Latest Odisha News

BREAKING NEWS

ବ୍ରହ୍ମପୁର ବଡ ଲଢେଇ: ପ୍ରଦୀପ ବନାମ ଭୃଗୁ?

ବ୍ରହ୍ମପୁର: ବିଜେଡିର ବ୍ରହ୍ମପୁର ସରପ୍ରାଇଜ । ୧୯ରେ ବିଜେପି ପ୍ରାର୍ଥୀ, ୨୪ରେ ବିଜେଡି ସେନାପତି । ବ୍ରହ୍ମପୁର ଲଢେଇରେ ଭୃଗୁ ଟୁଇଷ୍ଟ! ଗଞ୍ଜାମ ଗଣିତ ଗୋଳମାଳ! କେତେ କାମ କରିବ ବିଜେଡି ରଣନୀତି? ପ୍ରଦୀପ ପାଣିଗ୍ରାହୀଙ୍କୁ ମାତ୍ ଦେବେ କି ଭୃଗୁ? ନା ପ୍ରଦୀପଙ୍କ ଗୋଟିରେ ହେବେ ଆଉଟ୍? କଣ…

ଗହୀରମଥାରେ ଅଲିଭରିଡ୍‌ଲେଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ, ସୁରକ୍ଷା ବ୍ୟବସ୍ଥା କଡାକଡି

କେନ୍ଦ୍ରାପଡା: ବିରଳ ଅଲିଭରିଡଲେ କଇଁଛଙ୍କ ଏନ୍ତୁଡିଶାଳ ରାଜକନିକା ଗହୀରମଥାରେ ବଂଶ ବୃଦ୍ଧି ପାଇଁ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ଦିନରେ ପ୍ରାୟ ୮୦ ହଜାର କଇଁଛ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିବା ବନ ବିଭାଗ ସୂତ୍ରରୁ ଜଣାପଡିଛି । ଗହିରମଥା ବାଲୁକା…

ଷଡଯନ୍ତ୍ର କରି କେଜ୍ରିୱାଲଙ୍କୁ ଗିରଫ କରାଯାଇଛି: ସଞ୍ଜୟ ସିଂ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଦିଲ୍ଲୀ ଅବକାରୀ ନୀତି ମାମଲାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ସିଧାସଳଖ ଟାର୍ଗେଟ କରିଛନ୍ତି । ସଞ୍ଜୟ କହିଛନ୍ତି ଯେ, ଏହା ସବୁଠାରୁ ବଡ ଦୁର୍ନୀତି । ସିଏମ ଅରବିନ୍ଦ କେଜ୍ରିୱାଲଙ୍କୁ ଫାଶରେ ପକାଇବା ପାଇଁ…

କଂଗ୍ରେସ କୁ ବଡ ଝଟକା, ହାତ ଛାଡିଲେ ପିସିସି ଉପସଭାପତି

ଭୁବନେଶ୍ବର: ମୁଣ୍ଡ ଉପରେ ସାଧାରଣ ନିର୍ବାଚନ । ଏହା ପୂର୍ବରୁ କଂଗ୍ରେସକୁ ମିଳିଛି ବଡ ଝଟକା । ଦଳ ଛାଡିଲେ ପିସିସି ଉପ ସଭାପତି ବିଶ୍ୱ ଭୂଷଣ ଦାସ । ସେ ଆଜି ତାଙ୍କର ଇସ୍ତଫା ପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ତେବେ ସେ ଦଳ ଛାଡିବା ପଛର କାରଣ ଜଣାପଡିନାହିଁ…

ସପ୍ତମଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ

ନୂଆଦିଲ୍ଲୀ: ଲଗାତାର ସପ୍ତମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କର ମନିଟରିଂ ପଲିସି କମିଟିର ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ରେପୋ ରେଟ୍ ତଥା ସୁଧ ହାର ଅପବର୍ତ୍ତିର୍ତ…

ପୁରୀ ପୋଲିସକୁ ବଡ ସଫଳତା, ଉଦ୍ଧାର ହେଲେ ୧୪୫ ନିଖୋଜ ଶିଶୁ

ପୁରୀ: ପୁରୀ ପୋଲିସକୁ ମିଳିଛି ବଡ ସଫଳତା । ୧୪୫ ଜଣ ନିଖୋଜ ନାବାଳକ ଓ ନାବାଳିକାଙ୍କୁ ଉଦ୍ଧାର କରିଛି ପୋଲିସ । ଏହି ପିଲାମାନେ ଗତ ଦେଢ ମାସ ହେବ ନିଖୋଜ ଥିଲା । ଆଜି ସମସ୍ତ ନାବାଳକ ଓ ନାବାଳିକାଙ୍କୁ ଉଦ୍ଧାର କରିଛି ପୋଲିସ । ଉଦ୍ଧାର ପରେ ପିଲାମାନଙ୍କୁ ସେମାନଙ୍କ ପରିବାରଲୋକଙ୍କୁ…

ନବୀନଙ୍କ ଗଡରେ ବିଜେପି ଚକ୍ରବ୍ୟୂହ!

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଡରେ ବିଜେପି ଚକ୍ରବ୍ୟୁହ! ହିଞ୍ଜିଳି ଘେରିବାକୁ ଚବିଶ ପ୍ଲାନ୍! ନବୀନଙ୍କ ବିପକ୍ଷରେ ଶିଶିର ମିଶ୍ର ପ୍ରାର୍ଥୀ । ବିଜେଡିର ସବୁଠୁ ହାଇପ୍ରୋଫାଇଲ୍ ସିଟରେ ଚମକାଇବ କି ଫଳାଫଳ? ଦଳ ଗଠନ ପରଠୁ ବିଜେଡିର ଅଭେଦ୍ୟ ଦୁର୍ଗ ରହିଛି ହିଞ୍ଜିଳି । ୨୦୦୦…

ସାପ୍ତାହିକ ହାଟରେ ବୋମା ମାଡ, ଗୋରୁ ବେପାରୀଙ୍କଠାରୁ ଲୁଟିନେଲେ ୧୪ ଲକ୍ଷ ଟଙ୍କା ଓ ବୋଲେରୋ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଜିରାଳ ସାପ୍ତାହିକ ହାଟରେ ବୋମା ମାଡ । ୫ଜଣ ଦୁର୍ବୃତ୍ତ ବୋମାମାଡ଼ କରି ଗୋରୁ ବେପାରୀଙ୍କଠାରୁ ଲୁଟିନେଲେ ୧୪ ଲକ୍ଷ ଟଙ୍କା ଓ ବୋଲେରୋ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ମୁତାବକ, ଆଜି ସକାଳେ କିଛି…

ରାଜ୍ୟରେ ଦୁଇ ନୂଆ ଏସ୍‌ପି ଓ ଜଣେ ଡିସିପିଙ୍କୁ ନିଯୁକ୍ତି ଦେଲେ ନିର୍ବାଚନ କମିଶନ

ଭୁବନେଶ୍ୱର: ରାଜ୍ୟରେ ଦୁଇ ଜଣ ଏସପି ଓ ଜଣେ ଡିସିପିଙ୍କୁ ନୂଆ ଦାୟିତ୍ୱ ପ୍ରଦାନ କରିବାକୁ ନିର୍ବାଚନ କମିସନ ଅନୁମତି ଦେଇଛନ୍ତି । ଏହି ୩ ଅଧିକାରୀଙ୍କୁ କଟକ, ଅନୁଗୁଳ ଓ ରାଉରକେଲା ଏସପି ଭାବେ ଦାୟିତ୍ୱ ମିଳିଛି । କଟକ ଡିସିପି ଭାବେ ପ୍ରକାଶ ଆର୍‌ ଙ୍କୁ ନିଯୁକ୍ତି ମିଳିଥିବା ବେଳେ, ବ୍ରିଜେଶ…

ବଂଶବାଦ ରାଜନୀତି: କେଉଁ ଦଳ ଆଗୁଆ?

ଭୁବନେଶ୍ବର: ନାଁ ବଦଳିଲା, ଟିକେଟ୍ ଘରେ ରହିଲା । ବାପାଙ୍କ ପରେ ପୁଅ ଜଗିବେ ଗଡ ! ମଇଦାନକୁ ଓହ୍ଲାଇଲେ ପୁଅ, ଝିଅ । ପରଦା ପଛରୁ ବିରୋଧୀଙ୍କୁ ମାତ୍ ଦେବାକୁ ଗୋଟି ଚଳାଇବେ ନେତା । ବିବାଦ ହେଉ କି ବୟସ ବାଧା, ନେତାଙ୍କ ଗଡ ଜଗିବେ ଉତ୍ତରାଧିକାରୀ ! ରାଜ୍ୟର ତିନି ପ୍ରମୁଖ ଦଳର ଟିକେଟ୍…