Latest Odisha News

BREAKING NEWS

Aamir Khan 3rd marriage: ୩ୟ ଥର ପାଇଁ ବିବାହ ବନ୍ଧନରେ ବାନ୍ଧି ହେଲେ ଆମିର ଖାନ୍, ପ୍ରିୟଜନଙ୍କ ଗହଣରେ ଗୌରୀ…

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର ଖାନ ଏବେ ତୃତୀୟ ଥର ପାଇଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଆମିର ଖାନ ଓ ଗୌରୀ ସ୍ପ୍ରାଟ୍ ଶନିବାର ମୁମ୍ବାଇର ବାନ୍ଦ୍ରାସ୍ଥିତ ଆମିରଙ୍କ ବାସଭବନରେ ଏକ ନିଜସ୍ୱ ଓ ସରଳ ସମାରୋହରେ ବିବାହ ସମ୍ପନ୍ନ କରିଛନ୍ତି। ସୂଚନା ଅନୁଯାୟୀ, ଦିନ…

ଭିଜିଲାନ୍ସ ଜାଲରେ ସରପଞ୍ଚ; ୨୦ ହଜାର ଲାଞ୍ଚ ନେଇ ଫସିଲେ…

ଭୁବନେଶ୍ୱର: ସୋନପୁର ଜିଲ୍ଲାରେ ଜଣେ ସ୍ୱୟଂ ସହାୟକ ଗୋଷ୍ଠୀ (SHG) କାର୍ଯ୍ୟକର୍ତ୍ତାଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ରବିବାର ଦିନ ଜଣେ ସରପଞ୍ଚଙ୍କୁ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଛନ୍ତି। ଅଭିଯୁକ୍ତ ଜଣକ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ନିମନା ଗ୍ରାମ ପଞ୍ଚାୟତର…

ପ୍ରବଳ ବର୍ଷା ହେଲା କାଳ; ଘର ଭୁଶୁଡ଼ି ସ୍ବାମୀ ମୃତ,ସ୍ତ୍ରୀ ଗୁରୁତର

ରାଇରଙ୍ଗପୁର:ଆକ୍ସନ ମୋଡରେ ରାଇରଙ୍ଗପୁର ପୋଲିସ ଜିଲ୍ଲା। ଡକାୟତି ପାଇଁ ଯୋଜନା କରୁଥିବା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଅତର୍କିତ ଭାବେ ଚଢ଼ାଉ କରିଲେ ବହଳଦା ପୋଲିସ। ତେବେ କେନ୍ଦୁଝର ଏସପିଙ୍କ ଠାରୁ ଖବର ପାଇ ବହଳଦା ପୋଲିସ ଗାଡି ପାଟ୍ରଲିଂ କରୁଥିବା ସମୟରେ ଏକ ଗାଡିରୁ ୩ ଜଣ…

Rath Yatra: ରଥଯାତ୍ରାରେ ମାର୍କେଟ ଛକରୁ ଶରଧାବାଲି ଭିତରେ ରନ୍ଧା ଓ ଶୁଖିଲା ଦିଆଯିବ

ପୁରୀ:ପୁଣି ବଦଳିଲା ନିଷ୍ପତ୍ତି । ପ୍ରଶାସନ ନିଷ୍ପତ୍ତି ନେଇଛି ରଥଯାତ୍ରାରେ ବଡ଼ଦାଣ୍ଡ ମାର୍କେଟ ଛକରୁ ଶରଧାବାଲି ଭିତରେ ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟାଯିବ । ଆଗ୍ରହୀ ସଂସ୍ଥା ଓ ବ୍ୟକ୍ତିବିଶେଷ ପ୍ରାଶାସନଙ୍କ ଠାରୁ ଅନୁମତି ନେଇ ମାର୍କେଟ ଛକଠାରୁ ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପ୍ରଶାସନ…

Border Air Drill: ପାକିସ୍ତାନ ସୀମାରେ ଗର୍ଜିବ ଭାରତୀୟ ସେନା

ନୂଆଦିଲ୍ଲୀ: ପାକିସ୍ତାନ ସୀମାରେ ରାଫେଲ ଓ ସୁଖୋଇ! ମହାଯୁଦ୍ଧାଭ୍ୟାସରେ ଆକ୍ସନ୍‌ ମୋଡ୍‌ରେ ଭାରତୀୟ ବାୟୁସେନା 'ଅପରେସନ୍ ସିନ୍ଦୂର' ପରେ ପୁଣି ଆକ୍ସନ୍ ମୋଡ୍‌ରେ ଭାରତୀୟ ବାୟୁସେନା। ପାକିସ୍ତାନ ସୀମାରେ ୪ ଦିନ ଧରି ଗର୍ଜିବ ରାଫେଲ, ସୁଖୋଇ ସମେତ ଅତ୍ୟାଧୁନିକ ଯୁଦ୍ଧ ବିମାନ। ଏଥିପାଇଁ…

Monsoon Session: ମୌସୁମୀ ଅଧିବେଶନ ପୂର୍ବରୁ ଆକ୍ସନ୍‌ରେ ଲୋକସଭା ବାଚସ୍ପତି, ବିଦ୍ରୋହୀ ସାଂସଦଙ୍କ ଭାଗ୍ୟ ଉପରେ…

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ତୃଣମୂଳ କଂଗ୍ରେସ (TMC) ଏବଂ ଶିବସେନା (UBT)ର ବିଦ୍ରୋହୀ ସାଂସଦମାନଙ୍କ ମାମଲାରେ ବଡ଼ ନିଷ୍ପତ୍ତି ନେବେ। ଉଭୟ ଦଳ ଦଳବଦଳ ବିରୋଧୀ ଆଇନ ଅନୁଯାୟୀ ବିଦ୍ରୋହୀ ସାଂସଦମାନଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ…

Shopian Encounter: ଦୁଇ ଲସ୍କର ଆତଙ୍କବାଦୀ ନିହତ; ପହଲଗାମ ଆକ୍ରମଣ ପରେ ପ୍ରସ୍ତୁତ ହୋଇଥିବା ହିଟ୍ ଲିଷ୍ଟରେ ଥିଲା…

ଶ୍ରୀନଗର:ଶନିବାର ଜମ୍ମୁ-କାଶ୍ମୀରର ଶୋପିଆନ ଜିଲ୍ଲାରେ ସୁରକ୍ଷା ବାହିନୀକୁ ବଡ ସଫଳତା ମିଳିଛି । ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଚାନପୋରା ଗାଁ, ସୈଦପୋରା-ପିନ୍ ଅଞ୍ଚଳରେ ସନ୍ଧ୍ୟା ପ୍ରାୟ ୭:୪୫ ସମୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ପୋଲିସ୍ ଓ ସେନାଙ୍କୁ ବିଶେଷ…

Nepali ID Fraud: ନେପାଳୀ ନେଉଥିଲେ ଭାରତରେ ସରକାରୀ ଯୋଜନାର ଲାଭ, ଆଧାର-ଭୋଟର କାର୍ଡ ତିଆରି କରି ଭାରତୀୟ ସାଜିଥିଲେ…

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବଳରାମପୁରର ସୀମାନ୍ତ କୋତୱାଲି ଜରୱା ଅଞ୍ଚଳରେ ଭାରତ ଏବଂ ନେପାଳ ଉଭୟର ନାଗରିକତା ଏବଂ ପରିଚୟ ପତ୍ର ରଖିବା ପାଇଁ ୨୭ ଜଣଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଛି। ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଏହି ବ୍ୟକ୍ତିମାନେ ସରକାରୀ ଯୋଜନାର ମଧ୍ୟ ଲାଭ ଉଠାଇଥିବା…

Vehicle Fitness:ଗାଡ଼ିର ଫିଟନେସ ପ୍ରମାଣପତ୍ର ନଥିଲେ ହେବ ପଞ୍ଜୀକରଣ ରଦ୍ଦ;ବୀମା ଓ ପରମିଟ ଯାଞ୍ଚ…

ଭୁବନେଶ୍ବର:ବାରିପଦାଠାରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଦୁର୍ଘଟଣାରେ ସମ୍ପୃକ୍ତ ଦୁଇଟିଯାକ ଗାଡ଼ିର ବୈଧ 'ଫିଟନେସ୍ ପ୍ରମାଣପତ୍ର' (Fitness Certificate) ନଥିଲା। ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରି ବାଣିଜ୍ୟ ଓ ପରିବହନ…

Puri Rath Yatra 2026: ରଥଯାତ୍ରାରେ ‘ଟ୍ରାଫିକ ଆଡଭାଇଜରୀ’କୁ ଧ୍ୟାନ ଦେବାକୁ ଜନସାଧାରଣଙ୍କୁ ନିବେଦନ…

ପୁରୀ: ଆସନ୍ତା ଜୁଲାଇ ୧୬ରେ ପୁରୀରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏହି ଐତିହାସିକ ମହାପର୍ବକୁ ଶୃଙ୍ଖଳିତ, ସୁରକ୍ଷିତ ଏବଂ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ନିମନ୍ତେ ପୁରୀସ୍ଥିତ ଜିଲ୍ଲା ପୋଲିସ କାର୍ଯ୍ୟାଳୟ (DPO) ପରିସରରେ ରାଜ୍ୟ ପୋଲିସ…