ଏଣିକି ବ୍ୟାଙ୍କ ଠକେଇର ହେବ ମିଳିତ ତଦନ୍ତ, ସିବିଆଇ ଓ ଆରବିଆଇ କରିବେ ଯାଞ୍ଚ
ନୂଆଦିଲ୍ଲୀ: ଆଜିକାଲି ଅନଲାଇନ ମାଧ୍ୟମରେ ଅନେକ ଠକେଇ ଆରମ୍ଭ ହୋଇଛି। ଲୋକଙ୍କ ଟଙ୍କା ତ ଦୂରର କଥା ବ୍ୟାଙ୍କରେ ମଧ୍ୟ ସାଇବର ଅପରାଧୀମାନେ ଠକାମି କରି ଟଙ୍କା ଲୁଟ କରୁଛନ୍ତି। ହେଲେ ଟେର ପାଉନି କୌଣସି ବିଭାଗ। ପରେ ଅପରାଧୀ ବି ଧରାପଡୁନି। ଏଥିପ୍ରତି ସଜାଗ ହେଲେ ସରକାର। ତେଣୁ ଏବେଠାରୁ…