Latest Odisha News

BREAKING NEWS

ଥମୁନି ପ୍ରକୋପ: ଅଜଣା ରୋଗରେ ଗଲାଣି ୫ ଶିଶୁଙ୍କ ଜୀବନ, ୬ ଚିକିତ୍ସାଧୀନ

ରାୟଗଡ଼ା: ଅଜଣା ରୋଗରେ ଗଲାଣି ୫ ଶିଶୁଙ୍କ ଜୀବନ। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ମୁନିସିଂ ପଞ୍ଚାୟତରେ ଅଜଣା ରୋଗ ଆତଙ୍କ ଖେଳିଯାଇଛି। ଏଠାରେ ମେଡିକାଲରେ ଜଣେ ଓ ଗାଁରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୬ ଜଣ ଚିକିତ୍ସାଧୀନ ଥିବା ସୂଚନା ମିଳିଛି। ଗତ ବୁଧବାର ସୁଦ୍ଧା ୪ଜଣ ଶିଶୁଙ୍କ…

୨୨ରେ ଦେବସ୍ନାନ ପୂର୍ଣ୍ଣିମା; ୨୦ ସୁଦ୍ଧା ସରିବ ସମସ୍ତ ପ୍ରସ୍ତୁତି

ପୁରୀ: ସ୍ନାନ ଯାତ୍ରା ଓ ଘୋଷ ଯାତ୍ରା କୁ ନେଇ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସ୍ବତନ୍ତ୍ର ସର୍କିଟ୍‌ ହାଉସରେ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜୁନ୍ ୧୭ ତାରିଖରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟକୁ…

୨ ମାସ ପରେ ହଟିଲା କଟକଣା, ଆଜିଠାରୁ ସମୁଦ୍ର ଯିବେ ମତ୍ସ୍ୟଜୀବୀ

ପାରାଦୀପ: ହଟିଲା କଟକଣା । ୬୧ ଦିନ ପରେ ଆଜି ଠାରୁ ଆରମ୍ଭ ହୋଇଛି ମାଛ ଧରା । ମାଛ ମାନଙ୍କ ବଂଶ ବିସ୍ତାର ଲାଗି ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ୬୧ ଦିନ ଧରି ସମୁଦ୍ରରେ ମାଛ ଧରା ବନ୍ଦ ରହିଥିଲା । କଟକଣା ହଟିବା ପରେ ଦୁଇ ମାସ ଧରି ହାତ ଗୋଡ ବାନ୍ଧି ବସିଥିବୀ ମତ୍ସଜୀବୀ ମାନେ ମାଛ…

ଆଜି ରଜ ସଂକ୍ରାନ୍ତି: ପିଠା ମିଠାରେ ମହକୁଛି ଗାଁଠୁ ସହର, ଚାଲିଛି ଦୋଳି ଖେଳ

ଭୁବନେଶ୍ବର: ତିନି ଦିନିଆ ରଜ ପର୍ବର ଆଜି ଦ୍ୱିତୀୟ ଦିନ ତଥା ରଜ ସଂକ୍ରାନ୍ତି । ଚାରିଆଡେ ହର୍ସ ଉଲ୍ଲାସର ସହ ରଜ ପାଳୁଛନ୍ତି ରାଜ୍ୟବାସୀ । ପହିଲି ରଜ ପରି ଦ୍ବିତୀୟ ଦିନରେ ମଧ୍ୟ ପୋଡ ପିଠା ଓ ରଜ ପାନ ଖାଇ କୁନି କୁନି ପିଲାଙ୍କଠାରୁ ଆରମ୍ଭ କରି କୁମାରୀ ଝିଅମାନେ ନୂଆ ପୋଷକ ପିନ୍ଧି ହାତରେ…

ଇସ୍ତଫା ଦେଲେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ

କୋଲକତା: ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ଅଧୀର ରଂଜନ ଚୌଧୁରୀ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ଦଳର ହାଇ କମାଣ୍ଡକଙ୍କ ନିକଟକୁ ପଠାଇ ଦେଇଛନ୍ତି । ସେ ତାଙ୍କ ଇସ୍ତଫାରେ ଲେଖିଛନ୍ତି ଯେ, ମମତା ବାନାର୍ଜୀଙ୍କ ସହ ମେଣ୍ଟପାର୍ଟି ଆଲୋଚନା ବେଳେ ମଧ୍ୟ ମୁଁ ଇସ୍ତଫା ଦେଇଥିଲି, ହେଲେ…

ଭୁବନେଶ୍ୱର ସମେତ ୧୪ଟି ସ୍ଥାନରେ ସିବିଆଇର ଚଢ଼ାଉ, ଜାଣନ୍ତୁ ମାମଲା କ’ଣ?

ନୂଆଦିଲ୍ଲୀ: ସିବିଆଇ ଶୁକ୍ରବାର ମୁମ୍ବାଇ, କୋଲକାତା, ରାୟପୁର, ଭୁବନେଶ୍ୱର, ତ୍ରିଚି ସମେତ ଦେଶର ୧୪ଟି ସ୍ଥାନରେ ଚଢ଼ାଉ କରିଛି। ଛତିଶଗଡ଼ର ଏସ୍ କେଏସ୍ ପାୱାର ଜେନେରେସନ୍ ଲିମିଟେଡ୍ ବିରୋଧରେ ଏତଲା ରୁଜୁ ହେବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏଥିରେ ସିବିଆଇ ୨୬ରୁ ଅଧିକ…

ଚନ୍ଦ୍ରଯାନ-୧ ମିଶନ ନିର୍ଦ୍ଦେଶକ ଶ୍ରୀନିବାସ ହେଗଡେଙ୍କ ପରଲୋକ

ବେଙ୍ଗାଲୁରୁ: ଚନ୍ଦ୍ରରେ ଜଳ ଅଣୁ ଆବିଷ୍କାର କରିଥିବା ଭାରତର ପ୍ରଥମ ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୧ର ମିଶନ ନିର୍ଦ୍ଦେଶକ ଥିବା ଇସ୍ରୋର ପୂର୍ବତନ ବୈଜ୍ଞାନିକ ଶ୍ରୀନିବାସ ହେଗଡେ (୭୧)ଙ୍କର ଶୁକ୍ରବାର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ତାଙ୍କ ପରିବାରରେ ପତ୍ନୀ ଓ ଦୁଇ ପୁଅ ଅଛନ୍ତି।…

ପ୍ରିୟଙ୍କାଙ୍କ ପାଇଁ ଗୋଟିଏ ଆସନ ଛାଡିବେ ଭାଇ ରାହୁଲ !

ନୂଆଦିଲ୍ଲୀ: ରାହୁଲ ଗାନ୍ଧି ରାୟବରେଲି ଆସନକୁ ପାଖରେ ରଖିବେ ଏବଂ ଓ୍ବାୟନାଡ ଲୋକସଭାରୁ ଇସ୍ତଫା ଦେଇପାରନ୍ତି। ପ୍ରିୟଙ୍କା ଗାନ୍ଧି ଭଦ୍ରା ୱାୟନାଡ ଲୋକସଭା ନିର୍ବାଚନ ମଣ୍ଡଳୀରୁ ଉପନିର୍ବାଚନ ଲଢିପାରନ୍ତି।ଏନଡିଟିଭି ରିପୋର୍ଟରେ କୁହାଯାଇଛି। ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ…

ଇଣ୍ଡିଆନ ଗ୍ରାଁ ପ୍ରି ୩ ଆଥଲେଟିକ୍ସ: କମାଲ କରୁଛନ୍ତି ଓଡିଶା ଆଥଲେଟ

ଭୁବନେଶ୍ୱର: ବେଙ୍ଗାଲୁରର ଶ୍ରୀ କାନ୍ତିରାଭା ଷ୍ଟାଡିୟମରେ ଇଣ୍ଡିଆନ ଗ୍ରାଁ ପ୍ରି ୩ ଆଥଲେଟିକ୍ସ ଅନୁଷ୍ଠିତ ହେଉଛି । ଏଥିରେ ଓଡିଶା ରିଲାଏନ୍ସ ଫାଉଣ୍ଡେସନର ଆଥଲେଟମାନେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ସ୍ୱାଧୀନ ମାଝୀ ପୁରୁଷ ହାଇଜମ୍ପରେ ପ୍ରଶଂସନୀୟ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ…

ଜମ୍ମୁ କଶ୍ମୀରର ସ୍ଥିତି ପରକ୍ଷିଲେ ଗୃହମନ୍ତ୍ରୀ, ସୁରକ୍ଷା ନେଇ ୧୬ରେ ଜରୁରୀ ବୈଠକ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଉପରେ ଆକ୍ରମଣ ଭଳି ଅନେକ ଆତଙ୍କବାଦୀ ଘଟଣା ପରେ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଛି । ଏହାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଜମ୍ମୁ କଶ୍ମୀରରେ ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି । ଏହାକୁ…