Latest Odisha News

BREAKING NEWS

ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଧ୍ୱଜବାହକ ହେବେ ଶରଥ କମଲ

ନୂଆଦିଲ୍ଲୀ: ଅନୂଭବୀ ଟେବୁଲ ଟେନିସ ଖେଳାଳି ତଥା ରାଜ୍ୟଗୋଷ୍ଠୀ କ୍ରୀଡାରେ ସ୍ୱର୍ଣ୍ଣ ପଦକ ଜିତିଥିବା ଶରଣ କମଲ ଆଗାମୀ ପ୍ୟାରିସ ଅଲିମ୍ପିକ୍ସ ଉଦଘାଟନୀ ଉତ୍ସବରେ ଭାରତର ଧ୍ୱଜବାହକ ହେବେ । ମହାନ ମହିଳା ବକ୍ସର ଏମସି ମେରୀ କମଙ୍କୁ ଦଳର ପ୍ରମୁଖ (ଶେଫ ଡି ମିଶନ) ନିଯୁକ୍ତ କରାଯାଇଛି । ଭାରତୀୟ…

କେଜ୍ରିଓ୍ବାଲ ଗିରଫ ହୋଇଥିଲେ ମଧ୍ୟ ଜେଲରୁ ଚାଲିବ ଦିଲ୍ଲୀ ସରକାର: ଆମ୍ ଆଦମୀ ପାର୍ଟି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ରାତିରେ ଗିରଫ କରିଛି। ଅବକାରୀ ନୀତି ସହ ଜଡିତ ଏକ ମନି ଲଣ୍ଡରିଂ ମାମଲାରେ ଏହି ଗିରଫଦାରୀ ହୋଇଛି । ଜଣେ କାର୍ଯ୍ୟରତ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯିବାର ଏହା ହେଉଛି ପ୍ରଥମ…

ଖେଲୋ ଇଣ୍ଡିଆ ମହିଳା ୱେଟଲିଫ୍ଟିଂ: ଓଡିଶା ଚାମ୍ପିୟନ, ମୀନା ଶ୍ରେଷ୍ଠ ଲିଫ୍ଟର

ଭୁବନେଶ୍ୱର: ଅସ୍ମିତ ଖେଲୋ ଇଣ୍ଡିଆ ମହିଳା ୱେଟଲିଫ୍ଟିଂ ଚାମ୍ପିୟନଶିପ ହିମାଚଳ ପ୍ରଦେଶରେ ଆୟୋଜିତ ହୋଇଯାଇଛି । ଏହି ଆନ୍ତଃ ଜୋନ ଜାତୀୟ ର‌୍ୟାଙ୍କିଙ୍ଗ ଟୁର୍ଣ୍ଣାମେଂଟରେ ଓଡିଶା ୪ ସ୍ୱର୍ଣ୍ଣ, ୩ ରୌପ୍ୟ ଓ ୨ ବ୍ରୋଞ୍ଜ ପଦକ ସହ ୯ ପଦକ ହାସଲ କରି ଚାମ୍ପିୟନ ହୋଇଛି । ଓଡିଶାର ଉଦରୟମାନ…

ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କୁ ଗିରଫ କଲା ଇଡି, ଇସ୍ତଫା ଦେବେ ନାହିଁ କହିଲା ଆପ୍

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପଚରାଉଚରା କରିବା ପରେ ତାଙ୍କୁ ଗିରଫ କରିଛି। ଦେଶର ରାଜନୀତିରେ ଏହା ପ୍ରଥମ ଘଟଣା ଯେ କୌଣସି ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯାଇଛି। ଅରବିନ୍ଦ…

ଚାକିରି କରାଇ ଦେବାକୁ କହି ୫୧ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ

ଯାଜପୁର: ରେଲୱେରେ ଚାକିରି କରାଇ ଦେବାକୁ କଥା ଦେଇ ରମେଶ ମହାନ୍ତିଙ୍କଠାରୁ ଜଣେ ହାଇସ୍କୁଲ ଶିକ୍ଷକ ୫୧ ଲକ୍ଷ ଟଙ୍କା ଠକି ନେଇଥିବା ଯାଜପୁର ଜିଲ୍ଲା ଦଶରଥପୁର ଥାନାରେ ଅଭିଯୋଗ। ସମ୍ପୃକ୍ତ ଶିକ୍ଷକଙ୍କୁ ଅଟକ ରଖିଛି ଦଶରଥପୁର ପୋଲିସ । ଅଭିଯୋଗ ମୁତାବକ ଦଶରଥପୁର ଥାନା ଅନ୍ତର୍ଗତ କାଟିଆସ୍ଥିତ…

ନାୟକ ୨ ଫିଲ୍ମକୁ ମେକର୍ସଙ୍କ ସବୁଜ ସଙ୍କେତ

ମୁମ୍ବାଇ: ଦିନକର ମୂଖ୍ୟମନ୍ତ୍ରୀ ଉପରେ ଆଧାରିତ ରାଜନୈତିକ ଫିଲ୍ମ ନାୟକ ୨୦୦୧ରେ ରିଲିଜ ହୋଇଥିଲା । ଅନୀଲ କାପୁର ଓ ଅମରୀଶ ପୁରୀ ଅଭିନୀତ ଏହି ଫିଲ୍ମ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ୨୩ ବର୍ଷ ପରେ ଏହାର ସୀକ୍ୱେଲ କରିବା ପାଇଁ ମେକର୍ସଙ୍କ ପକ୍ଷରୁ ଆଗ୍ରହ ପ୍ରକାଶ କରାଯାଇଛି । ସିଦ୍ଧାର୍ଥ…

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ, ବଦଳିଲେ ୫ ବରିଷ୍ଠ ଓଏଏସ୍ ଅଫିସର

ଭୁବନେଶ୍ୱର: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ୫ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି। ନିର୍ବାଚନ କମିଶନଙ୍କ ଗାଇଡଲାଇନ ଆଧାରରେ ଏହି ଅଧିକାରୀମାନଙ୍କ ବଦଳି ହୋଇଥିବା ଜଣାପଡ଼ିଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ରୀଜଗନ୍ନାଥ ମନ୍ଦିର…

ଏକାଠି ନା ଏକାକୀ? ବିଜେପି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ନାହିଁ ଓଡ଼ିଶା ନେତାଙ୍କ ନାଁ

ଭୁବନେଶ୍ୱର: ସାରା ଦେଶରେ ନିର୍ବାଚନୀ ପ୍ରଚାର ଆରମ୍ଭ ହୋଇଯାଇଛି। ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକା ସାଙ୍ଗରେ ହେବ। କିନ୍ତୁ ନିିର୍ବାଚନ ପ୍ରଚାର ଏକରକମ ଠପ୍ ହୋଇପଡ଼ିଛି। ନା ବଡ ବଡ ପ୍ରଚାର ଅଛି ନା ଆରୋପ ପ୍ରତ୍ୟାରୋପ। କହିବାକୁ ଗଲେ ନେତା ଯେପରି ହାତକୁ ପକେଟରେ ପୂରାଇ…

କେଜ୍ରିୱାଲଙ୍କ ଘରେ ଇଡି, ମଦ ଦୁର୍ନୀତି ମାମଲାରେ ଚାଲିଛି ପଚରାଉଚରା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେ୍ଜ୍ରିୱାଲଙ୍କ ଘରେ ଇଡି ଟିମ୍‌। ମଦ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ କେଜ୍ରିୱାଲଙ୍କ ଘରେ ପହଂଚିଲା ଇଡି ଟିମ୍‌ । ଗିରଫଦାରିରୁ ସୁରକ୍ଷା ଦେବାକୁ ହାଇକୋର୍ଟ ମନା କରିବା ପରେ ଇଡିର କାର୍ଯ୍ୟାନୁଷ୍ଠାନ। ଇଡିର ସ୍ୱତନ୍ତ୍ର ଟିମ୍…

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅବିଭକ୍ତ କୋରାପୁଟ ଜିଲ୍ଲା ଗସ୍ତ

ଭୁବନେଶ୍ୱର: ନିର୍ବାଚନ ପ୍ରସ୍ତୁତିର ବିଭିନ୍ନ ଦିଗ ବିଷୟରେ ସମୀକ୍ଷା କରିବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କର ଅବିଭକ୍ତ କୋରାପୁଟ ଜିଲ୍ଲାକୁ ଗୁରୁତ୍ୱପୂର୍ଣ୍ଣ ଗସ୍ତ କାର୍ଯ୍ୟକ୍ରମ ରହିଛି । ଆସନ୍ତା ୨୨ ତାରିଖ ଶୁକ୍ରବାର ଦିନ ମୁଖ୍ୟ ନିର୍ବାଚନ ଅଧିକାରୀ ରାଜ୍ୟ…