Latest Odisha News

BREAKING NEWS

ଫିଫା ବିଶ୍ୱକପ: କେପ ଭେର୍ଡେ ଟିମର ଅଧିନାୟକଙ୍କ ଉପରେ ମାରାତ୍ମକ ଅଭିଯୋଗ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ ଫୁଟବଲରେ କେପ ଭେର୍ଡେ ଟିମ ତାର ପ୍ରଦର୍ଶନ ମାଧ୍ୟମରେ ରାଉଣ୍ଡ ଅଫ ୩୨ରେ ପ୍ରବେଶ କରିଛି । ଜୁଲାଇ ୪ରେ ଦଳ ବ୍ରାଜିଲ ବିପକ୍ଷରେ ନକଆଉଟ ମ୍ୟାଚ ଖେଳିବ । ତେବେ ଟିମର ଅଧିନାୟକ ର‌୍ୟାନ ମେଣ୍ଡିସଙ୍କ ନାମରେ ମାରାତ୍ମକ ଅଭିଯୋଗ ସେମାନଙ୍କ ପ୍ରସ୍ତୁତିରେ ବାଧା ସୃଷ୍ଟି…

Chinese PLA:ଅରୁଣାଚଳରେ ଚୀନ୍ ପିଏଲଏ ଅନୁପ୍ରବେଶ ଅଭିଯୋଗ ରିପୋର୍ଟ ଭୁଲ ଏବଂ ଭିତ୍ତିହୀନ: ଭାରତୀୟ ସେନା

ନୂଆଦିଲ୍ଲୀ:ସୋମବାର ଦିନ ଭାରତୀୟ ସେନା କିଛି ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ଖଣ୍ଡନ କରିଛନ୍ତି ଯେଉଁଥିରେ ଅଭିଯୋଗ କରାଯାଇଛି ଯେ ଚୀନ୍ ପିପୁଲ୍ସ ଲିବରେସନ ଆର୍ମି (PLA) ଅରୁଣାଚଳ ପ୍ରଦେଶରେ ଅନୁପ୍ରବେଶ କରିଛି ଏବଂ ଶିବିର ସ୍ଥାପନ କରିଛି। ଭରତୀୟ ସେନା ଏହି ରିପୋର୍ଟଗୁଡ଼ିକୁ ଭୁଲ ଏବଂ…

ମୁମ୍ବାଇ ଛାଡି ବେଙ୍ଗାଲୁରରେ ରହିବେ ହାର୍ଦ୍ଦିକ

ମୁମ୍ବାଇ: ଭାରତୀୟ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଛାଡିବା ପାଇଁ ନିଷ୍ପତି ନେଇଛନ୍ତି । ସେ ବେଙ୍ଗାଲୁରରେ ଯାଇ ରହିବେ । ବାରମ୍ବାର ଆଘାତ ସମସ୍ୟାରେ ପଡୁଥିବାରୁ ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟର ବାଧାପ୍ରାପ୍ତ ହେଉଛି । ଏହାକୁ ମଜଭୁତ କରିବା ପାଇଁ ସେ ଏହି…

ଜାତିଆଣ ପ୍ରସଙ୍ଗରେ ଯୁବକଙ୍କୁ ବାନ୍ଧି ପିଟିପିଟି ମାରିଦେଲେ ଗାଁ ଲୋକେ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାଘୁଆପଦର ଗାଁର ତୋଫାନ ନାୟକ ନଡ଼ିଆ ତୋଳିବାକୁ ପାଖ ଖଣତ ଗାଁକୁ ଯାଇଥିଲେ । ସେଠାରେ ସେ ଜଣଙ୍କ ଘରର କବାଟ ଛୁଇଁବାରୁ ଲୋକେ ଜାତିଆଣ ଆକ୍ଷେପ କରି ତାଙ୍କୁ ବାନ୍ଧି ନିର୍ଦ୍ଧୁମ ପିଟି ଥିଲେ । ଘର…

ପାଠ୍ୟ ପୁସ୍ତକରେ ତୃଟି ପ୍ରସଙ୍ଗ; ପିଲାମାନଙ୍କ ଆସ୍ଥା ଓ ବିଶ୍ୱାସର ମୂଳଦୁଆକୁ ଦୁର୍ବଳ କରାଯାଉଛି: ନବୀନ

ଭୁବନେଶ୍ବର: ପ୍ରଥମରୁ ୮ମ ଶ୍ରେଣୀ ନୂଆ ପାଠ୍ୟ ପୁସ୍ତକରେ ତୃଟି ପ୍ରସଙ୍ଗ । ଏନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ନବୀନ ତାଙ୍କ ସୋସିଆଲ ମିଡିଆ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି ଯେ, ବିଦ୍ୟାଳୟର ପୁସ୍ତକ କେବଳ ବହି…

୨୦ ଦିନ ହେବ ଅନ୍ଧାରରେ ଦୁଇ ଗାଁ; ବିଦ୍ୟୁତ୍ ବିଭଗ କାର୍ଯ୍ୟାଳୟକୁ ଘେରାଉ କଲେ ଗ୍ରାମବାସୀ

ସୁନ୍ଦରଗଡ:କିଛି ଦିନ ପୂର୍ବେ ବଜ୍ରପାତରେ ଗାଁର ଟ୍ରାନ୍ସଫର୍ମର ଜଳିଯାଇଥିଲା । କୋଡ଼ିଏ ଦିନ ହେବ ଅନ୍ଧାରରେ ଦୁଇଟି ଗାଁ ରହିଛି । ଏଭଳି ସମସ୍ୟା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଦଲକି ଓ ଭଦରପୁର ଗାଁରେ । ଫଳରେ ନୂଆ ଟ୍ରାନ୍ସଫର୍ମର ଦାବିରେ ବିଦ୍ୟୁତ…

ଆୟର୍ଲାଣ୍ଡ ପରେ ଟିମ ଇଣ୍ଡିଆ ନିକଟରେ ଏବେ ଇଂଲଣ୍ଡ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଜୁଲାଇ ୧ରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ଆରମ୍ଭ ହେବ । ଆୟର୍ଲାଣ୍ଡ ବିପକ୍ଷରେ ଭାରତ ୨ଟି ଯାକ ମ୍ୟାଚ ହାରିବା ଅନେକ ପ୍ରଶ୍ନବାଚର ସୃଷ୍ଟି କରିଛି । ଇଂଲଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ କରି ଟିମ ଇଣ୍ଡିଆର ଯୁବ ଟିମ ଦକ୍ଷତା ପ୍ରତିପାଦିତ କରିବାକୁ…

ଜାରି ହେଲା ନ୍ୟାସନାଲ ଆମ୍ବୁଲାନ୍ସ ସର୍ଭିସେସ୍‌ ମାର୍ଗଦର୍ଶିକା, ରୋଗୀଙ୍କୁ ମିଳିବ ଅତ୍ୟାଧୁନିକ ସେବା

ନୂଆଦିଲ୍ଲୀ: ଜରୁରୀକାଳୀନ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ ​​କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ସୋମବାର ଜାତୀୟ ଆମ୍ବୁଲାନ୍ସ ସେବା ପାଇଁ କାର୍ଯ୍ୟକ୍ଷମ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏହି ନିର୍ଦ୍ଦେଶାବଳୀର ଲକ୍ଷ୍ୟ ହେଉଛି ସାରା ଦେଶରେ…

ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରୁ ଓହରି ପାରନ୍ତି ନୀତିଶ

ନୂଆଦିଲ୍ଲୀ: ଆଘାତ ସମସ୍ୟା ଟିମ ଇଣ୍ଡିଆ ଓ ନୀତିଶ କୁମାର ରେଡ୍ଡୀଙ୍କୁ ପିଛା ଛାଡୁନି । ଆନ୍ଧ୍ରପ୍ରଦେଶ ଅଲରାଉଣ୍ଡର ନୀତିଶ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରୁ ଓହରି ପାରନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଜୁଲାଇ ୧୪ରୁ ୩ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଆରମ୍ଭ ହେବ । ଆଫଗାନିସ୍ତାନ…

Women Safety: ଅଭିନେତ୍ରୀଙ୍କ ସହ ଅଶ୍ଳୀଳ ବ୍ୟବହାର! ‘କେଉଁଠି ଅଛି ମହିଳା ସୁରକ୍ଷା?’ ପ୍ରଶ୍ନ କରି, ବଖାଣିଲେ ବେଦନା…

ବେଙ୍ଗାଲୁରୁ: ରାତିରେ ମହିଳାମାନେ କେତେ ସୁରକ୍ଷିତ? ଦେଶର ଆଇଟି ସିଟି ବେଙ୍ଗାଲୁରୁରୁ ଆସିଥିବା ଏକ ଘଟଣା ପୁଣି ଥରେ ଏହି ପ୍ରଶ୍ନକୁ ସାମ୍ନାକୁ ଆଣିଛି। ବିଗ୍ ବସ୍ କନ୍ନଡ଼ ଫେମ୍ ଅଭିନେତ୍ରୀ ଦିବ୍ୟା ସୁରେଶ ସୋସିଆଲ ମିଡିଆରେ ଏକ ଚିନ୍ତାଜନକ ଘଟଣା ସେୟାର କରିଛନ୍ତି। ତାଙ୍କ ଅଭିଯୋଗ…