Elon Musk On Apple Google Partnership: ଆପଲ୍-ଗୁଗୁଲ୍ ଏଆଇ ଡିଲ୍, କାହିଁକି ଖୁସି ନାହାଁନ୍ତି ମସ୍କ?
ନୂଆଦିଲ୍ଲୀ: ଏକାଠି ହାତ ମିଳାଇଛନ୍ତି ଆପଲ୍ ଏବଂ ଗୁଗୁଲ୍। ହଁ ଉଭୟ କମ୍ପାନୀ ପ୍ରତିଯୋଗୀ, ଏବେ ଏକାଠି ହୋଇଛନ୍ତି। ଆପଲ୍ ଡିଭାଇସଗୁଡ଼ିକରେ କୃତ୍ରିମ ବୁଦ୍ଧିମତ୍ତାର ଭବିଷ୍ୟତକୁ ଗଢ଼ିବା ପାଇଁ ଦୁଇ କମ୍ପାନୀ ମଧ୍ୟରେ ଏକ ଦୀର୍ଘକାଳୀନ ସହଯୋଗ ହୋଇଛି।
ଏକ ମିଳିତ ବିବୃତ୍ତି ଅନୁଯାୟୀ, ଆପଲ୍ର…