Latest Odisha News

BREAKING NEWS

ଭଦ୍ରକ ରାଜନୀତିରେ ପୁଣି ହଲଚଲ: ବିଜେପିରେ ସାମିଲ୍ ହେଲେ ମଣ୍ଡଳ ଦମ୍ପତି

ଭଦ୍ରକ: ରାଜନୀତିରେ ପୁଣି ହଲଚଲ। ବିଜେଡିରୁ ଇସ୍ତଫା ଦେବା ପରେ ବହୁଦିନ ଧରି ଅପେକ୍ଷା କରିବା ପରେ ଆଜି ବିଜେପିରେ ସାମିଲ୍ ହୋଇଛନ୍ତି ମଣ୍ଡଳ ଦମ୍ପତି। ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି…

ଗଞ୍ଜେଇ ଚୋରାଚାଲାଣ ଉଦ୍ୟମ ପଣ୍ଡ;୨୯୫ କେଜି ଗଞ୍ଜେଇ ଜବତ,ଚାଳକ ଫେରାର

ବୌଦ୍ଧ:ବିଶ୍ୱସ୍ତସୂତ୍ରରୁ ଖବର ପାଇ ଅବକାରୀ ଵିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବଡ଼ ଧରଣର ଗଞ୍ଜେଇ ଚୋରାଚାଲାଣ ଉଦ୍ୟମକୁ ପଣ୍ଡ କରାଯାଇଛି । କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨୯୫ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି। କିନ୍ତୁ ଚଢ଼ାଉ ସମୟରେ ଟ୍ରକ ଚାଳକ ଘଟଣାସ୍ଥଳରୁ ଫେରାର ହୋଇ…

ଅବସର ନିଷ୍ପତିରୁ ଓହରି ୱିମ୍ବେଲଡେନ ଖେଳିଲେ ସେରେନା

ଲଣ୍ଡନ: ୱିମ୍ବେଲଡେନ ଟେନିସ ଟୁର୍ଣ୍ଣାମେଂଟରେ ଖେଳିବା ପାଇଁ ଆମେରିକାର ଷ୍ଟାର ମହିଳା ଖେଳାଳି ସେରେନା ୱିଲିୟମ୍ସ ଅବସର ନିଷ୍ପତିରୁ ଓହରିଥିଲେ । ତେବେ ତାଙ୍କର ଏହି ପ୍ରତ୍ୟାବର୍ତନ ଉତ୍ସାହଜନକ ରହି ନାହିଁ । ୪୪ ବର୍ଷୀୟା ସେରେନା ପ୍ରଥମ ରାଉଣ୍ଡରେ ୨୦ ବର୍ଷୀୟା ଅଷ୍ଟ୍ରେଲିଆର ମାୟା…

ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଶେଷ ହେବ SI ପରୀକ୍ଷା

ଭୁବନେଶ୍ୱର : SI ଆଶାୟୀଙ୍କ ପାଇଁ ବଡ଼ ଖବର । ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା ଶେଷ ହେବ ପୋଲିସ SI ପରୀକ୍ଷା । ସୂଚନା ଦେଲେ OUSSSC ଅଧ୍ୟକ୍ଷ ରଶ୍ମି ରଞ୍ଜନ ସ୍ୱାଇଁ । ପ୍ରଶ୍ନପତ୍ର ଲିକ୍ ପାଇଁ ବଞ୍ଚିତ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ। ବୟସ ଗଡ଼ି ଯାଇଥିଲେ ବି ପରୀକ୍ଷା ଦେଇ ପାରିବେ।…

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା, ବିକ୍ରମ ପଣ୍ଡାଙ୍କ ସମେତ ୧୪ ଅଭିଯୁକ୍ତଙ୍କ ଉପରୁ ଉଠିଲା ହତ୍ୟା ଦଫା

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ବଡ଼ ଟ୍ୱିଷ୍ଟ। ହତ୍ୟା ଦଫାରୁ ବାଦ୍ ପଡିଲେ ଅଭିଯୁକ୍ତ ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା। ବିକ୍ରମଙ୍କ ସମେତ ୧୪ ଜଣ ଅଭିଯୁକ୍ତଙ୍କ ଉପରୁ ଉଠିଲା ହତ୍ୟା ଦଫା। ଦ୍ୱିତୀୟ ପର୍ଯ୍ୟାୟ ଚାର୍ଜସିଟ୍‌ ଦାଖଲ ପରେ ଏହି ଟ୍ୱିଷ୍ଟ…

Illegal Fly Ash Dumping:ପାଉଁଶ ମାପିଆଙ୍କ ବିରୋଧରେ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କୁ ଉପବାଚସ୍ପତିଙ୍କ ଚିଠି; ସ୍ୱତନ୍ତ୍ର…

ସୁନ୍ଦରଗଡ: ବେଆଇନ ଭାବେ ଚାଲିଛି ଫ୍ଲାଏ ଆସ୍ ପରିବହନ ଏବଂ ଅନିୟନ୍ତ୍ରିତ ଡମ୍ପିଂ । ସୁନ୍ଦରଗଡ଼ ଜିଲ୍ଲାରେ ବେଆଇନ ଭାବେ ଫ୍ଲାଏ ଆସ୍ ପରିବହନ ଓ ବିଭିନ୍ନ ସ୍ଥାନରେ ଅନିୟନ୍ତ୍ରିତ ଭାବେ ଗଦାକରି ପକାଯାଉଥିବା ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ…

July school holidays: ଜୁଲାଇରେ ପିଲାଙ୍କ ମଜା, ଖାଲି ଛୁଟି ହିଁ ଛୁଟି, ଏହିସବୁ ଦିନ ବନ୍ଦ ରହିବ ବିଦ୍ୟାଳୟ…

ନୂଆଦିଲ୍ଲୀ: ଜୁଲାଇ ୨୦୨୬ରେ ନୂତନ ଶିକ୍ଷାବର୍ଷ ସମ୍ପୂର୍ଣ୍ଣ ଆରମ୍ଭ ହେବା ସହିତ, ଛାତ୍ର ଏବଂ ଅଭିଭାବକଙ୍କ ପାଇଁ ସ୍କୁଲ ଛୁଟିର ଏକ ତାଲିକା ପ୍ରକାଶ କରାଯାଇଛି। ଏହି ମାସରେ, ଦେଶର ସମସ୍ତ ସ୍କୁଲରେ ଚାରିଟି ସାପ୍ତାହିକ ରବିବାର ଛୁଟି ରହିବ, ଯାହା ଜୁଲାଇ ୫, ୧୨, ୧୯ ଏବଂ ୨୬ ତାରିଖରେ ପଡ଼ିବ।…

ସରକାରଙ୍କ ବଡ଼ ନିଷ୍ପତ୍ତି: ତ୍ରୁଟି ସଂଶୋଧନ କରି ପିଲାଙ୍କୁ ବଣ୍ଟାଯିବ ନୂଆ ବହି

ଭୁବନେଶ୍ୱର: ବହି ତ୍ରୁଟିକୁ ନେଇ ବଡ଼ ଘୋଷଣା। ନୂଆ ବହି ଦେବେ ସରକାର। ପିଲା ସଂଶୋଧିତ ପୁସ୍ତକରେ ପାଠ ପଢିବେ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏନ ତିରୁମାଲା ନାଏକ ସୂଚନା ଦେଇଛନ୍ତି। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ବଣ୍ଟାଯାଇଥିବା ନୂଆ ପାଠ୍ୟବହିରେ ବ୍ୟାପକ…

Letter to PM Modi, Sharif: ମୋଦି-ଶାହବାଜଙ୍କୁ ଖୋଲା ଚିଠି, ‘କଥା ହୁଅନ୍ତୁ ଭାରତ-ପାକିସ୍ତାନ’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଏବଂ ପ୍ରଧାନମନ୍ତ୍ରୀ ଶରିଫଙ୍କୁ ଚିଠି ଲେଖିଲେ ୧୧୭ ବିଶିଷ୍ଟ ବ୍ୟକ୍ତି "ଯୁଦ୍ଧ ନୁହେଁ... ପରସ୍ପର ସହ କଥାବାର୍ତ୍ତା କରନ୍ତୁ…" ଗୋଟେପଟେ ସୀମାରେ ଛକାଛକି, ଅନ୍ୟପଟେ ଆତଙ୍କବାଦକୁ ନେଇ ଭାରତର କଠୋର ଆଭିମୁଖ୍ୟ…ବଢୁଛି ପାକିସ୍ତାନ-ଭାରତ ମଧ୍ୟରେ…

ଭୀମସାରର ୨ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ

ସମ୍ବଲପୁର: ବୁଧବାର ଦିନ ଓଡ଼ିଶା ଭିଜିଲାନ୍ସ ବୁର୍ଲାର ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ୍ ରିସର୍ଚ୍ଚ (VIMSAR)ର ଦୁଇ ଅଧିକାରୀଙ୍କୁ ଗିରଫ କରିଛି। ସେମାନେ ହେଲେ ଏଷ୍ଟାବ୍ଲିସ୍ମେଣ୍ଟ୍ ଅଫିସର-କମ୍-ଅଫିସ୍ ସୁପରିଣ୍ଟେଣ୍ଡେଣ୍ଟ୍ ଧନୁର୍ଦ୍ଧର ବିଶ୍ୱାଳ…