Latest Odisha News

BREAKING NEWS

Samaya Sakshi:ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ “ସମୟ ସାକ୍ଷୀ:ଜଣେ ସାଧାରଣ ଓଡ଼ିଆର କଥା”ର ଲୋକାର୍ପଣ

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ଓ ୟୁଏଟିର କୃଷି ଶିକ୍ଷା ସଦନ ପ୍ରେକ୍ଷାଳୟରେ ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ସମୟ ସାକ୍ଷୀ’ ଏକ ଅଭିନବ ରୂପରେ ଲୋକାର୍ପିତ ହୋଇଛି । ଏକ ସ୍ମୃତି ମଧୁର ତଥ୍ୟାନୁଭିଭିକ ପୁସ୍ତକଟିଏ ଲୋକଲୋଚନକୁ ଆସିବା ପରେ ଏହାକୁ ନେଇ ଭିନ୍ନ ଭିନ୍ନ ଆଲୋଚନା…

ହାର୍ଦ୍ଦିକଙ୍କୁ ଟ୍ରେଡ କରିବ କି ନାହିଁ ସ୍ପଷ୍ଟ କରିଛି ଚେନ୍ନାଇ

ମୁମ୍ବାଇ: ଭାରତର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲରେ କେଉଁ ଟିମ ପକ୍ଷରୁ ଖେଳିବେ ସେ ନେଇ ଆଲୋଚନା ଜୋର ଧରିଛି । ଏପରିକି ଚେନ୍ନାଇ ସୁପର କିଙ୍ଗସ ତାଙ୍କୁ ଟ୍ରେଡ କରିବ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା । ନିକଟରେ ହାର୍ଦ୍ଦିକ ମୁମ୍ବାଇରୁ ବେଙ୍ଗାଲୁର ଶିଫ୍ଟ ହୋଇଛନ୍ତି । ଏବେ…

ବୁଲାଣିରେ ଘାଟି ତଳକୁ ଖସିପଡ଼ିଲା ବସ୍; ଜଣ ମୃତ, ଏକାଧିକ ଆହତ

ବୌଦ୍ଧ: ବୌଦ୍ଧ-କନ୍ଧମାଳ ସୀମାନ୍ତ ରାଣୀପଥର ଘାଟିରେ ଏକ ବରଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ । ଭାରସାମ୍ୟ ହରାଇ ବୁଲାଣିରେ ଘାଟି ତଳକୁ ଖସିପଡ଼ିଛି ବସ୍। ଏଥିରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଉର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି। ତେବେ ମୃତକଙ୍କ ପରିଚୟ ମିଳିପାରିନଥିବା ବେଳେ ଆହତ ଓ…

Wildlife Trafficking:ଓଡ଼ିଶା-ଛତିଶଗଡ଼ ସୀମାନ୍ତରୁ ଉଦ୍ଧାର ହେଲା ବାଘ ଛାଲ; ବନ୍ଧାହେଲେ ୨

ନୂଆପଡ଼ା:ବନ ବିଭାଗ କର୍ମଚାରୀଙ୍କ ଆଖିରେ ଧୂଳି ଦେଇ ବେଆଇନ ଶିକାର ଓ ବନ୍ୟଜନ୍ତୁଙ୍କ ଦେହାବଶେଷର କାରବାର କରୁଛନ୍ତି ବନ୍ୟଜନ୍ତୁ ଶିକାରୀ । ଆଜି ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟ ସୀମାନ୍ତ ଛତିଶଗଡ ରାଜ୍ୟ ଉଦନ୍ତି- ସୀତାନଦୀ ଅଭୟାରଣ୍ୟ ଅଞ୍ଚଳରୁ ବାଘ ଛାଲ ଜବତ ହୋଇଛି। ଏହି ଘଟଣାରେ…

Indian sailor’s death in Venezuela:ମସ୍ତିଷ୍କ,ହୃଦୟ,ଫୁସଫୁସ ନାହିଁ: ଭେନେଜୁଏଲାରୁ ଫେରିଥିବା ଭାରତୀୟ…

ନୂଆଦିଲ୍ଲୀ: ଭେନେଜୁଏଲାରେ ମୃତ ଘୋଷିତ ଜଣେ ଭାରତୀୟ ନାବିକଙ୍କ ଶରୀରରୁ ଆଭ୍ୟନ୍ତରୀଣ ଅଙ୍ଗ ଗାଏବ ହେବା ଏକ ଗମ୍ଭୀର ମାମଲା ସାମ୍ନାକୁ ଆସୁଛି । ଭେନେଜୁଏଲାରେ ଡ୍ୟୁଟି ସମୟରେ ପ୍ରାଣ ହରେଇଥିଲେ ଭାରତୀୟ ନାବିକ ରାକେଶ ଚୌହାନ । ରିପୋର୍ଟ ଅନୁଯାୟୀ ମୃତଦେହରେ ମସ୍ତିଷ୍କ, ହୃଦୟ, ଫୁସଫୁସ ଏବଂ…

ଫିଫା ବିଶ୍ୱକପ: ଗୋଟିଏ ମ୍ୟାଚରେ ୨ଟି ବିଶ୍ୱରେକର୍ଡ କଲେ ଏମ୍ବାପ୍ପେ

ନୂଆଦିଲ୍ଲୀ: ଚଳିତ ଫିଫା ବିଶ୍ୱକପରେ ରାଉଣ୍ଡ ଅଫ ୩୨ ମୁକାବିଲାରେ ଫ୍ରାନ୍ସ ପକ୍ଷରୁ କିଲିୟନ ଏମ୍ବାପ୍ପେ ୨ଟି ଗୋଲ ସ୍କୋର କରିଛନ୍ତି । ତାଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଫ୍ରାନ୍ସ ୩-୦ ଗୋଲରେ ସ୍ୱୀଡେନକୁ ପରାସ୍ତ କରି ପ୍ରି-କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି । ସେ ୪୫ତମ ଓ ୭୪ତମ ମିନିଟରେ…

‘ଦ ମିଲେଟ୍ ଡାଏରୀ’ର ଆସିଲା ଟ୍ରେଲର;ନିଜ ମାଟିର ଇତିହାସ ସହ ଏକ ହୃଦୟସ୍ପର୍ଶୀ କାହାଣୀ ନେଇ ଏହି ଦିନ ହେବ ରିଲିଜ

ଭୁବନେଶ୍ୱର:ନିଆରା କାହାଣୀକୁ ନେଇ ଆସୁଛି ଓଡ଼ିଆ ଫିଲ୍ମ 'ଦ ମିଲେଟ୍ ଡାଏରୀ’। ଏହି ସିନେମାଟିରେ ଦେଖିବାକୁ ମିଳିବ ଅତୀତର ସେହି ସମୟକୁ, ଯେଉଁଠି ମାଣ୍ଡିଆ କେବଳ ଏକ ଶସ୍ୟ ନଥିଲା,ଥିଲା ସଭ୍ୟତାର ପରିଚୟ। ଏକ ଶାଶ୍ୱତ ପ୍ରେମର ସୁନ୍ଦର ଝଲକ ଏହି ଚଳଚ୍ଚିତ୍ରରେ ଦେଖିବେ ଦର୍ଶକ । ଇନଫାଇସନ୍…

ବିଚ୍ ରାସ୍ତାରେ ଯୁବକଙ୍କୁ ହାଣିଲେ; ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ସୁବର୍ଣ୍ଣପୁର: ବିନିକାରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ଗତକାଲି ବିଳମ୍ବିତ ରାତ୍ରୀରେ ବିଚ୍ ରାସ୍ତାରେ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ। ଆହତ ଯୁବକ ଜଣଙ୍କ ହେଲେ ବିନିକା ବେରିହାପଡାର ଜୟ ବାଗ (୨୫ ବର୍ଷ)। ଗୁରୁତର ଅବସ୍ଥାରେ ବିନିକା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।…

ପୂର୍ବତନ କ୍ରିକେଟର ଶ୍ରୀସନ୍ଥଙ୍କ ଉପରୁ ହଟିଲା ବାସନ୍ଦ ଦଣ୍ଡାଦେଶ

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ଏସ.ଶ୍ରୀସନ୍ଥଙ୍କ ଉପରୁ ବାସନ୍ଦ ଦଣ୍ଡାଦେଶ ହଟିଛି । କେରଳ କ୍ରିକେଟ ଆସୋସିଏଶନର ଏହି ନିଷ୍ପତି ଶ୍ରୀସନ୍ଥଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି । ଏଥିସହ କେସିଏ ଓ ଶ୍ରୀସନ୍ଥଙ୍କ ମଧ୍ୟରେ ଉପୁଜିଥିବା ବିବାଦର ମଧ୍ୟ ଅନ୍ତ ଘଟିଛି । ସଞ୍ଜୁ ସାମସନଙ୍କ ଚୟନକୁ…

ମହାନଦୀ ଟ୍ରିବ୍ୟୁନାଲଙ୍କ ଓଡ଼ିଶା ଗସ୍ତରେ ବ୍ୟୟ ହୋଇଥିବା ଟଙ୍କାର ସ୍ୱତନ୍ତ୍ର ଅଡିଟ୍ ଦାବି କଲା ମହାନଦୀ ବଞ୍ଚାଅ…

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ଓଡ଼ିଶା ଗସ୍ତ ସମୟରେ ହୋଇଥିବା ବିପୁଳ ସରକାରୀ ଅର୍ଥ ବ୍ୟୟକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଏହି ଗସ୍ତ ସମୟରେ ରାଜ୍ୟ ସରକାର କରିଥିବା ଖର୍ଚ୍ଚ ବାବଦରେ ସ୍ପେଶାଲ ଅଡିଟ୍ କରିବାକୁ ଦାବି ହୋଇଛି। ମହାନଦୀ ବଞ୍ଚାଅ ଆନ୍ଦୋଳନ ପକ୍ଷରୁ ଆଜି…