Third Degree Police Torture: ମୋବାଇଲ ଚୋରି ସନ୍ଦେହରେ ଥାନାରେ ନାବାଳକକୁ ଥାର୍ଡ ଡିଗ୍ରି
ଭଦ୍ରକ: ଥାନାରେ ନାବାଳକକୁ ପୋଲିସର ଥାର୍ଡ ଡିଗ୍ରୀ। ମୋବାଇଲ ଚୋରି ସନ୍ଦେହରେ ନାବାଳକକୁ ଅମାନୁଷିକ ନିର୍ଯ୍ୟାତନା ଅଭିଯୋଗ। ଏପରି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନାରେ। ଏହି ଥାନା ବିରୋଧରେ ଆସିଛି ଏହି ସଙ୍ଗୀନ ଅଭିଯୋଗ। ଗୁରୁତର ଅବସ୍ଥାରେ ନାବାଳକ ଭଦ୍ରକ ମେଡିକାଲରେ ଭର୍ତ୍ତି…