ଇଡେନ ଗାର୍ଡେନରେ ଦେଖିବାକୁ ମିଳିବ ରିଭର୍ସ ସୁଇଂର କମାଲ, ବୁମରାହଙ୍କୁ ନେଇ ଚିନ୍ତାରେ ଦକ୍ଷିଣ ଆଫ୍ରିକା
କୋଲକାତା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଶୁକ୍ରବାରଠାରୁ ଇଡେନ ଗାର୍ଡେନରେ ଆରମ୍ଭ ହେବ । ପ୍ରାରମ୍ଭିକ ପିଚ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ସମ୍ମୁଖକୁ ଆସିଛି । ଖେଳ ଆଗକୁ ବଢ଼ିବା ସହ ପିଚରେ ସୁଇଂ ବିଶେଷ କରି ରିଭର୍ସ ସୁଇଂ ଦେଖିବାକୁ ମିଳିବ ବୋଲି…