School Dropouts: ସ୍କୁଲ ଡ୍ରପ୍ଆଉଟ୍ ରୋକିବାକୁ ଏହି ବଡ଼ ପଦକ୍ଷେପ ନେଲେ ରାଜ୍ୟ ସରକାର
ଭୁବନେଶ୍ବର: ପିଲା ଯଦି ସ୍କୁଲ ନ ଆସନ୍ତି କିମ୍ବା ୭ ଦିନରୁ ଅଧିକ ଅନୁପସ୍ଥିତ ରହିଲେ ତେବେ ଘରକୁ ଯିବେ ଶିକ୍ଷକ । ଶିକ୍ଷକ ପିଲାଟିର ଘରେ ପହଞ୍ଚି ତାର ଅନୁପସ୍ଥିତିର ପ୍ରକୃତ କାରଣ ଖୋଜିବେ । ପିଲାଟି କାହିଁକି ସ୍କୁଲ ଆସୁନାହିଁ, ସେନେଇ ଅଭିଭାବକଙ୍କ ସହ ଆଲୋଚନା କରିବେ ଏବଂ ସେମାନଙ୍କୁ…