ବିଜେପିକୁ ଟିଏମସିର ଟାର୍ଗେଟ, ଚା’ ତିଆରି କରି ମୋଦୀଙ୍କୁ ଚ୍ୟାଲେଞ୍ଜ ଦେଲେ ମମତା !
କୋଲକାତା: ବିଜେପିକୁ ଟିଏମସିର ଟାର୍ଗେଟ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚା’ ବାଲା ଚ୍ୟାଲେଞ୍ଜ ଦେଇଛନ୍ତି। ଯାହାକୁ ନେଇ ଏବେ ରାଜନୈତି ମାହଲରେ ଚର୍ଚ୍ଚା ଜୋର ଧରିଛି। ପଶ୍ଚିମବଙ୍ଗର ଜଲପାଇଗୁଡିରେ ମମତା ବାନାର୍ଜୀ ବୁଧବାର ୱାଟ୍ ଲିଫ୍…