Lightning strike:ବରଯାତ୍ରୀଙ୍କ ପାଇଁ କାଳ ହେଲା ବଜ୍ରପାତ;ଜଣେ ମୃତ, ୨ ଗୁରୁତର
ଢେଙ୍କାନାଳ: ବରଯାତ୍ରୀ ଯାଉଥିବା ବେଳେ ଅଘଟଣ । ବଜ୍ରପାତ ଘଟି ଜଣେ ମୃତ ଓ ୨ ଜଣ ଗୁରୁତର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଝୁମ୍ପୁଡ଼ିଆରେ । ମୃତକ ହେଲେ କୋଇଲିପଙ୍ଗି ଗାଁର ଅମିନ ବେହେରା ( ୫୨)। ଗୁରୁତର ତପନ ଜେନା, ମନୋଜ ଦେହୁରୀଙ୍କୁ ସଙ୍ଗେ ସଙ୍ଗେ…