Latest Odisha News

BREAKING NEWS

ଆସିଲା କଂଗ୍ରେସର ପ୍ରାର୍ଥୀ ତାଲିକା: ଭଣ୍ଡାରୀପୋଖରୀରୁ ଲଢ଼ିବେ ନିରଞ୍ଜନ, ପ୍ରବୋଧଙ୍କ କଟିଲା ଟିକେଟ

ଭୁବନେଶ୍ବର: ଆସିଲା କଂଗ୍ରେସର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ସାଧାରଣ ନିର୍ବାଚନ-୨୦୨୪ ପାଇଁ କଂଗ୍ରେସ ଏପର୍ଯ୍ୟନ୍ତ ୨ଟି ପର୍ଯ୍ୟାୟରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କରିଥିଲା। ଆଜି ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ୭୫ଟି ବିଧାନସଭା ଆସନ ପାଇଁ…

ଲେଖିବେ କି ନୂଆ ଇତିହାସ ଲେଖାଶ୍ରୀ ?

ଭୁବନେଶ୍ୱର: ବାଲେଶ୍ୱର ଦେଖିବ ବଡ ଲଢେଇ । ବିଜେପିରୁ ପ୍ରତାପ ଷଡଙ୍ଗୀ ରିପିଟ୍ । ବିଜେଡିରୁ ଲେଖାଶ୍ରୀ ସରପ୍ରାଇଜ୍ । କଂଗ୍ରେସର ଶ୍ରୀକାନ୍ତ ଜେନା ଟୁଇଷ୍ଟ । କୁରୁକ୍ଷେତ୍ର ପ୍ରସ୍ତୁତ, ମଇଦାନରେ ଯୋଦ୍ଧା ତୟାର । କିଏ ଜିତିବ ବାଲେଶ୍ୱର ବାଜି ? ରୁଦ୍ଧଦ୍ୱାର ବୈଠକ ସାଙ୍ଗକୁ ବିରୋଧୀଙ୍କୁ ମାତ୍…

କୋହଲିଙ୍କ ରେକର୍ଡ ସହ ସମକକ୍ଷ ହେଲେ ଧୋନୀ

ମୁମ୍ବାଇ: ଚଳିତ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମୁକାବିଲାରେ ଖେଳିବା ପରେ ଚେନ୍ନାଇ ସୁପର କିଙ୍ଗସର ମହାନ ଖେଳାଳି ମହେନ୍ଦ୍ର ସିଂ ଧୋନୀ ଆଉ ଏକ କୀର୍ତିମାନ ନିଜ ନାମରେ କରିଛନ୍ତି । ବିରାଟ କୋହଲିଙ୍କ ପରେ ସେ ଦ୍ୱିତୀୟ ଖେଳାଳି ଭାବେ ଗୋଟିଏ ଟିମ ପକ୍ଷ ରୁ ୨୫୦ ମ୍ୟାଚ ଖେଳିବା ଗୌରବ…

ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ପଥରମାଡ଼, ୬ରୁ ଅଧିକ ଆହତ

ବାଲେଶ୍ୱର: ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଗଣ୍ଡଗୋଳ। ରେମୁଣା ଗନିପୁରରେ ଶୋଭାଯାତ୍ରା ବେଳେ ଢ଼େଲାମାଡ଼ ହୋଇଥିବା ଅଭିଯୋଗ। ଡିଜେ ଗାଡ଼ି ସହ ଶୋଭାଯାତ୍ରାରେ ଯାଉଥିବା ଲୋକଙ୍କ ଉପରକୁ ପଥର ମାଡ଼ ହୋଇଛି। ଏଥିରେ ୬ ରୁ ଅଧିକ ଜଣ ଆହତ ହୋଇଛନ୍ତି। ଆହତମାନେ ରେମୁଣା ସ୍ୱାସ୍ଥ୍ୟକେନ୍ଦ୍ରରେ…

ବିଜେଡି ଛାଡ଼ିଲେ ସରୋଜ ସାହୁ, ରାଜ୍ୟ ସମ୍ପାଦକ ପଦରୁ ଦେଲେ ଇସ୍ତଫା

ଭୁବନେଶ୍ୱର: ବିଜେଡିକୁ ପୁଣି ଝଟକା । ବିଜେଡି ରାଜ୍ୟ ସମ୍ପାଦକ ପଦରୁ ଇସ୍ତଫା ଦେଲେ ସରୋଜ କୁମାର ସାହୁ । ପଦରୁ ଇସ୍ତଫା ସହ ଦଳର ପ୍ରାଥମିକ ସଦସ୍ୟରୁ ମଧ୍ୟ ଇସ୍ତଫା ଦେଲେ ସରୋଜ କୁମାର ସାହୁ । ସେ ଗୋଟିଏ ସାମ୍ବାଦିକ ସମ୍ମିଳନୀ କରି ନିଜର ଇସ୍ତଫା ସମ୍ପର୍କରେ ଘୋଷଣା କରିଛନ୍ତି। ଆଜି ବିଦ୍ଧି…

ଲକ୍ଷ୍ନୌକୁ ୮ ୱିକେଟରେ ପରାଜିତ କଲା କୋଲକାତା

କୋଲକାତା: ଚଳିତ ଆଇପିଏଲରେ ରବିବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ କୋଲକାତା ନାଇଟ ରାଇଡର୍ସ ୮ ୱିକେଟରେ ଲକ୍ଷ୍ନୌ ସୁପର ଜ୍ୟାଂଟସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ୧୬୨ ରନର ଲକ୍ଷ୍ୟ ପ୍ରଦାନ କରିଥିଲା । କେକେଆର ୧୫.୪ ଓଭରରେ ୨ଟି ୱିକେଟ ହରାଇ ଏହି ବିଜୟ ଲକ୍ଷ୍ୟ ସହଜରେ…

ଯୁବ ବିଜେଡି କର୍ମୀଙ୍କ ଦବଙ୍ଗଗିରି; ମନ୍ତ୍ରୀଙ୍କୁ ଗୁହାରି କରିବାରୁ ଲୋକଙ୍କୁ ପିଟିଲେ

ରାୟଗଡ଼ା: ଯୁବ ବିଜେଡି କର୍ମୀଙ୍କ ଦବଙ୍ଗଗିରି। ମନ୍ତ୍ରୀଙ୍କୁ ଗୁହାରି କରିବାରୁ ଲୋକଙ୍କୁ ପିଟିଲେ ବିଜେଡ଼ି କର୍ମୀ। ରାୟଗଡ଼ା ବିଷମକଟକ ନିର୍ବାଚନ ମଣ୍ଡଳୀ ମୁନିଗୁଡ଼ା ବ୍ଲକ ରଘୁବାରିରେ ଘଟିଛି ଏଭଳି ଘଟଣା । ମନ୍ତ୍ରୀ ରଘୁବାରିକୁ ପ୍ରଚାର ପାଇଁ ଯାଇଥିଲା ବେଳେ ଘେରିଲେ ଲୋକେ । ଭୋଟ ମାଗିବା…

ସରବଜିତଙ୍କୁ ହତ୍ୟାକାରୀଙ୍କୁ ପାକିସ୍ତାନରେ ହତ୍ୟା

ଲାହୋର: ପାକିସ୍ତାନ ଜେଲରେ ବନ୍ଦୀଥିବା ଭାରତର ସରବଜିତ ସିଂଙ୍କ ହତ୍ୟାକାରୀ ଅମୀର ସର୍ଫରାଜଙ୍କୁ ରବିବାର ଅଜ୍ଞାତ ବନ୍ଧୁକଧାରୀ ଗୁଳି କରି ହତ୍ୟା କରିଛନ୍ତି । ଆଇଏସଆଇର ଇଶାରରେ ପାକିସ୍ତାନରେ ସରବଜିତଙ୍କୁ ପଲିଥିନରେ ଶ୍ୱାସରୁଦ୍ଧ କରାଯାଇ ହତ୍ୟା କରାଯାଇଥିଲା । ସର୍ଫରାଜ ପାକିସ୍ତାନରେ…

ଟି୨୦ ବିଶ୍ୱକପ ଦଳରେ ସ୍ଥାନ ପାଇବେ ତ ହାର୍ଦ୍ଦିକ

ମୁମ୍ବାଇ: ଚଳିତ ଆଇପିଏଲର ପ୍ରଦର୍ଶନକୁ ଭିତି କରି ଟିମ ଇଣ୍ଡିଆ ଟି୨୦ ବିଶ୍ୱକପ ପାଇଁ ଦଳ ଚୟନ କରିବ । ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଦଳର ନେତୃତ୍ୱ ନେଉଛନ୍ତି । ତେବେ ତାଙ୍କ ପ୍ରଦର୍ଶନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେ ଫିଟ ନ ଥିବା ଏବଂ ଭଲ ପ୍ରଦର୍ଶନ କରି ନ ଥିବାରୁ ବିଶ୍ୱକପ ଦଳରେ…

ଏହି ଦିନଠାରୁ ବନ୍ଦ ହୋଇଯିବ କଲ୍‌ ଫରୱାର୍ଡିଂ ସେବା, ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଏପ୍ରିଲ ୧୫ ତାରିଖଠାରୁ ଦେଶରେ ବନ୍ଦ ହୋଇଯିବ ୟୁଏସଏସଡି(USSD) କୋଡ୍ ମାଧ୍ୟମରେ କଲ୍ ଫରୱାର୍ଡ ସୁବିଧା। ଅନଲାଇନ୍ ତଥା ନକଲି କଲ୍ ମାଧ୍ୟମରେ ଜାଲିଆତି ବନ୍ଦ କରିବାକୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଦେଶରେ ଅନ୍‌ଲାଇନ୍‌ ଠକେଇ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। କିନ୍ତୁ…