Latest Odisha News

BREAKING NEWS

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ: ସିବିଆଇ ତଦନ୍ତ ଦାବି କଲେ ବିଧାୟକ ଲକ୍ଷ୍ମଣ ବାଗ୍

ବଲାଙ୍ଗିର: ବହୁ ଚର୍ଚ୍ଚିତ କଣ୍ଟାବାଂଜୀ ମମିତା ମେହେର ହତ୍ୟା କାଣ୍ଡ ଘଟଣା । ପୁଣି ଥରେ ସିବିଆଇ ତଦନ୍ତ ଦାବି କଲେ ନବ ନିର୍ବାଚିତ ବିଧାୟକ ଲକ୍ଷ୍ମଣ ବାଗ୍ । ମମିତାଙ୍କ ପରିବାରକୁ ଭେଟି ପୁଣି ଥରେ ସିବିଆଇ ତଦନ୍ତ ପାଇଁ ଦାବୀ କରିଛନ୍ତି ଲକ୍ଷ୍ମଣ ବାଗ୍‌ । ଆଜି ସକାଳେ କଣ୍ଟାବାଂଜୀ ଝରନୀ…

ନସୀରଙ୍କ ବିବାଦୀୟ ବୟାନ, ରାଜେଶ ଖାନ୍ନା ଭଲ ଅଭିନେତା ନ ଥିଲେ

ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ନସୀରୁଦ୍ଦିନ ଶାହ ତାଙ୍କ ବିବାଦୀୟ ବୟାନ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ରାଜେଶ ଖାନ୍ନା ଭଲ ଅଭିନେତା ନ ଥିଲେ । ୭୦ ଦଶକ ପରେ ତାଙ୍କ ଯୋଗୁ ହିନ୍ଦୀ ଫିଲ୍ମର ସ୍ତର ଖସିଥିଲା । ଏପରିକି ସେ ୨୦୧୦ରେ…

ବଢୁଛି ଲୋକପ୍ରିୟତା, ଆଗାମୀ ଦୁଇ ମାସରେ ଟ୍ରାକ୍‌ରେ ଦୌଡିବ ବନ୍ଦେ ଭାରତ ସ୍ଲିପର୍‌ ଟ୍ରନ୍

ନୂଆଦିଲ୍ଲୀ: ବନ୍ଦେ ଭାରତ ଟ୍ରେନର ଲୋକପ୍ରିୟତା ବହୁତ ବୃଦ୍ଧି ପାଇଛି। ଟ୍ରେନରେ ଉତ୍କୃଷ୍ଟ ସୁବିଧା ଏବଂ ଏହାର ଦୃତ ଗତି ଯୋଗୁଁ ଲୋକମାନେ ଏହାକୁ ବହୁତ ପସନ୍ଦ କରୁଛନ୍ତି। ବର୍ତ୍ତମାନ ବନ୍ଦେ ଭାରତ ଟ୍ରେନର ନବୀକରଣ ହୋଇଥିବା ସଂସ୍କରଣ ଆସିବାକୁ ଯାଉଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା…

ନାଳରେ ଫସିଲେ ହାତୀ, ଉଦ୍ଧାର କାର୍ଯ୍ୟ ଜାରି

ବଡମ୍ବା: ଦୀର୍ଘ ସମୟ ହେଲା ନାଳରେ ଫସି ରହିଛନ୍ତି ୩ ହାତୀ । ବଡ଼ମ୍ବା ବନାଞ୍ଚଳ ବେଲିଆପାଡ଼ କିମ୍ଭିରୀ ନାଳରେ ଫସିଛନ୍ତି ହାତୀ । ହାତୀ ମାନଙ୍କ ମଧ୍ୟରୁ ୨ଟି ଦନ୍ତା ଓ ଗୋଟିଏ ମାଈ ହାତୀ ଅଛନ୍ତି । ହାତୀ ମାନଙ୍କୁ ଉଦ୍ଧାର ପାଇଁ ବନ ବିଭାଗ, ଅଗ୍ନିଶମ ବାହିନୀ ଓ ପୋଲିସର ଉଦ୍ୟମ ଚାଲିଛି ।…

ଜମ୍ମୁ କାଶ୍ମୀରକୁ ଆତଙ୍କୀ ମୁକ୍ତ କରିବାକୁ ଉଚ୍ଚସ୍ତରୀୟ ବୈଠକ ଡାକିଲେ ଗୃହମନ୍ତ୍ରୀ ଅମିତ ଶାହ

ନୂଆଦିଲ୍ଲୀ: ଅମରନାଥ ଯାତ୍ରା ଜୁନ୍ ୨୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଯେଉଁଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଉଛି। ଜମ୍ମୁ କାଶ୍ମୀରରେ ନିକଟରେ ବଡ ବଡ ଆତଙ୍କବାଦୀ ଆକ୍ରମଣ ହୋଇଛି । ନିକଟରେ ଅମରନାଥ ଯାତ୍ରାରେ ଯାଉଥିବା ଏକ ତୀର୍ଥଯାତ୍ରୀଙ୍କ ବସ୍ ଉପରକୁ ଆତଙ୍କବାଦୀ ଆକ୍ରମଣ…

କାଶୀପୁର ଅଜଣା ରୋଗ ମୃତ୍ୟୁ ମାମଲା: ନମୂନା ପରୀକ୍ଷା ପରେ ଆସିଲା ସ୍ପଷ୍ଟ ତଥ୍ୟ, ଡିପଥେରିଆରେ ଯାଇଛି ଶିଶୁଙ୍କ ଜୀବନ

ରାୟଗଡା: ସାମ୍ନାକୁ ଆସିଲା କାଶୀପୁର ଅଜଣା ରୋଗ ମୃତ୍ୟୁ ମାମଲାର କାରଣ। ଏହା କୌଣସି ଅଜଣା ରୋଗ ନୁହେଁ ବରଂ ଡିପଥେରିଆ ବୋଲି କହିଛନ୍ତି ବିଶେଷଜ୍ଞ । ସ୍ୱତନ୍ତ୍ର ଡାକ୍ତରୀ ଦଳ ଯାଇ ଉକ୍ତ ଅଞ୍ଚଳରେ ଅକ୍ରାନ୍ତଙ୍କ ରକ୍ତ ଓ ସ୍ୱାବ ପରୀକ୍ଷା କରିବା ପରେ ଏହା ସ୍ପଷ୍ଟ ହୋଇଛି। ତେବେ ଏହି ରୋଗରେ…

ମଣିପୁର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନକଟରେ ଭୟଙ୍କର ଅଗ୍ନିକାଣ୍ଡ

ଇମ୍ଫାଲ: ମଣିପୁର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନକଟରେ ଭୟଙ୍କର ଅଗ୍ନିକାଣ୍ଡ। ହୁତୁ ହୁତୁ ହୋଇ ଜଳି ଉଠିଲା ରାଜଧାନୀ ଇମ୍ଫାଲରେ ଥିବା ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂହଙ୍କ ସରକାରୀ ଆବାସ ପାଖରେ ଥିବା ଏକ ଘର। ଗତକାଲି ସନ୍ଧ୍ୟାରେ ଏହି ଅଗ୍ନିକାଣ୍ଡ ଘଟିଛି । ଏଥିରେ ଜଣେ ପୂର୍ବତନ ଆଇଏଏସ…

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୭)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’ ଏସବୁ ଭିତରେ ଯେ ନିରବରେ ତାକୁ ସମର୍ଥନ କଲାପରି ପାଖରେ ଠିଆହୁଅନ୍ତି ସେ ତା\' ବାପା । ଜୀବନତମାମ ଗୋଟେ ନିରୁତା ନୀରିହ ମଣିଷଟେ ହୋଇ ରହିଗଲେ । ଯେ ଆଜିଯାଏ ବୋଉ ଶବ୍ଦବାଣରେ ଶବ୍ଦଟିଏ ମଧ୍ୟ କହିପାରିଲେନାହିଁ । କେବେ ମଧ୍ୟ କୌଣସି…

ଚାଲାଣ ବେଳେ ଅବକାରୀ ବିଭାଗର ଚଢଉ: କାର ସହ ଗଞ୍ଜେଇ ଜବତ, ୨ ଗିରଫ

ବୌଦ୍ଧ: ଅବକାରୀ ବିଭାଗକୁ ପୁଣି ମିଳିଲା ସଫଳତା। ଗଞ୍ଜେଇ ଚାଲାଣ ହେଉଥିବା ବେଳେ ମାଡ଼ି ବସିଲା ଅବକାରୀ ବିଭାଗ। ଫଳରେ ୩୦ କେଜି ଗଞ୍ଜେଇ ଜବତ ହେବା ସହ ୨ ଜଣଙ୍କୁ ଗିରଫ କଲା ବିଭାଗ। ଏହି ଘଟଣା ଘଟିଛି ବୈଦ୍ଧ ଜିଲ୍ଲାରେ। ବୌଦ୍ଧ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଶନିବାର ବୌଦ୍ଧ ବ୍ରିଜ ଛକ…

ଶିକାର ବେଳେ ଅଘଟଣ; ଭିଣୋଇର ଗୁଳିମାଡ଼ରେ ଶଳା ମୃତ

ଗଜପତି: ଶିକାର ବେଳେ ଅଘଟଣ। ଭିଣୋଇର ଗୁଳିମାଡ଼ରେ ଶଳା ମୃତ। ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଭାଲିଆଗଣି ଗ୍ରାମ୍ୟ ଜଙ୍ଗଲରେ ଜନ୍ତୁ ଶିକାର ବେଳେ ଏହି ଗୁଳିମାଡ଼ ହୋଇଛି। ଏହା ହେଉଛି ବିଳମ୍ବିତ ରାତିର ଘଟଣା। ମୃତକ ହେଲେ କୈଳାସ ନାୟକ। ସୂଚନା…