକା

ମୁମ୍ବାଇ: ଭାରତୀୟ ସିନେମା ଜଗତର ’ଗ୍ରେଟ ସୋ ମ୍ୟାନ’ ରାଜ କପୁରଙ୍କ ୧୦୦ତମ ଜୟନ୍ତୀ ଅବସରରେ ଗତକାଲି ମୁମ୍ବାଇରେ ଏକ ଉତ୍ସବର ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ଏକାଠି ନଜର ଆସିଥିଲା ପୁରା କପୁର ଫ୍ୟାମିଲି । ଏଥିସହ ଅନେକ ବଲିଉଡ ତାରକା ମଧ୍ୟ ଏହି ଇଭେଣ୍ଟରେ ଯୋଗ ଦେଇଥିଲେ । ବହୁତ…