ଗଞ୍ଜେଇ ଚୋରା ଚାଲାଣ ବେଳେ ଧରାପଡିଲେ ଯୁବକ;୨୨ କେଜି ଜବତ
କନ୍ଧମାଳ:ଗଞ୍ଜେଇ ଚୋରା କାରବାରରେ ଜଣେ ଯୁବକ ଗିରଫ । ଦାରିଙ୍ଗବାଡ଼ି ପୋଲିସ ଜଣେ ଯୁବକ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଶନିବାର ସନ୍ଧ୍ୟାରେ ୫୯ ନଂ ଜାତୀୟ ରାଜପଥର ଇକୋ ରିଟ୍ରିଟ୍ ସ୍ଥଳ ଛକରୁ ଗିରଫ କରିଛି। । ଗିରଫ ଯୁବକ ହେଲେ ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଞ୍ଚଳର ମନୋରଞ୍ଜନ…