ପାକିସ୍ତାନ ଏବଂ ଆଫଗାନିସ୍ତାନ ଶାନ୍ତିଚୁକ୍ତି ବାତିଲ…
ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଆଫଗାନିସ୍ତାନ ସୀମାରେ ଚାଲିଥିବା ଭୟଙ୍କର ସଂଘର୍ଷରେ ଗତ କିଛି ସପ୍ତାହ ମଧ୍ୟରେ ଏକାଧିକ ସୈନିକଙ୍କ ସହ ସାଧାରଣ ନାଗରିକଙ୍କ ମଧ୍ୟ ମୃତ୍ୟୁ ଘଟିଛି।
ଯଦି ଏହି ପରି ଅଚଳାବସ୍ଥା ଜାରି ରହେ ତେବେ ଏହା ଆଞ୍ଚଳିକ ସ୍ଥିରତା ଉପରେ ଗଭୀର ପ୍ରଭାବ ପକାଇପାରେ ବୋଲି ଆଶା…