Latest Odisha News

BREAKING NEWS

ମର୍ମନ୍ତୁଦ ଦୁର୍ଘଟଣା; ୫ ମୃତ, ୩ ଗୁରୁତର

ରାଞ୍ଚି: ସକାଳୁ ସକାଳୁ ଝାଡ଼ଖଣ୍ଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣାରେ ୫ ମୃତ, ୩ ଆହତ । ୩ ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର । ବୋକାରୋ ଜିଲ୍ଲା କସମାର ଥାନା ରାମଗଡ଼ ରାସ୍ତାରେ ଘଟିଛି ଏହି ଦୁର୍ଘଟଣା । ଟ୍ରାକ୍ଟର ଓ ଟ୍ରଲରକୁ ପଛରୁ ଧକ୍କା ଦେଇଛି ଏକ ବୋଲେରୋ । ସୂଚନା…

ସକାଳୁ ସକାଳୁ ଜେଲରୁ ବାହାରିଲେ ପୁଷ୍ପା ରାଜ୍

ହାଇଦ୍ରାବାଦ: ଜେଲରୁ ବାହାରିଲେ ପୁଷ୍ପା ରାଜ୍ । ହାଇଦ୍ରାବାଦ ସେଣ୍ଟ୍ରାଲ୍ ଜେଲ୍‌ରୁ ବାହାରିଲେ ଅଭିନେତା ଅଲ୍ଲୁ ଅର୍ଜୁନ । ଗତକାଲି ଗିରଫ ପରେ ହାଇକୋର୍ଟରୁ ବେଲ୍‌ ମିଳିଥିଲେ ସୁଦ୍ଧା ଜେଲ୍‌ରେ ଥିଲେ ଅଲ୍ଲୁ । ସଂନ୍ଧ୍ୟା ଥିଏଟରରେ ଦଳାଚକଟାରେ ମହିଳାଙ୍କ ମୃତ୍ୟୁ ମାମଲାରେ ଗିରଫ ହୋଇଥିଲେ…

ଗର୍ଭବତୀଙ୍କୁ ଗୁଳି କରି ହତ୍ୟା ଘଟଣା, ପରକୀୟା ପ୍ରୀତି ଯୋଗୁଁ ଏପରି କାଣ୍ଡ ଘଟାଇଛନ୍ତି ସ୍ଵାମୀ

ରାଉରକେଲା: ସୁନ୍ଦରଗଡ଼ ବଣାଇରେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା ଘଟଣା । ଘଟଣାର ପର୍ଦ୍ଦାଫାସ କଲା ପଶ୍ଚିମାଞ୍ଚଳ ଡିଆଇଜି । ସେପଟେ ମହିଳାଙ୍କ ସ୍ବାମୀ ଦେବେନ ବେହେରା ଓ ନଣନ୍ଦେଇ ଗିରଫ । ମହିଳାଙ୍କ ନଣନ୍ଦେଇ ଜଣେ ପୋଲିସ ଏଏସଆଇ । ତେବେ ଅଭିଯୁକ୍ତ ସ୍ବାମୀ ଗୁଳି କରିଥିବା ନେଇ ସୂଚନା ଦେଇଛି…

ଜଷ୍ଟିସ୍ ବେଲା ଏମ୍. ତ୍ରିବେଦୀ ହେଲେ ମହାନଦୀ ଟ୍ରିବ୍ୟୁନାଲର ନୂଆ ଅଧ୍ୟକ୍ଷ

ଭୁବନେଶ୍ଵର: ମହାନଦୀ ଟ୍ରିବ୍ୟୁନାଲର ନୂଆ ଅଧ୍ୟକ୍ଷ ହେଲେ ଜଷ୍ଟିସ ବେଲା ଏମ୍ ତ୍ରିବେଦୀ। ଅନେକ ଦିନ ଏହି ପଦବୀ ଖାଲି ପଡିବା ପରେ ମହାନଦୀ ଟ୍ରିବ୍ୟୁନାଲର ନୂଆ ଅଧ୍ୟକ୍ଷ ଭାବରେ ଜଷ୍ଟିସ ତ୍ରିବେଦୀ  ନିଯୁକ୍ତ ହୋଇଛନ୍ତି । ଦୀର୍ଘଦିନ ହେବ ଏହି ଅଧ୍ୟକ୍ଷ ପଦ ଖାଲି ପଡିଥିଲା। ମହାନଦୀକୁ ନେଇ…

ଅସୁରକ୍ଷିତ ରାଜଧାନୀ; ଦିଲ୍ଲୀପ ତିର୍କୀଙ୍କ ମୋବାଇଲ ଚୋରି କରିନେଲେ ଲୁଟେରା

ଭୁବନେଶ୍ୱର: ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି ରାଜଧାନୀ । ସେ ଦିନ ଦ୍ବପ୍ରହର ହେଉ କି ରାତି ଅଧ ସବୁ ସମୟରେ ଏବେ ଚାଲିଛି ଲୁଟେରାଙ୍କ ରାଜ୍ । ଏବେ ଲୁଟେରାଙ୍କ କବଜାରେ ପଡିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ତଥା ଭାରତୀୟ ହକି ଖେଳାଳୀ ଦିଲ୍ଲୀପ ତିର୍କୀ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର…

ପଥରରେ ଛେଚି ପୋଲିସ ପତ୍ନୀଙ୍କୁ ହତ୍ୟା ଉଦ୍ୟମରେ ପୋଲିସ ସ୍ଵାମୀ ନିଲମ୍ବିତ

ବଲାଙ୍ଗୀର: ନିଲମ୍ବିତ ହେଲେ ରିଜର୍ଭ ପୋଲିସ କନଷ୍ଟେବଳ ଜ୍ୟୋତି ପ୍ରଧାନ। ପତ୍ନୀଙ୍କୁ ହତ୍ୟା ଉଦ୍ୟମ କରି ନିଲମ୍ବିତ ହେଲେ ପୁଲିସ ସ୍ୱାମୀ। ବଲାଙ୍ଗିର ଏସପି ତାଙ୍କୁ ନିଲମ୍ବନ କରିଛନ୍ତି। ସୂଚନା ଅନୁଯାୟୀ, ପୋଲିସ କନଷ୍ଟେବଳ ଥିବା ପତ୍ନୀଙ୍କୁ ହତ୍ୟା ଉଦ୍ୟମ କରିଥିଲେ ପୋଲିସ ସ୍ବାମୀ। ଗତ ୮…

ମହିଳାଙ୍କୁ ଦୁଷ୍କର୍ମ ମାମଲା; ଅଭିଯୁକ୍ତକୁ ୭ ବର୍ଷ କାରାଦଣ୍ଡ

ୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରେ ଜନୈକ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ଆସିଲା ରାୟ । ଘଟଣାରେ ପୋଲିସ ରିପୋର୍ଟ, ପାରିପାର୍ଶ୍ବିକ ଘଟଣା ଏବଂ ୯ ଜଣ ସାକ୍ଷୀଙ୍କ ବୟାନକୁ ବିଚାରକୁ ନେଇ ଅଭିଯୁକ୍ତ ନରେନ୍ଦ୍ର ବେହେରାକୁ ୭ ବର୍ଷ କାରାଦଣ୍ଡ ଏବଂ ୫୦୦୦ ଟଙ୍କା…

ଚାଟ୍ ଜିପିଟିର ସନଗ୍ଲାସ; ରାସ୍ତା ଦେଖାଇବା ଓ ଫଟୋ ନେବା ସହ ମିଳିବ ଅନେକ ସୁବିଧା

ନୂଆଦିଲ୍ଲୀ: ଟେକ୍ କମ୍ପାନୀଗୁଡିକ ସ୍ମାର୍ଟଫୋନରେ ଚାଟ୍ ଜିପିଟିର ବ୍ୟବହାର ବୃଦ୍ଧି କରୁଥିବାବେଳେ ହଂକଂ କମ୍ପାନୀ ଏକ ପାଦ ଆଗକୁ ଯାଇ ବଜାରରେ ଚାଟ୍ ଜିପିଟି ଚଷମା ଲଞ୍ଚ କରିଛି । ସୋଲୋସ୍ ନାମକ ଏକ କମ୍ପାନୀ ଚାଟ୍ ଜିପିଟି ଚାଳିତ ଏୟାରଗୋ ଭିଜନ୍ ନାମକ ଚଷମା ଲଞ୍ଚ କରିଛି । ଏଥିରେ ୟୁଜର୍ସ…

ମଶା ତେଲ ଦୁର୍ନୀତି ମାମଲା: ୪ ଜଣଙ୍କୁ ବାନ୍ଧିଲା ଭିଜିଲାନ୍ସ

ଝାରସୁଗୁଡ଼ା: ମଶା ତେଲ ଦୁର୍ନୀତି ମାମଲାରେ ୪ ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ। ଝାରସୁଗୁଡ଼ା ପୌର ପରିଷଦରେ ହୋଇଥିବା ମଶା ତେଲ ଦୁର୍ନୀତି ଘଟଣାରେ ଭିଜିଲାନ୍ସ ବିଭାଗ ବଡ କାର୍ଯ୍ୟାନୁଷ୍ଠାନ ନେଇଛି। ଏହି ଦୁର୍ନୀତି ଘଟଣାରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ଝାରସୁଗୁଡ଼ା ମ୍ୟୁନିସିପାଲଟିର…

ସୋଆର ‘ମାର୍ଗଶିରର ମହକ’ କାର୍ଯ୍ୟକ୍ରମ: ‘ମାର୍ଗଶିରର ମହକ ସମ୍ମାନ’ ରେ ସମ୍ମାନିତ ହେଲେ…

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ଫ୍ୟାକଲ୍ଟି ଅଫ ଏଗ୍ରିକଲଚରାଲ ସାଇନସେସ୍ (ଆଇଏଏସ୍) ସାମାଜିକ ଓ ସାଂସ୍କୃତିକ ଶାଖା ‘ କି୍ରଏଟିଭୋ’ ପକ୍ଷରୁ ଆୟୋଜିତ  ‘ମାର୍ଗଶିରର ମହକ’ର ଦ୍ୱିତୀୟ ଭାଗ ଗୁରୁବାର ଉଦଯାପିତ ହୋଇଛି। ଏହି ଅବସରରେ ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ଦାଶ…