Latest Odisha News

BREAKING NEWS

Mamata’s Lok Sabha Plan: ଦିଦିଙ୍କ ଶେଷ ଅସ୍ତ୍ର…ଲୋକସଭା ଏଣ୍ଟ୍ରି?

ନୂଆଦିଲ୍ଲୀ: ଲୋକସଭାରେ ମମତାଙ୍କ ଏଣ୍ଟ୍ରି? ବଦଳାଇ ଦେବ କି ଟିଏମସି ଭାଗ୍ୟ? ବୁଡୁଥିବା ଟିଏମସି ଡଙ୍ଗାକୁ କୂଳରେ ଲଗାଇବା ପାଇଁ ଏବେ ଶେଷ ଚାଲ୍ ଚଲାଇବାକୁ ଚାଉଛନ୍ତି ମୁଖିଆ ମମତା ବାନାର୍ଜି । ଗୋଟେ ପଟେ ବଙ୍ଗ ହାତରୁ ଗଲା, ଆଉ ଏବେ ଫାଳ ଫାଳ ହେବାକୁ ବସିଲାଣି ତୃଣମୂଳ…

୨୬ ବର୍ଷରେ ଆକାଶଛୁଆଁ ମହଙ୍ଗା ମାଡ଼

ନୂଆଦିଲ୍ଲୀ: ଭାରତ ଅର୍ଥନୀତି କ୍ଷେତ୍ରରେ ଆଗକୁ ତ ବଢ଼ୁଛି, କିନ୍ତୁ ଏହି ବିକାଶ ସହିତ ସାଧାରଣ ଜନତାଙ୍କ ପକେଟ୍ ଉପରେ ପଡ଼ିଛି ସବୁଠାରୁ ବଡ଼ ଚଡ଼କ । ବିଗତ ୨୬ ବର୍ଷ ମଧ୍ୟରେ ଦେଶରେ ଆକାଶଛୁଆଁ ମହଙ୍ଗା ମାଡ଼ ହୋଇଛି, ଯାହା ଆମ ଆଦମୀର ସାରା ମାସର ବଜେଟ୍‌କୁ ବିଗାଡ଼ି ଦେଇଛି । ଯେଉଁ…

କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବଡ଼ ପରିବର୍ତ୍ତନ ସମ୍ଭାବନା !

ନୂଆଦିଲ୍ଲୀ: ଆସନ୍ତା ୧୮ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ତାର ୧୧ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛି । ଏହି ତାଲିକା ପ୍ରକାଶ ପାଇବା ପରେ ଦେଶର ରାଜନୀତିରେ ଏକ ବଡ଼ ହଲଚଲ୍ ଦେଖାଦେଇଛି । କାରଣ ମୋଦୀ ସରକାରର ଦୁଇ ବଡ଼ ଚେହେରା ତଥା କେନ୍ଦ୍ରମନ୍ତ୍ରୀ ରବନୀତ…

ଦୁଷ୍କର୍ମ ଓ ହତ୍ୟା ଧମକ ଘଟଣାରେ ୮ ବର୍ଷ ପରେ ଗିରଫ ହେଲା ମୌଲାନା

କଟକ: ଦୁଷ୍କର୍ମ ଅଭିଯୋଗରେ ଫେରାର ମୌଲାନା ଗିରଫ । ଜାମସେଦପୁରରୁ ଗିରଫ କଲା ଜଗତପୁର ପୋଲିସ । ୨୦୧୮ ମସିହାରେ ଜଣେ ମହିଳା ଆଣିଥିଲେ ଦୁଷ୍କର୍ମ ଅଭିଯୋଗ । ତନ୍ତ୍ର ମନ୍ତ୍ର ବାହାନାରେ ମୌଲାନା ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ । ଦୁଷ୍କର୍ମ ଅଭିଯୋଗ ପରେ ଫେରାର ଥିଲା ପଦ୍ମପୁର ମୁତାରିଫା…

ଭୁବନେଶ୍ବରରେ କଙ୍ଗନା;ମୁଖ୍ୟମନ୍ତ୍ରୀଙ୍କ ସହ ଦେଖିବେ ଫିଲ୍ମ ପ୍ରିମିୟର ଶୋ…

ଭୁବନେଶ୍ବର: ବଲିଉଡ ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରଣାୱତ ଫିଲ୍ମ ଭାରତ ଭାଗ୍ୟ ବିଧାତାର ପ୍ରିମିୟର ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ନିଜ ଅଭିନୀତ ଫିଲ୍ମ ଭାରତ ଭାଗ୍ୟ ବିଧାତାର ପ୍ରିମିୟର ଶୋ ଦେଖିବେ। ପରେ ଦିଲ୍ଲୀ ଫେରିଯିବେ…

FIR Against Khan Sir: ଏମିତି କହିଦେଲେ ଖାନ୍ ସାର୍…ଏବେ ହୋଇପାରନ୍ତି ବନ୍ଧା?

ପାଟନା: ବିହାରର ଜଣାଶୁଣା ଏବଂ ପ୍ରସିଦ୍ଧ ପ୍ରଶିକ୍ଷକ ଖାନ୍ ସାରଙ୍କ ଅଡୁଆ ବଢିଛି । କୋଚିଂ ବିବାଦ ମାମଲାରେ ଏବେ ଗିରଫ ହୋଇପାରନ୍ତି ଖାନ୍ ସାର୍ । କଦମକୁଆନ୍ ପୋଲିସ ଷ୍ଟେସନରେ ଖାନ ଗ୍ଲୋବାଲ୍ ଷ୍ଟଡିଜ୍ ର ନିର୍ଦ୍ଦେଶକ ଫୈଜଲ ଖାନ ଓରଫ ଖାନ ସାରଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି। ପୋଲିସ…

୧୦ ହଜାର ଲାଞ୍ଚ ନେଉଥିବା ବେଳେ ଗିରଫ ହେଲେ ଜୁନିୟର ଆସିଷ୍ଟାଣ୍ଟ

ଭଦ୍ରକ: ୧୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଜୁନିୟର ଆସିଷ୍ଟାଣ୍ଟ । ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ଶ୍ରୀକାନ୍ତ ଦାସ ଜଣେ ବ୍ୟକ୍ତିଙ୍କୁ NOC ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଆଜି ଶ୍ରୀକାନ୍ତ ଦାସ ତାଙ୍କ…

85 crore Alimony: ଛାଡପତ୍ର ପାଇଁ ୮୫ କୋଟି ନେଇ ଛାଡିଲେ ଭାରତୀୟ ବଂଶୋଦ୍ଭବ ମହିଳା…

ନୂଆଦିଲ୍ଲୀ: ୨୩ ବର୍ଷ ପର୍ଯ୍ୟନ୍ତ ଛାଡିଲେନି ସ୍ବାମୀଙ୍କ ପିଛା ସାଢେ ୩ କୋଟି ଆଲିମନି ଦେଇ ରଫାଦଫା କରିଦେଇଥିଲେ ସ୍ବାମୀ ୮୫ କୋଟି ନେଇ ମାନିଲେ ମହିଳା ଛାଡପତ୍ର ନେବାର ୨୩ ବର୍ଷ ପରେ ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ମିଳିଲା ୮୫ କୋଟି ଟଙ୍କା । କିଛି ଏପରି ଘଟଣା ସାମ୍ନାକୁ…

Annamalai resigns from BJP: କାହିଁକି ବିଜେପିରୁ ଇସ୍ତଫା ଦେଲେ ତାମିଲନାଡୁ ସିଙ୍ଘମ୍ ଅନ୍ନାମଲାଇ? ୨ ଦିନ ପୂର୍ବେ…

ଥିରୁଅନନ୍ତପୁରମ୍: ତାମିଲନାଡୁରେ ବିଜେପିକୁ ଏକ ବଡ଼ ଝଟକା ଲାଗିଛି। ତାମିଲନାଡୁର ପୂର୍ବତନ ବିଜେପି ସଭାପତି ତଥା ବିଜେପିର ବଡ ନେତା କେ. ଅନ୍ନାମଲାଇ ବିଜେପିରୁ ଇସ୍ତଫା ଦେଇଛନ୍ତି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଅନ୍ନାମଲାଇଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ରାଜ୍ୟ ବିଧାନସଭା…

Minister quits DKS cabinet: ଶିବକୁମାର ମୁଖ୍ୟମନ୍ତ୍ରୀ ହେବା ପରେ କର୍ଣ୍ଣାଟକ କଂଗ୍ରେସରେ ମତଭେଦ, ଇସ୍ତଫା ଦେଲେ…

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଡିକେ ଶିବକୁମାର କ୍ୟାବିନେଟ ଗଠନ ହେବାର କିଛି ଦିନ ପରେ, ଆଭ୍ୟନ୍ତରୀଣ ଦ୍ୱନ୍ଦର ସଙ୍କେତ ଦେଖାଦେଇଛି। ବରିଷ୍ଠ କଂଗ୍ରେସ ନେତା ତଥା କର୍ଣ୍ଣାଟକ ମନ୍ତ୍ରୀ ରାମଲିଙ୍ଗା ରେଡ୍ଡି ତାଙ୍କୁ ଦିଆଯାଇଥିବା ବିଭାଗରେ ବିରକ୍ତ ହୋଇ ଇସ୍ତଫା ଦେଇଛନ୍ତି। ସୂଚନା ଅନୁସାରେ, ସେ…