Latest Odisha News

କୋହଲି ଅହଙ୍କାରୀ କି ନୁହେଁ କହିଲେ ସାଥୀ ଖେଳାଳି

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚ ବିଜୟୀ ଇନିଂସ ଖେଳିଥିବା ବିରାଟ କୋହଲି ଏବେ ଜବରଦସ୍ତ ଫର୍ମରେ ଅଛନ୍ତି । କୋହଲି ଅହଙ୍କାରୀ, ଅନ୍ୟମାନଙ୍କ ସହ କଥା ହୁଅନ୍ତି ନାହିଁ ବୋଲି ବିଭିନ୍ନ ରିପୋର୍ଟ ପ୍ରକାଶ ପାଇଛି । ତେବେ ଏହାକୁ ଖଣ୍ଡନ କରିଛନ୍ତି କୋହଲିଙ୍କ ସହ ଡ୍ରେସିଂ ରୁମ ଶେୟାର…

କୋର୍ଟକୁ ଆସିଲେନି ପିୟୂଷ

ଭୁବନେଶ୍ୱର: ବିବାଦରେ ଫସିଥିବା ଯାତ୍ରା ଅଭିନେତା ପିୟୂଷ କୋର୍ଟକୁ ଆସିଲେନି । ଆଜି ତାଙ୍କୁ କୋର୍ଟରେ ହାଜର ହେବା ପାଇଁ କୋର୍ଟ ତରଫରୁ ତାଙ୍କୁ ନୋଟିସ ହୋଇଥିଲା । ହେଲେ ସେ ବ୍ୟକ୍ତିଗତଭାବେ ହାଜର ହୋଇନାହାଁନ୍ତି । ତାଙ୍କ ସ୍ଥାନରେ ଓକିଲ କୋର୍ଟରେ ପକ୍ଷ ରଖିଥିବା କୁହାଯାଇଛି । ପିୟୂଷ…

୬୯ତମ ଜାତୀୟ ବିଦ୍ୟାଳୟ ସମୂହ ତୀରନ୍ଦାଜ ପ୍ରତିଯୋଗିତା: ଓଡ଼ିଶା ରନର୍ସଅପ୍

ଭୁବନେଶ୍ବର: ଝାଡ଼ଖଣ୍ଡ ରାଞ୍ଚିଠାରେ ଆୟୋଜିତ ୬୯ତମ ଜାତୀୟ ବିଦ୍ୟାଳୟ ସମୂହ ୧୭ ବର୍ଷରୁ କମ୍ ବାଳକ ଓ ବାଳିକା ତୀରନ୍ଦାଜ୍ ପ୍ରତିଯୋଗିତାରେ ଓଡ଼ିଶାର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶା ମୋଟ୍ ୪ ଟି ସ୍ଵର୍ଣ୍ଣ, ୫ ଟି ରୌପ୍ୟ ଓ…

ରୋଗୀ ମୃତ୍ୟୁ ପରେ ମେଡିକାଲରେ ହାଇଡ୍ରାମା

ପୁରୀ: ସଦର ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ପରିବାରଲୋକଙ୍କ ମଧ୍ୟରେ ଉତ୍ତେଜନା । ପରିସ୍ଥିତି ଏପରି ହୋଇଥିଲା ଯେ ଦୀର୍ଘ ସମୟ ଯାଏଁ କେହି କିଛି କାମ କରିପାରିନଥିଲେ । ପୁରୀ ସଦର ଶାସନ ଦାମୋଦରପୁର ଗାଁର ଗଙ୍ଗାଧର ପରିଡାଙ୍କ ଝିଅ ରୋଜାଲିନ ପରିଡା ୧୦ ତାରିଖରେ କନ୍ୟା…

ବାପାଙ୍କ ସମର୍ଥନରେ ବାହାରିଲେ ସୋଫିଆ

ଭୁବନେଶ୍ୱର: ସାରା ଦେଶରେ ଆଜି ପାଳିତ ହୋଇଛି ରାଷ୍ଟ୍ରୀୟ ଯୁବ ଦିବସ । ଏହି ଅବସରରେ ରାଜଧାନୀରେ ଯୁବ ସମାବେଶ କରିଛନ୍ତି ପୂର୍ବତନ କଂଗ୍ରେସ ନେତା ମହମ୍ମଦ ମୋକିମ । କଂଗ୍ରେସ ଦଳରୁ ବାହାରିବା ପରେ ଆଜି ସେ ଶକ୍ତି ପ୍ରଦର୍ଶନ କରିଛନ୍ତି । ଯୁବକମାନେ ଏକ ହୁଅ ଏବଂ ଦେଶକୁ ଆଗକୁ ନିଅ ବୋଲି ସେ…

୨୦୦କୁ ବଢିପାରେ ବିଧାନସଭା ସିଟ୍ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟ ବିଧାନସଭାରେ ଆସନ ସଂଖ୍ୟା ୧୪୭ରୁ ପ୍ରାୟ ୨୦୦ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଏନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନ ସୂଚିତ କରିଛନ୍ତି। ଭୁବନେଶ୍ୱରରେ ନୂତନ ବିଧାନସଭା କୋଠା ଏବଂ ଲୋକସେବା ଭବନର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଆୟୋଜିତ ଏକ…

ଜମ୍ମୁରେ ଆତଙ୍କବାଦୀଙ୍କ ସାଟେଲାଇଟ୍ ଯୋଗାଯୋଗ ଟ୍ରାକ୍; ଭାରତୀୟ ସେନାର ସର୍ଚ୍ଚ ଅପରେସନ୍ ଆରମ୍ଭ

ଶ୍ରୀନଗର: ଜମ୍ମୁର କନାଚକ ଅଞ୍ଚଳରେ ସନ୍ଦିଗ୍ଧ ଆତଙ୍କବାଦୀଙ୍କ ସାଟେଲାଇଟ୍ ଯୋଗାଯୋଗ ଟ୍ରାକ୍ କରାଯାଇଛି। ଗୁଇନ୍ଦା ସଂସ୍ଥାଗୁଡ଼ିକ ଥୁରାୟା ସାଟେଲାଇଟ୍ ଯୋଗାଯୋଗ ଡିଭାଇସର ବ୍ୟବହାରକୁ ଇଣ୍ଟରସେପ୍ଟ କରିଛନ୍ତି । ଏହି ଅଞ୍ଚଳଟି ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାଠାରୁ ମାତ୍ର ଗୋଟିଏ…

Accident Rate: ବର୍ଷକୁ ଦେଶରେ ଘଟୁଛି ୫ ଲକ୍ଷ ଦୁର୍ଘଟଣା, ରାଜ୍ୟରେ ଜାଣନ୍ତୁ କେତେ…

ଭୁବନେଶ୍ଵର: ଦେଶରେ ଦୈନିକ ଘଟୁଥିବା ଦୁର୍ଘାଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ପରିବହନ ସଚିବ ଉଷା ପାଢୀ । ସେ ତଥ୍ୟ ରଖି କହିଛନ୍ତି ଯେ, ବର୍ଷକୁ ଦେଶରେ ଲକ୍ଷ ଦୁର୍ଘଟଣା ଘଟି ଅକାଳରେ ଯାଉଛି ୧ ଲକ୍ଷ ୭୦ ହଜାର ଜୀବନ । ସେହିପରି ଦୁର୍ଘଟଣାର ଶିକାର ହୋଇ ୩ ଲକ୍ଷରୁ ଅଧିକ ସଂଖ୍ୟାରେ ଲୋକ…

ପାକ୍ସ ସିଲିକାର ପୂର୍ଣ୍ଣକାଳୀନ ସଦସ୍ୟ ହେବ ଭାରତ, ଜାଣନ୍ତୁ କଣ…

ନୂଆଦିଲ୍ଲୀ: ଭାରତକୁ ଆମେରିକା ନେତୃତ୍ୱାଧୀନ ରଣନୈତିକ ପଦକ୍ଷେପ ପାକ୍ସ ସିଲିକାରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବ। ଏନେଇ ସୋମବାର ଦିନ ପ୍ରକାଶ କରିଛନ୍ତି ନବନିଯୁକ୍ତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍। ଏହି ପଦକ୍ଷେପ ସିଲିକନ୍, ଉନ୍ନତ ଉତ୍ପାଦନ ଏବଂ କୃତ୍ରିମ ବୁଦ୍ଧିମତ୍ତା (AI)…

Gold Silver Price: ପୁଣି ରେକର୍ଡ କଲା ସୁନା-ରୂପା ଦର, ଜାଣନ୍ତୁ ଆଜି କେତେ ରହିଛି…

ଭୁବନେଶ୍ବର: ବଜାରରେ ସୁନା ଓ ରୁପା ଦର ଆକାଶଛୁଆଁ ହେବାରେ ଲାଗିଛି । ଗତ ସପ୍ତାହରେ ଏହାର ଦର ସାମାନ୍ୟ କମିଥିବା ବେଳେ ଆଜି ପୁଣି ନୂଆ ଦର ସାମ୍ନାକୁ ଆସିଛି । ପୁଣି ନୂଆ ରେକର୍ଡ କରିଛି ସୂନା ଦର । ଆଜି ୨୪କ୍ୟାରେଟ ସୁନା ୧୦ଗ୍ରାମ ପ୍ରତି ୧.୪୦ଲକ୍ଷ ଅତିକ୍ରମ କରିଛି । ଦେଶର ରାଜଧାନୀ…