Latest Odisha News

BREAKING NEWS

ଓଡ଼ିଶା ରାଜନୀତିରୁ ଚମକ ହରାଉଛନ୍ତି ଓଲିଉଡ ତାରକା?

ଭୁବନେଶ୍ୱର: ଓଡ଼ିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା ହେବା ପରେ ଫିଲ୍ମ ଇଣ୍ଡଷ୍ଟ୍ରିର ସେଲିବ୍ରିଟିଙ୍କୁ ନେଇ ରାଜନୈତିକ ମଞ୍ଚ ସରଗରମ ହେବାକୁ ଯାଉଛି। କିଛି ତାରକା ନିର୍ବାଚନ ଲଢ଼ିବେ ବୋଲି ଆଶା କରାଯାଉଥିବା ବେଳେ ଅନ୍ୟମାନେ ବିଭିନ୍ନ ରାଜନୈତିକ ଦଳ ପାଇଁ…

‘୧୪୭ଟି ବିଧାନସଭା ଏବଂ ୨୧ ଟି ଲୋକସଭା ଆସନ ପାଇଁ ବିଜେପି ପ୍ରସ୍ତୁତ’

ଭୁବନେଶ୍ୱର: ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ନିକଟରେ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିବା ପରେ ଭାରତୀୟ ଜନତା ପାର୍ଟି (ବିଜେପି) ଓଡ଼ିଶାରେ ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ବୋଲି ଘୋଷଣା କରିଛି। ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ…

ନିର୍ବାଚନ ବେଳେ ହ୍ଵାଟସଆପକୁ ଆସୁଛି ମୋଦୀଙ୍କ ମେସେଜ, ତେଜିଲା ବିବାଦ

ନୂଆଦିଲ୍ଲୀ: ନିର୍ବାଚନ ବେଳେ ମୋବାଇଲ ହ୍ବାଟସଆପକୁ ଆସୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମେସେଜ। ଯେଉଁଥିରେ 'ବିକଶିତ ଭାରତ ସମ୍ପର୍କ'ର ଏକ ହ୍ଵାଟସଆପ୍ ମେସେଜ୍ ବିବାଦ ସୃଷ୍ଟି କରିଛି। ଜନସାଧାରଣଙ୍କ ମତାମତ ଓ ପରାମର୍ଶ ଲୋଡ଼ିଥିବା ଏହି ବାର୍ତ୍ତାକୁ ରାଜନୈତିକ ଉଦ୍ଦେଶ୍ୟରେ ସରକାରୀ…

ବିଜେପିରେ ସାମିଲ ହେଲେ ମାହାଙ୍ଗାର ଯୁବ ସମାଜସେବୀ ସୁମନ୍ତ ଘଡେଇ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗତ ୧୦ ବର୍ଷ ଶାସନରେ ଦେଶର ଗରିବ, ଯୁବକ, କୃଷକ ଓ ମହିଳାଙ୍କ ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି । ଆଜି “ବିଶ୍ୱ ନେତୃତ୍ୱ ରାଷ୍ଟ୍ର”ଭାବେ ଅଗ୍ରସର ହେବାରେ ଲାଗିଛି ଭାରତବର୍ଷ । ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେଇଥିବା ପ୍ରଧାନମନ୍ତ୍ରୀଙ୍କ…

ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଷ୍ଟମ ଶ୍ରେଣୀ ଛାତ୍ରର ମୃତ୍ୟୁ; ସ୍କୁଲ କର୍ତ୍ତୃପକ୍ଷଙ୍କ ନାମରେ ଅଭିଯୋଗ ଆଣିଲା…

ରାୟଗଡା: ଶନିବାର ବିଳମ୍ବିତ ରାତିରେ ରାୟାଗଡାସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହେଉଥିବା ବେଳେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରଙ୍କର ମୃତ୍ୟୁ ଘଟିଛି। ଏକଲବ୍ୟ ମଡେଲ ରେସିଡେନ୍ସିଆଲ୍ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏପରି ମୃତ୍ୟୁ ଘଟିଥିବା ନେଇ ଛାତ୍ରଙ୍କ ପରିବାର ଲୋକେ…

ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ଜିଲ୍ଲପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ

ନୂଆପଡ଼ା: ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ସହ ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ଜିଲ୍ଲାସ୍ତରରେ ନିର୍ବାଚନକୁ ନେଇ ପ୍ରସ୍ତୁତି ହୋଇଯାଇଛି। ଚଳିତ ନିର୍ବାଚନକୁ ଆହୁରି ଅବାଧ ଓ ନିରପେକ୍ଷ ସହ ଶାନ୍ତିଶୃଙ୍ଖଳାର ସହ ସମାପନ ପାଇ ନୂଆପଡ଼ା ଜିଲ୍ଲା ସମ୍ପୂର୍ଣ୍ଣ…

ଜ୍ୟାକି ଚାନଙ୍କ ଲୁକ ଦେଖି ପ୍ରଶଂସକ ସ୍ତବ୍ଧ

ମୁମ୍ବାଇ: ୮୦ ରୁ ୯୦ ଦଶକ ମଧ୍ୟରେ ଆକ୍ସନ ଫିଲ୍ମକୁ କମିକ ଶୈଳୀରେ ଅଭିନୟ କରି ଜ୍ୟାକି ଚାନ ସାରା ବିଶ୍ୱରେ ଲୋକପ୍ରିୟ ହୋଇଥିଲେ । ତାଙ୍କ ଫିଲ୍ମର ଅଧିକାଂଶ ଫାଇଟ ଦୃଶ୍ୟ ସେ ନିଜେ ନିର୍ଦ୍ଦେଶନା ଦେଇଥାନ୍ତି । ନୂତନ ଶୈଳୀରେ ତାଙ୍କ ଆକ୍ସନ ଦୃଶ୍ୟକୁ ଦର୍ଶକମାନେ ଭଲ ପାଉଥିଲେ । ଦୀର୍ଘ ଦିନ ପରେ…

ପନ୍ତଙ୍କୁ ଫିଟ ହେବାରେ ସହାୟ ହେଲା ଜିମ୍ନାଷ୍ଟ ବ୍ୟାକଗ୍ରାଉଣ୍ଡ

ନୂଆଦିଲ୍ଲୀ: ରିଷଭ ପନ୍ତ ଏବେ ପଡିଆରେ । ୱିକେଟ ପଛରେ କିପିଂ ଏବଂ ବ୍ୟାଟିଂ ନେଇ ସେ ପ୍ରସ୍ତୁତ । ଆଇପିଏଲ ୨୦୨୪ ତାଙ୍କ ପାଇଁ ଅଗ୍ନିପରୀକ୍ଷା । ଶାରୀରିକ, ମାନସିକ, ଫର୍ମ ସବୁ କିଛିରେ ସଫଳ ହେଲେ ଟି୨୦ ବିଶ୍ୱକପର କବାଟ ତାଙ୍କ ପାଇଁ ଖୋଲିବ । ୩୦ ଡିସେମ୍ବର ୨୦୨୨ରେ ଉତରାଖଣ୍ଡର ରୁଡକୀ ପାଖରେ…

ସାଧାରଣ ନିର୍ବାଚନକୁ ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସାମ୍ୱାଦିକ ସମ୍ମିଳନୀ

ସୁବର୍ଣ୍ଣପୁର: ଆସନ୍ତା ସାଧାରଣ ନିର୍ବାଚନ ୨୦୨୪କୁ ନେଇ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ଜିଲ୍ଲାବାସୀଙ୍କୁ ଅପିଲ କରିଛନ୍ତି ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ। ଉଭୟ ଲୋକସଭା…

ନିର୍ବାଚନୀ ବଣ୍ଡରୁ ବିଜେପିକୁ ମିଳିଲା ୭ ହଜାର କୋଟି, ଜାଣନ୍ତୁ ବିଜେଡିକୁ ମିଳିଲା କେତେ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ନିର୍ବାଚନ ଆୟୋଗ ନିର୍ବାଚନ ବଣ୍ଡକୁ ନେଇ ଏକ ନୂତନ ସୂଚନା ନିଜ ୱେବସାଇଟରେ ସେୟାର କରିଛନ୍ତି। ରାଜନୈତିକ ଦଳମାନେ ଏହି ସୂଚନା ଗୁପ୍ତ ଭାବରେ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିଥିଲେ। କିନ୍ତୁ ତତ୍କାଳୀନ ନିୟମ ଯୋଗୁଁ ଏହା ସାର୍ବଜନୀନ…