Latest Odisha News

BREAKING NEWS

ପ୍ରାଇମେରୀ ସ୍କୁଲ ପ୍ରଶ୍ନ ପତ୍ର ଲିକ ଘଟଣା: ଗିରଫ ହେଲେ ଆସିଷ୍ଟାଣ୍ଟ ଶିକ୍ଷକ ଜଗନ୍ନାଥ କର

ଭୁବନେଶ୍ବର: ପ୍ରାଇମେରୀ ସ୍କୁଲ ପ୍ରଶ୍ନ ପତ୍ର ଲିକ ଘଟଣା । ଆସିଷ୍ଟାଣ୍ଟ ଶିକ୍ଷକ ଜଗନ୍ନାଥ କରଙ୍କୁ ଗିରଫ କଲା ସାଇବର ଥାନା ପୋଲିସ । ପ୍ରଥମ ରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରଶ୍ନପତ୍ରକୁ ନିଜ ୟୁଟ୍ୟୁବ ଚ୍ୟାନେଲରେ ଭ୍ୟୁ ବଢାଇବା ପାଇଁ ନିଜ ସ୍ତ୍ରୀ ସହ ମିଶି ଭାଇରାଲ କରିଥିଲେ ଜଗନ୍ନାଥ ।…

ବିଜେପି ଛାଡିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି

ଭୁବନେଶ୍ଵର: ବିଜେପି ଛାଡ଼ିଲେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପଠାଇଲେ ଇସ୍ତଫା ପତ୍ର । ବସ୍ତା ବିଧାନସଭା କ୍ଷେତ୍ରରୁ ୫ ଥର ପ୍ରତିନିଧିତ୍ବ କରିଥିଲେ ଶ୍ରୀ ମହାନ୍ତି । ସରକାରୀ ଦଳର ମୁଖ୍ୟ ସଚେତକ ଓ ମନ୍ତ୍ରୀ ଥିଲେ ରଘୁ…

ଭାରସ୍ୟାମ ହରାଇ ନାଳକୁ ଖସିଲା ‘ମୋ ବସ୍’, ୨୦ ଆହତ

ଭୁବନେଶ୍ଵର: ଭାରସ୍ୟାମ ହରାଇ ନାଳକୁ ଖସିଲା ‘ମୋ ବସ୍’ । ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲେ ପୋଲିସ ଓ ଉଦ୍ଧାରକାରୀ ଦଳ । ସମସ୍ତ ଆହତଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ସେଥିରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ…

ମେଦିନାପୁରରେ ଏନଆଇଏ ଟିମ୍ ଉପରେ ଆଖିବୁଜା ପଥର ମାଡ

କୋଲକତା: ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)ର ଟିମ୍‌‌ ଉପରେ ଆକ୍ରମଣ । ପଶ୍ଚିମବଙ୍ଗ ମେଦିନାପୁର ଜିଲ୍ଲାରେ ଏନଆଇଏ ଟିମ ଉପରକୁ ଢେଲା ଓ ପଥର ମାଡ ହୋଇଛି । ଜିଲ୍ଲାର ଭୂପତିନଗରରେ କିଛି ଲୋକ ଏନଆଇଏ ଟିମକୁ ଘେରିଯାଇ ତାଙ୍କ ଗାଡି ଉପରକୁ ଢେଲା ପଥର ମାଡ କରିଛନ୍ତି । ଖବର ମୁତାବକ, ଏକ…

କଂଗ୍ରେସର ଇସ୍ତାହାରରେ ମୁସଲିମ ଲିଗର ଛାପ ରହିଛି: ମୋଦୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ମୋଦୀ । ଆଜି ସାହାରନପୁର ରାଲିରେ କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରିଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସ୍ୱାଧୀନତା…

୧୪ତମ ପାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ, ଜାଣନ୍ତୁ କିଏ କିଏ ଅଛନ୍ତି ଏହି ତାଲିକାରେ..

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ୧୪ତମ ପାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ଏହି ତାଲିକାରେ ଗୋଆ, ମଧ୍ୟପ୍ରଦେଶ ଏବଂ ଦାଦ୍ରା ନଗର ହାବେଳୀର ୬ ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ମଧ୍ୟପ୍ରଦେଶର ଗ୍ୱାଲିଅର ଆସନରୁ ପ୍ରବୀଣ ପାଠକ, ମୁରୈନାରୁ ସତ୍ୟପାଲ ସିଂ…

ସାଧାରଣ ନିବାର୍ଚନ ପାଇଁ ଜୋରଦାର ପ୍ରଚାର କଲେ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ

ଭୁବନେଶ୍ବର: ସାଧାରଣ ନିବାର୍ଚନ ଯେତିକି ପାଖେଇ ଆସୁଛି ନେତାଙ୍କର ଜୋରଦାର ପ୍ରସ୍ତୁତି ସେତିକି ଚାଲିଛି।ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ସମ୍ବଲପୁର ଲୋକସଭା ଆସନ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି । ଦେବଗଡ ବିଧାନସଭା କ୍ଷେତ୍ରରେ ପ୍ରଚାରକୁ ଓହ୍ଲାଇଛନ୍ତି ପ୍ରଣବ ପ୍ରକାଶ। ସେ ସେଠାରେ…

ଅଂଶୁଘାତରେ ୮ ଅସୁସ୍ଥ, ସବୁ ଡାକ୍ତରଖାନାକୁ ସତର୍କ ରହିବାକୁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପରାମର୍ଶ

ଭୁବନେଶ୍ବର: ଖରାରେ କଲବଲ ସାରା ଓଡ଼ିଶା । ପ୍ରଚଣ୍ଡ ତାତି ସାଙ୍ଗକୁ ଗରମ ପବନରେ ସିଝୁଛନ୍ତି ରାଜ୍ୟବାସୀ । ରାଜ୍ୟରେ ତାତି ବଢିବା ସହ ବଢୁଛି ଅଂଶୁଘାତ ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଅଂଶୁଘାତରେ ୮ ଜଣ ଅସୁସ୍ଥ ହେଲେଣି । ଚିକିତ୍ସା ନିମନ୍ତେ ସେମାନଙ୍କୁ…

ଖରାରେ ଖେଳିବା ମନା, ଆଉଟଡୋର ଖେଳ ଉପରେ କଟକଣା

ଭୁବନେଶ୍ଵର: ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଆଉଟ୍‌ଡୋର୍‌ ଖେଳ ଉପରେ ଲାଗିଲା କଟକଣା । ଖରାରେ କ୍ରିକେଟ, ହକି, ଫୁଟବଲ ଆଦି ନଖେଳିବାକୁ ନିର୍ଦ୍ଦେଶ ଦେଲେ ଏସଆରସି । ବିଶେଷକରି ଦିନ ୧୧ଟାରୁ ୩ ଟା ପର୍ଯ୍ୟନ୍ତ ବାହାରକୁ ନବାହାରିବାକୁ ପରାମର୍ଶ ।ଏନେଇ କ୍ରୀଡ଼ା ବିଭାଗ ନିର୍ଦ୍ଦେଶକଙ୍କୁ ଚିଠି…

ବିବାହ କରିବେ ମିସ ୟୁନିଭର୍ସ

ମୁମ୍ବାଇ: ସେ ବଲିଉଡ କଳାକାର  ହେଉ କି ଟଲିଉଡ ର କଳାକାର ସେମାନେ ନିଜର ନିଆରା କାମକୁ ନେଇ ସୋସିଆଲ ମିଡିଆ ରେ ସବୁବେଳେ ସକ୍ରିୟ ଥାଆନ୍ତି । ସେହିପରି ବର୍ତ୍ତମାନ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍ ଏବେ ନିଜର ଏକ ମନ୍ତବ୍ୟକୁ ନେଇ ବେସ୍ ଚର୍ଚ୍ଚା ରେ ଅଛନ୍ତି । ତାଙ୍କର ଅଭିନୟର ଯାଦୁ…