Latest Odisha News

BREAKING NEWS

ହଠାତ୍ ବିଲ ମଝିରେ ନୌସେନା ହେଲିକପ୍ଟରର ଜରୁରୀ ଅବତରଣ

ମୟୂରଭଞ୍ଜ: ମୟୂରଭଞ୍ଜ ରାସଗୋବିନ୍ଦପୁର ଥାନା ଗାଁ ଅମର୍ଦ୍ଦା ନିକଟରେ ଅବତରଣ କଲା ନୌସେନା ହେଲିକପ୍ଟରର। ପାଖାପାଖି ୧୫ରୁ ୨୦ ମିନିଟ୍ ରହିବା ପରେ ହେଲିକପ୍ଟରଟି ପୁଣି ଉଡାଣ ଭରିଥିଲା। ହେଲିକପ୍ଟରଟି ଅବତରଣ କରିବା ପରେ ଆଖପାଖ ଲୋକେ ଦେଖିବା ପାଇଁ ଭିଡ଼ ଜମାଇଥିଲେ। ତେବେ ବିମାନଟି କାହିଁକି…

୨ ବର୍ଷରେ ୫ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ କାମୁଡ଼ିଲେଣି ବୁଲା କୁକୁର: ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଅହେତୁକ ଭାବେ ବୃଦ୍ଧି ପାଉଛି ବୁଲା କୁକୁରଙ୍କ ଦୌରାତ୍ମ । ଗତ ଦୁଇ ବର୍ଷରେ ୫ ଲକ୍ଷରୁ ଅଧିକ ଲୋକଙ୍କୁ କାମୁଡ଼ିଲେଣି ବୁଲା କୁକୁର । ଆଜି ବିଧାନସଭାରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ରଖିଛନ୍ତି ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ବିଧାୟକ କାଡ୍ରାକା…

ସଡକରୁ ସଂସଦ…ସମ୍ଭଲ ତାତି

ନୂଆଦିଲ୍ଲୀ: ଥମୁନି ସମ୍ଭଲ ହିଂସା ତାତି । ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଉତ୍ତରପ୍ରଦେଶ ସମ୍ଭଲ ଯିବା ପାଇଁ ବାହାରିଥିଲେ । ତେବେ ସେମାନଙ୍କୁ ୟୁପି ଗାଜିପୁର ସୀମାରେ ହିଁ ରୋକାଯାଇଥିଲା । ପୋଲିସ ପ୍ରଶାସନ ସେମାନଙ୍କୁ ସମ୍ବଲ ଯିବାକୁ ଅନୁମତି ଦେଇନଥିଲା । ଫଳରେ ରାହୁଲ, ପ୍ରିୟଙ୍କା,…

କାହିଁକି ଫଡନାବିସଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ବାଛିଲା ବିଜେପି?

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସରିଲା ସିଏମ୍ ସସପେନ୍ସ । ଆସନ୍ତାକାଲି ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଦେବେନ୍ଦ୍ର ଫଡନାବିସ। ବିଜେପି ବିଧାୟକ ଦଳ ବୈଠକରେ ଫଡନାବିସଙ୍କ ନାଁରେ ମୋହର ଲାଗିଛି । ଶିବସେନା ମୁଖ୍ୟ ଏକନାଥ ସିନ୍ଦେ ଓ ଏନସିପିର ଅଜିତ ପାଓ୍ବାର ଉପମୁଖ୍ୟମନ୍ତ୍ରୀ ପଦ…

୩ଟି କୁତବମିନାର ବୁଡ଼ି ଯିବାର କ୍ଷମତା ରଖିଛି ଏହି ନଦୀ, ଗଭୀରତା ଜାଣି ହେବେ ଆଶ୍ଚର୍ଯ୍ୟ

ଆପଣ କେବେ ଭାବିଛନ୍ତି କି ନଦୀ କେତେ ଗଭୀର? ବୋଧହୁଏ ଏତେ ଅଧିକ ଯେ ଜଣେ ବ୍ୟକ୍ତି ବୁଡ଼ି ଯାଇପାରେ? କିନ୍ତୁ ଆପଣ ସେହି ନଦୀ ବିଷୟରେ ଜାଣନ୍ତି କି ଯେଉଁଥିରେ ତିନୋଟି କୁତବମିନାର ବୁଡ଼ି ଯିବାର କ୍ଷମତା ରଖିଛି। ଏହି ନଦୀ ଆଫ୍ରିକୀୟ ମହାଦେଶର ସବୁଠାରୁ ଲମ୍ବା ଏବଂ ଗଭୀର ନଦୀ କଙ୍ଗୋ ନଦୀ ।…

ନୂଆ ବର୍ଷ ପାଳନ ପାଇଁ ଏହି ୪ ସ୍ଥାନ ସର୍ବୋତ୍ତମ, ଆଜି ହିଁ ଟିକେଟ୍ ବୁକ୍ କରନ୍ତୁ

ନୂଆଦିଲ୍ଲୀ: ଚାଲିଛି ଡିସେମ୍ବର ମାସ ଏହା ସହିତ ଲୋକମାନେ ନୂଆ ବର୍ଷ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଛନ୍ତି । ନୂଆ ବର୍ଷ ଲୋକଙ୍କ ଜୀବନରେ ଏକ ନୂଆ କ୍ୟାଲେଣ୍ଡର ପରି । ଏହା ଜୀବନରେ ନୂତନ ଆଶା ଏବଂ ଉତ୍ସାହର ପ୍ରତୀକ ଅଟେ । ଏଭଳି ପରିସ୍ଥିତିରେ, ନୂଆ ବର୍ଷର ଏହି ବିଶେଷ ମୁହୂର୍ତ୍ତକୁ ପାଳନ…

ଚୋରା ଚାଲାଣ ବେଳେ ଦୁଇଟି ଗୋରୁ ବୋଝେଇ ଟ୍ରକ ଜବତ, ଡ୍ରାଇଭର ଅଟକ

ସୁବର୍ଣ୍ଣପୁର: ଚୋରାଚାଲାଣ ବେଳେ ଦୁଇଟି ଗୋରୁ ବୋଝେଇ ଟ୍ରକ୍ କୁ ଅଟକାଇଲା ସୁବର୍ଣ୍ଣପୁର ଜିଲ୍ଲା ବିନିକା ପୋଲିସ । ମହାନଦୀ ପୋଲ ନିକଟ କଲେଜ ଛକ ଠାରେ ପାଟ୍ରୋଲିଂ କରୁଥିବା ସମୟରେ ରାମପୁର ପଟରୁ ଦୃତ ଗତିରେ ଆସୁଥିବା ଦୁଇଟି ଟ୍ରକକୁ ଅଟକେଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଟ୍ରକ ଦ୍ବୟ ଦ୍ରୁତ…

ରାଜ୍ୟରେ ଖସିବ ରାତ୍ରୀର ତାପମାତ୍ରା

ଭୁବନେଶ୍ୱର: ଆଗାମୀ ଦୁଇ ଦିନ ଧରି ଓଡିଶାରେ କୁହୁଡି ଓ ବର୍ଷା ହେବାର ସମ୍ଭାବନା ଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ଅନୁଯାୟୀ, ଡିସେମ୍ବର ୪ରେ କୋରାପୁଟ, ରାୟଗଡା ଏବଂ ମାଲକାନଗିରି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନ…

‘ବ୍ରେନ୍ ରୋଟ’ ୨୦୨୪ର ୱାର୍ଡ ଅଫ୍ ଦ ଇୟର, ଜାଣନ୍ତୁ ଏହାର ଅର୍ଥ

ନୂଆଦିଲ୍ଲୀ: ଅକ୍ସଫୋର୍ଡ ୨୦୨୪ ବର୍ଷର ଶବ୍ଦ ଘୋଷଣା କରିଛି। ଅକ୍ସଫୋର୍ଡ ବ୍ରେନ୍ ରୋଟ୍‌କୁ ଚଳିତ ବର୍ଷ ଅର୍ଥାତ୍ ୨୦୨୪ର ୱାର୍ଡ ଅଫ୍ ଦ ଇୟର ଭାବେ ଘୋଷଣା କରିଛି। କିନ୍ତୁ ଏହି ଶବ୍ଦର ଅର୍ଥ କ’ଣ ଆପଣ ଜାଣନ୍ତି କି? ବାସ୍ତବରେ, କେବଳ ଚିନ୍ତା ନକରି ସୋସିଆଲ ମିଡିଆରେ ସ୍କ୍ରୋଲିଂର ନିରନ୍ତରତା…

ଡାକ୍ତରଙ୍କ ବଡ ଅବହେଳା! ମସ୍ତିଷ୍କ ଟ୍ୟୁମରକୁ କହିଦେଲେ ମାଇଗ୍ରେନ୍, ଆଉ ତାପରେ…

ମସ୍ତିଷ୍କ ଟ୍ୟୁମର ପରି ଏକ ଗୁରୁତର ରୋଗକୁ ମାଇଗ୍ରେନ ମୁଣ୍ଡବିନ୍ଧା କହିଦେଲେ ଡାକ୍ତର। ଆଉ ଡାକ୍ତରଙ୍କ ଏହି ଅବହେଳା ଜଣେ ୨୫ ବର୍ଷ ବୟସ୍କା ମହିଳାଙ୍କ ଜୀବନ ବଦଳାଇ ଦେଲା। ଯେତେବେଳେ ଇଂଲଣ୍ଡର ବାସିନ୍ଦା ଟିଆ ବ୍ରାଡବିରୀ ପାଞ୍ଚ ମାସର ଗର୍ଭବତୀ ଥିଲେ, ସେତେବେଳେ ସେ ଲଗାତାର ମୁଣ୍ଡବିନ୍ଧା…