Latest Odisha News

BREAKING NEWS

85 crore Alimony: ଛାଡପତ୍ର ପାଇଁ ୮୫ କୋଟି ନେଇ ଛାଡିଲେ ଭାରତୀୟ ବଂଶୋଦ୍ଭବ ମହିଳା…

ନୂଆଦିଲ୍ଲୀ: ୨୩ ବର୍ଷ ପର୍ଯ୍ୟନ୍ତ ଛାଡିଲେନି ସ୍ବାମୀଙ୍କ ପିଛା ସାଢେ ୩ କୋଟି ଆଲିମନି ଦେଇ ରଫାଦଫା କରିଦେଇଥିଲେ ସ୍ବାମୀ ୮୫ କୋଟି ନେଇ ମାନିଲେ ମହିଳା ଛାଡପତ୍ର ନେବାର ୨୩ ବର୍ଷ ପରେ ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ମିଳିଲା ୮୫ କୋଟି ଟଙ୍କା । କିଛି ଏପରି ଘଟଣା ସାମ୍ନାକୁ…

Annamalai resigns from BJP: କାହିଁକି ବିଜେପିରୁ ଇସ୍ତଫା ଦେଲେ ତାମିଲନାଡୁ ସିଙ୍ଘମ୍ ଅନ୍ନାମଲାଇ? ୨ ଦିନ ପୂର୍ବେ…

ଥିରୁଅନନ୍ତପୁରମ୍: ତାମିଲନାଡୁରେ ବିଜେପିକୁ ଏକ ବଡ଼ ଝଟକା ଲାଗିଛି। ତାମିଲନାଡୁର ପୂର୍ବତନ ବିଜେପି ସଭାପତି ତଥା ବିଜେପିର ବଡ ନେତା କେ. ଅନ୍ନାମଲାଇ ବିଜେପିରୁ ଇସ୍ତଫା ଦେଇଛନ୍ତି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଅନ୍ନାମଲାଇଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ରାଜ୍ୟ ବିଧାନସଭା…

Minister quits DKS cabinet: ଶିବକୁମାର ମୁଖ୍ୟମନ୍ତ୍ରୀ ହେବା ପରେ କର୍ଣ୍ଣାଟକ କଂଗ୍ରେସରେ ମତଭେଦ, ଇସ୍ତଫା ଦେଲେ…

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଡିକେ ଶିବକୁମାର କ୍ୟାବିନେଟ ଗଠନ ହେବାର କିଛି ଦିନ ପରେ, ଆଭ୍ୟନ୍ତରୀଣ ଦ୍ୱନ୍ଦର ସଙ୍କେତ ଦେଖାଦେଇଛି। ବରିଷ୍ଠ କଂଗ୍ରେସ ନେତା ତଥା କର୍ଣ୍ଣାଟକ ମନ୍ତ୍ରୀ ରାମଲିଙ୍ଗା ରେଡ୍ଡି ତାଙ୍କୁ ଦିଆଯାଇଥିବା ବିଭାଗରେ ବିରକ୍ତ ହୋଇ ଇସ୍ତଫା ଦେଇଛନ୍ତି। ସୂଚନା ଅନୁସାରେ, ସେ…

ତ୍ରିଶୁଳିଆ ପୋଲ ତଳୁ ଡାକ୍ତରୀ ଛାତ୍ରୀଙ୍କ ମୃତଦେହ ଉଦ୍ଧାର;ହତ୍ୟା କି ଆତ୍ମହତ୍ୟା ଅସ୍ପଷ୍ଟ

କଟକ:ଗୁରୁବାର ତ୍ରିଶୁଳିଆ ନିକଟ ନେତାଜୀ ସୁଭାଷ ସେତୁ ତଳ କାଠଯୋଡି ନଦୀର ପାଣି ଭିତରୁ ସନ୍ଦେହଜନକ ଭାବେ ପଡ଼ିଥିବା ଜଣେ ଡାକ୍ତରୀ ଛାତ୍ରୀଙ୍କ ମୃତହେଦ ଉଦ୍ଧାର କରିଛି ପୋଲିସ। ମୃତ ଛାତ୍ରୀ ଜଣଙ୍କ ବାଲେଶ୍ବର FM ମେଡିକାଲ କଲେଜର ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ। ତାଙ୍କ ଘର ମୟୂରଭଂଜ ଜିଲ୍ଲା…

Electric vehicles:ଇଭି ଭଡ଼ା ଦେୟ ଧାର୍ଯ୍ୟ କଲେ ସରକାର;ହାଇକୋର୍ଟ ଜଜ୍,ମନ୍ତ୍ରୀଙ୍କ ପାଇଁ ୮୦ ହଜାର…

ଭୁବନେଶ୍ବର: ସରକାରୀ ବ୍ୟବ‌ହାର ପାଇଁ ଭଡ଼ାରେ ଆସିବ ବୈଦ୍ୟୁତିକ ଯାନ (ଇଭି) । ଭଡାରେ ନିୟୋଜିତ ବୈଦ୍ୟୁତିକ ଯାନର (EV) ଭଡ଼ା ଦେୟ  ରାଜ୍ୟ ସରକାର ଧାର୍ଯ୍ୟ କରିଛନ୍ତି। ବ୍ଲକ୍ , ତହସିଲ ସ୍ତରରେ ମାସିକ ୫୫ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ସ୍ବତନ୍ତ୍ର ସଚିବ ଏବଂ ନିର୍ଦ୍ଦେଶକ ଜିଲ୍ଲା…

୨୨ ବସ୍ତା ବେଆଇନ କଫ୍ ସିରପ୍ ଜବତ, ୨ ଗିରଫ

ବରଗଡ଼: ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ବରଗଡ଼ ଜିଲା ପଦ୍ମପୁର ଅଞ୍ଚଳରେ ବେଆଇନ ନିଶାଦ୍ରବ୍ୟ କାରବାର ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରି ପୋଲିସ ବିପୁଳ ପରିମାଣର ନିଶା ଜାତୀୟ କଫ୍ ସିରପ୍ ଜବତ କରିଛି । ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ପୋଲିସର ଚଢାଉ ସମୟରେ OD…

Pipili Chandua Handicraft Hub: ୮୦ କୋଟିରେ ନିର୍ମାଣ ହେବ ୫ ମହଲା ବିଶିଷ୍ଟ ଅତ୍ୟାଧୁନିକ ଚାନ୍ଦୁଆ ବଜାର

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପିପିଲି ତହସିଲ ଅନ୍ତର୍ଗତ ଜଗନ୍ନାଥପୁର ମୌଜାରେ ୫ ଏକରରୁ ଅଧିକ ଜମି ଉପରେ ଏକ ଅତ୍ୟାଧୁନିକ ‘ପିପିଲି ଚାନ୍ଦୁଆ ହସ୍ତଶିଳ୍ପ ହବ୍’ ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି। ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ପ୍ରାୟ ୮୦ କୋଟି ଟଙ୍କା…

ଭାରସାମ୍ୟ ହରାଇ ମାର୍କେଟ କମ୍ପ୍ଳୋକ୍ସକୁ ପଶିଗଲା ଟ୍ରକ୍; ୮ରୁ ଅଧିକ ବାଇକ୍‌ କ୍ଷତିଗ୍ରସ୍ତ

କୋରାପୁଟ:ଅଳ୍ପକେ ଟଳିଯାଇଛି। ବଡ଼ ଧରଣର ଅଘଟଣ । କୋରାପୁଟ ୨୬ ନମ୍ବର ଜାତୀୟ ରାଜପଥରେ ଥିବା ସହର ପ୍ରବେଶ ପଥରେ ଆଜି ଘଟିଛି ଏକ ଭୟାବହ ଦୁର୍ଘଟଣା । ଟ୍ରକ ବ୍ରେକ୍‌ ଫେଲ ହୋଇ କୋରାପୁଟ ସହର ସର୍କିଟ ହାଉସ ତଳୁଆ ଅଞ୍ଚଳ ଏଚଡିଏଫସି ବ୍ୟାଙ୍କ ଥିବା ଏକ ମାର୍କେଟ କମ୍ପ୍ଳୋକ୍ସ ଗ୍ରାଉଣ୍ଡ ଫ୍ଲୋର…

୧୧ ବର୍ଷ ପରେ ମଧ୍ୟ ଅଧୁରା ରହିଲା ଓଡ଼ିଶାର କୋଷ୍ଟାଲ ହାଇୱେ ପ୍ରକଳ୍ପ: ବିଜେଡି

ଭୁବନେଶ୍ୱର: ଦୀର୍ଘ ୧୧ ବର୍ଷ ପରେ ଓଡ଼ିଶାର କୋଷ୍ଟାଲ ହାଇୱେ ପ୍ରକଳ୍ପ ସମ୍ପର୍କରେ କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ ମିଳିଥିବା ନେଇ ଘୋଷଣା ହୋଇଛି। କିନ୍ତୁ ଏଥିରେ ଓଡ଼ିଶାବାସୀଙ୍କ ଆଶା ଓ ଆକାଂକ୍ଷାକୁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଜଳାଞ୍ଜଳି ଦେଇଥିବା କହି କଡ଼ା ସମାଲୋଚନା କରିଛି ବିଜୁ ଜନତା…

ଲର୍ଡସରେ ଆୟୋଜିତ ହେଲା ୧୫୦ତମ ଟେଷ୍ଟ ମ୍ୟାଚ

ଲର୍ଡସ: ନ୍ୟୁଜିଲାଣ୍ଡ ଟିମ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ଇଂଲଣ୍ଡ ଗସ୍ତରେ ଯାଇଛି । ସିରିଜର ପ୍ରଥମ ମ୍ୟାଚ ଜୁନ ୪ରୁ ଲଣ୍ଡନର ଲର୍ଡସ ଗ୍ରାଉଣ୍ଡରେ ଆରମ୍ଭ ହେବ । ଏଥିସହ ଟେଷ୍ଟ କ୍ରିକେଟରେ ସର୍ବାଧିକ ୧୫୦ ମ୍ୟାଚ ଲର୍ଡସ ଗ୍ରାଉଣ୍ଡରେ ଆୟୋଜିତ ହେବ । ୧୮୮୪ରେ ଏହି ଐତିହାସିକ…