Latest Odisha News

BREAKING NEWS

କେରଳରେ ପ୍ରେମିକାଙ୍କୁ ହତ୍ୟା, କନ୍ଧମାଳରୁ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର: ପ୍ରେମିକାଙ୍କୁ ହତ୍ୟା କରିବା ଅଭିଯୋଗରେ କେରଳ ପୋଲିସ କନ୍ଧମାଳରୁ ଅଭିଯୁକ୍ତକୁ କଲା ଗିରଫ। ଅଭିଯୁକ୍ତ ଜଣଙ୍କ କନ୍ଧମାଳରେ ରଚିଥିଲା ପ୍ରେମ। ପ୍ରେମିକାଙ୍କୁ କେରଳ ନେଇ କଲା ହତ୍ୟା। ଏଭଳି ହତ୍ୟା ଘଟଣାର ଅଭିଯୁକ୍ତକୁ କୋଟଗଡ ପୋଲିସ ସହାୟତାରେ କେରଳ ପୋଲିସ ଗିରଫ କରିବାରେ ସକ୍ଷମ…

ସନ୍ଦେଶଖାଲି ମାମଲା: ସିବିଆଇ ହାତକୁ ଗଲା ତଦନ୍ତ ଭାର

କୋଲକାତା: ସନ୍ଦେଶଖାଲି ମାମଲାରେ ସିବିଆଇ ହାତକୁ ଗଲା ତଦନ୍ତ ଭାର । ଆଜି କଲିକତା ହାଇକୋର୍ଟ ସିବିଆଇକୁ ଏହି ମାମଲାର ତଦନ୍ତ ଦାୟିତ୍ୱ ଦେଇଛନ୍ତି । ବର୍ତ୍ତମାନ କୋର୍ଟଙ୍କ ତତ୍ତ୍ୱାବଧାନରେ ସିବିଆଇ ତଦନ୍ତ କରିବ ଏବଂ ସମସ୍ତ ରିପୋର୍ଟ ସଠିକ ସମୟରେ କୋର୍ଟରେ ଦାଖଲ କରିବ । ଏହି ମାମଲାର…

ରାମ ମନ୍ଦିରରେ ପୂଜା ପାଇବ ସୁନାର ରାମାୟଣ, ପୁସ୍ତକର ଦାମ୍ ଶୁଣି ହୋଇଯିବେ ଆଶ୍ଚର୍ଯ୍ୟ

ଅଯୋଧ୍ୟା: ମଧ୍ୟପ୍ରଦେଶ କ୍ୟାଡରର ପୂର୍ବତନ ଆଇଏଏସ୍ ସୁବ୍ରମଣ୍ୟମ୍ ଲକ୍ଷ୍ମୀନାରାୟଣନ୍ ଏବଂ ତାଙ୍କ ପତ୍ନୀ ସରସ୍ୱତୀ ପ୍ରଭୁ ରାମଲାଲାଙ୍କ ପାଇଁ ୪କିଲୋ ସୁନାରେ ନିର୍ମିତ ଏକ ରାମାୟଣ ପୁସ୍ତକ ରାମ ମନ୍ଦିର ଟ୍ରଷ୍ଟକୁ ପ୍ରଦାନ କରିଛନ୍ତି । ଏହି ସୁବର୍ଣ୍ଣ ରାମାୟଣକୁ ଅଯୋଧ୍ୟାରେ ରାମ ମନ୍ଦିରର…

ଗନ୍ଧମାର୍ଦ୍ଦନ ପାହାଡରେ ପୋଲିସ-ମାଓ ଗୁଳି ବିନିମୟ ଘଟଣା: ଛତ୍ରଭଙ୍ଗ ଦେଲେ ୧୫ରୁ ଉର୍ଦ୍ଧ୍ୱ ମାଓବାଦୀ

ବରଗଡ: ମାତ୍ର ଦୁଇ ମାସ ମଧ୍ୟରେ ବରଗଡ଼ ଜିଲ୍ଲାର ପାଇକମାଳ ଥାନା ଅଞ୍ଚଳରେ ମାଓବାଦୀ ମାନେ ଦୁଇ ଦୁଇ ଥର ନିଜ ଉପସ୍ଥିତି ଜାହିର କରିଛନ୍ତି । ମଙ୍ଗଳବାର ଡିଭିଏଫ୍-ଏସଓଜି ଓ ସିଆରପିଏଫ୍ ଟିମ୍ ର ମିଳିତ କମ୍ବିଂ ଅପରେସନ କରଯାଇଥିବା ବେଳେ ପ୍ରଥମେ ମାଓବାଦୀ ମାନେ ଗୁଳି ଚଳାଇଥିଲେ । ଏହାର ପାଲଟା…

ବ୍ରହ୍ମଗିରିରେ ଉମା ଉପାସନା ଲଢେଇ

ଭୁବନେଶ୍ୱର: କାହାକୁ ବାଛିବ ବ୍ରହ୍ମଗିରି ? ଦାଦାଙ୍କ ପରେ ପୁଣି ପଦ୍ମ ଫୁଟାଇବେ କି ଉପାସନା ? ପୁଣି ବିଜେପିକୁ ଦେବେ କି ବିଜୟ ଭେଟି ? ନା ବିଜେପିଠାରୁ ବ୍ରହ୍ମଗିରି ଛଡାଇ ନେବେ ଉମା ? କେତେ ସଫଳ ହେବ ବିଜେଡିର ବ୍ରହ୍ମଗିରି ରଣନୀତି ? ଉମା ସାମନ୍ତରାୟଙ୍କୁ ସିପାହି କରି ସଫଳତା ପାଇବ କି ଦଳ…

‘ତଭି ତୋ ସଭି ମୋଦୀ କୋ ଚୁନତେ ହୈ’: ୧୨ଟି ଭାଷାରେ ରିଲିଜ ହେଲା ବିଜେପିର ନିର୍ବାଚନୀ ଗୀତ

ନୁଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ମତଦାତାଙ୍କ ପାଖରେ ନିଜର ବାର୍ତ୍ତା ପହଞ୍ଚାଇବା ପାଇଁ ରାଜନୈତୀକ ଦଳ ମାନେ ଭିନ୍ନ ଭିନ୍ନ ପନ୍ଥା ଆପଣେଇଛନ୍ତି । ଏହାରି ଭିତରେ ଦେଶର ସର୍ବବୃହତ ରାଜନୈତିକ ଦଳ ବିଜେପି ‘ତଭି ତୋ ସବ ମୋଦୀ କୋ ଚୁନତେ ହୈ’ ଥିମରେ ୧୨ ଟି ଭାଷାରେ ଏକ ନୂଆ ଗୀତ ରିଲିଜ କରିଛି…

ନିର୍ବାଚନ ଇସ୍ତାହାର କମିଟି ଘୋଷଣା, ୩୮ ଜଣିଆ କମିଟି ଗଠନ କଲା ବିଜେଡି

ଭୁବନେଶ୍ୱର: ଆସନ୍ତା ୧୯ ତାରିଖରୁ ସାରା ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଆରମ୍ଭ ହେବାକୁ ଯାଉଛି । ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ତେବେ ନିର୍ବାଚନକୁ ଦୃଷ୍ଟରେ ରଖି ଇସ୍ତାହାର କମିଟି ଘୋଷଣା କଲା ବିଜେଡି। ୩୮ ଜଣିଆ ଇସ୍ତାହାର କମିଟି ଗଠନ କରିଛି ବିଜେଡି। ଏହି…

ଘୋଷଣା ହେଲା ସମାଜବାଦୀ ପାର୍ଟି ନିର୍ବାଚନ ଇସ୍ତାହାର, ପୁରୁଣା ପେନ୍‌ସନ୍‌ ହେବ ଲାଗୁ !

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ୨୦୨୪ ଲୋକସଭା ନିର୍ବାଚନ ପାଇଁ ଜାରି କଲା ଘୋଷଣା ପତ୍ର। ଅଖିଳେଶ ଯାଦବ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ସମାଜବାଦି ପାର୍ଟି ମୁଖ୍ୟାଳୟରେ ଦଳର ଇସ୍ତାହାର ପ୍ରକାଶ କରିଛନ୍ତି। ୨୦ ପୃଷ୍ଠାର ଇସ୍ତାହାରରେ ଏହି ଦଳ ଅନେକ ପ୍ରସଙ୍ଗ ଉଲ୍ଲେଖ କରିଛି। ଏକ ସାମ୍ବାଦିକ…

ବାଗେଶ୍ୱର ବାବାଙ୍କୁ ହତ୍ୟା ଧମକ: ‘ଶରୀରରୁ ମୁଣ୍ଡ ଅଲଗା କରିଦିଆଯିବ’

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବରେଲିରେ ବାଗେଶ୍ୱର ଧାମର ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ହତ୍ୟା କରାଯିବାର ଧମକ ଆସିଛି। ଫେସବୁକ୍ ମାଧ୍ୟମରେ ଦିଆଯାଇଥିବା ଧମକରେ, ଶରୀରରୁ ମୁଣ୍ଡ ଅଲଗା କରିଦିଆଯିବ ବୋଲି କୁହାଯାଇଛି। ଏହି ପୋଷ୍ଟ ଦେଖି ହିନ୍ଦୁ ସଂଗଠନର କର୍ମୀମାନେ କ୍ରୋଧିତ…

ବିଜେଡିରେ ମିଶିଲେ ବଲାଙ୍ଗୀର ପୂର୍ବତନ ବିଜେପି ଜିଲ୍ଲା ସଭାପତି ପ୍ରଭାସ ପାଣିଗ୍ରାହୀ

ଭୁବନେଶ୍ଵର: ବିଜେଡିରେ ମିଶିଲେ ବଲାଙ୍ଗୀରର ପୂର୍ବତନ ବିଜେପି ଜିଲ୍ଲା ସଭାପତି ପ୍ରଭାସ ପାଣିଗ୍ରାହୀ । ସେ ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ଥିବା ସହ ଜଣେ ଶିକ୍ଷାବିତ ମଧ୍ୟ । ସେ ଦୀର୍ଘ ୩୬ ବର୍ଷ ଧରି ବିଜେପିରେ ରହିଥିଲେ । ଦଳ ଅଣଦେଖା କରିବାରୁ ସେ ବିଜେପିର ପ୍ରାଥମିକ ସଦସ୍ଯ ପଦରୁ…