Latest Odisha News

BREAKING NEWS

ମହାନଦୀରେ ଭାସିଗଲେ ୩ଛାତ୍ର;ଜଣେ ମୃତ, ୨ ନିଖୋଜ

କଟକ: ମହାନଦୀରେ ଗାଧୋଉଥିବା ବେଳେ ଅଘଟଣ ।  ଗୁଳୁଗୁଳିରୁ ଆଶ୍ବସ୍ତି ପାଇବା ପାଇଁ ମହାନଦୀରେ ଗାଧୋଉଥିବା ବେଳେ ରବିବାର ସନ୍ଧ୍ୟାରେ ଭାସିଗଲେ ୩ଜଣ ଛାତ୍ର  । ଏହି ଘଟଣାରେ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଅନ୍ୟ ୨ଜଣ ନିଖୋଜ ଅଛନ୍ତି। ମୃତ ଛାତ୍ର ‌ହେଲେ ମୁକ୍ତି ପ୍ରସାଦ ଦାସ (୨୦)।…

ଫିଫା ବିଶ୍ୱକପ: ନକଆଉଟ ପର୍ଯ୍ୟାୟ କାର୍ଯ୍ୟସୂଚୀ ଘୋଷିତ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ ୨୦୨୬ର ଗ୍ରୁପ ରାଉଣ୍ଡ ମୁକାବିଲା ଶେଷ ହୋଇଯାଇଛି । ଏଥିସହ ନକଆଉଟରେ ୩୨ ଟିମ ପ୍ରବେଶ କରିଛନ୍ତି । ଏଥର ପରାଜିତ ଟିମର ଯାତ୍ରା ଶେଷ ହୋଇଯିବ । ରାଉଣ୍ଡ ଅଫ ୩୨ର ପ୍ରଥମ ମୁକାବିଲା ଜୁନ ୨୯ରେ କାନାଡା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ଲସ ଆଞ୍ଜେଲ୍ସରେ ଏହା…

Karachi attack:ନିଜକୁ ପ୍ରଥମେ ଦେଖୁ…କରାଚୀ ଆକ୍ରମଣକୁ ନେଇ ପାକିସ୍ତାନର ଅଭିଯୋଗକୁ ଭାରତର ଖଣ୍ଡନ

ନୂଆଦିଲ୍ଲୀ: କରାଚୀରେ ହୋଇଥିବା ଏକ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ପାକିସ୍ତାନ ସରକାର ଭାରତ ବିରୁଦ୍ଧରେ କିଛି ଅଭିଯୋଗ ଆଣିଥିଲେ। ଭାରତ ସରକାର ଏହି ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭିତ୍ତିହୀନ ବୋଲି ଖାରଜ କରିଛନ୍ତି। ଭାରତର ବୈଦେଶିକ ମନ୍ତ୍ରଣାଳୟ କଡ଼ା ଶବ୍ଦରେ କହିଛି ଯେ…

ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଜିଲ୍ଲା କମିଟି ଘୋଷଣା, ୯ ଜଣ ଦକ୍ଷ ସଂଗଠକଙ୍କୁ ସଭାପତି ଭାବେ ନିଯୁକ୍ତ

ଭୁବନେଶ୍ବର: ଆଜି ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ବିଭିନ୍ନ ସାଂଗଠନିକ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇଛି । ଓଜେସି ସଭାପତି ଇଂ ମହମ୍ମଦ ମୋକିମଙ୍କ ଅନୁମୋଦନ କ୍ରମେ, ୯ ଜଣ ଦକ୍ଷ ଓ ଦୃଢ ସଂଗଠକଙ୍କୁ ୯ଟି ସାଂଗଠନିକ ଜିଲ୍ଲାର ଜିଲ୍ଲା ସଭାପତି ଭାବେ ନିଯୁକ୍ତ କରାଯାଇଛି ।…

Lightning strike:କୁସୁମ କୋଳି ତୋଳିବାକୁ ଯାଇ ଆଉ ଫେରିଲେନି ମା’-ଝିଅ;ବଜ୍ରପାତ ନେଲା ଜୀବନ

ନବରଙ୍ଗପୁର: କୁସୁମ କୋଳି ତୋଳିବା ସମୟରେ ବଜ୍ରପାତରେ ଚାଲିଗଲା ମା’-ଝିଅଙ୍କ ଜୀବନ। ଏହି ଅଭାବନୀୟ ଘଟଣା ଘଟିଛି ରାଇଘର ବ୍ଲକ ଅନ୍ତର୍ଗତ ମୁଣ୍ଡିବେଡ଼ା ଗ୍ରାମପଞ୍ଚାୟତର ନିନାଶପାଣି ଗ୍ରାମରେ ।ମୃତକ ହେଲେ ଦମୟନ୍ତୀ ମୁଦୁଲି (୫୦) ଓ ଚମ୍ପା ମୁଦୁଲି (୨୦)। ସୂଚନାମୁତାବକ, ମା’-ଝିଅ ଆଜି…

ଷଷ୍ଠ ୱିକେଟ ପାର୍ଟନରଶିପରେ ବିଶ୍ୱରେକର୍ଡ କଲେ ୱେଷ୍ଟଇଣ୍ଡିଜର ଏହି ଦୁଇ ଖେଳାଳି

ଆଂଟିଗୁଆ: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚରେ ୱେଷ୍ଟଇଣ୍ଡିଜ କ୍ରିକେଟ ଟିମର ଦୁଇ ବ୍ୟାଟ୍ସମ୍ୟାନ ଆମୀର ଜଙ୍ଗୁ ଓ ରୋଷ୍ଟନ ଚେଜ ଷଷ୍ଠ ୱିକେଟରେ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ସେମାନେ ୧୦ ବର୍ଷ ତଳେ ଇଂଲଣ୍ଡର ବେନ ଷ୍ଟୋକ୍ସ ଓ ଜନୀ ବେୟାରଷ୍ଟୋଙ୍କ ରେକର୍ଡକୁ ଭଙ୍ଗ କରିଛନ୍ତି । ସେମାନେ…

Alarnath temple:ଅଲାରନାଥଙ୍କ ପୀଠରେ ଟ୍ରାଫିକ୍ କଟକଣା; ଭାରୀ ଯାନ ଚଳାଚଳ ମନା, ତିନୋଟି ସ୍ଥାନରେ ହେବ ପାର୍କିଂ

ପୁରୀ:ମହାପ୍ରଭୁ ଶ୍ରୀଜଗନ୍ନାଥ ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ ପରେ ଜ୍ୱରରେ ପୀଡିତ ହୋଇ ଅଣସର ପିଣ୍ଡିରେ ଗୁପ୍ତସେବା ପାଇଥାନ୍ତି । ଏହି ସମୟରେ ଭକ୍ତମାନେ ବ୍ରହ୍ମଗିରିରେ ଅଲାରନାଥଙ୍କୁ ଦର୍ଶନ କରିଥାନ୍ତି । ଶାସ୍ତ୍ରରେ ବର୍ଣ୍ଣିତ ଅଛି, ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କୁ…

ତାମିଲନାଡ଼ୁ ଗ୍ୟାସ୍ ଲିକ୍ ଅଘଟଣ: ଆଖିବୁଜିଲେ ଆଉ ଜଣେ ଓଡିଆ ଶ୍ରମିକ, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

କେନ୍ଦୁଝର: ତାମିଲନାଡୁ ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଆଖି ବୁଜିଲେ ଆଉ ଜଣେ ଓଡିଆ ଶ୍ରମିକ । ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୧୩କୁ ଛୁଇଁଛି । ମୃତ ଶ୍ରମିକ ଜଣକ ହେଲେ କେନ୍ଦୁଝର ଜିଲ୍ଲା ଅନ୍ଧାରି ସାହିର ଜୁଆଙ୍ଗ ଯୁବତୀ ବୁଧୁବାରୀ ନାଏକ । ଚିକିତ୍ସାଧୀନ ଅବସ୍ଥାରେ ବୁଧୁବାରୀଙ୍କର…

ବୋଷ୍ଟନ ରଥଯାତ୍ରାର ସମୟ ବଦଳାଇବାକୁ ଇସ୍କନ ପ୍ରମୁଖଙ୍କୁ ବିଶ୍ୱ ଜଗନ୍ନାଥ ଭକ୍ତଙ୍କ ଜୋରଦାର ଅପିଲ୍

ଭୁବନେଶ୍ବର: ଆମେରିକାର ବୋଷ୍ଟନଠାରେ ଆୟୋଜିତ ରଥଯାତ୍ରାର ସମୟ ନିର୍ଘଣ୍ଟକୁ ବଦଳାଇବାକୁ ଇସ୍କନ ବୋଷ୍ଟନର ସଭାପତି ବନମାଳୀ ପଣ୍ଡିତ ଦାସଙ୍କୁ ଏକ ଆନୁଷ୍ଠାନିକ ଚିଠି ଲେଖିଲେ ସାରା ବିଶ୍ୱର ଭକ୍ତମାନେ । ଶାସ୍ତ୍ରୀୟ ପରମ୍ପରାକୁ ଅଣଦେଖା କରି ରଥଯାତ୍ରା ଆୟୋଜନ କରିବାକୁ ନେଇ ବିଶ୍ୱବ୍ୟାପୀ…

Anti-Naxal operation:ଜଙ୍ଗଲରେ ମାଓବାଦୀ ଲୁଚାଇ ରଖିଥିବା ଅସ୍ତ୍ରଶସ୍ତ୍ର ଜବତ;ଅତ୍ୟାଧୁନିକ SLR, ଏକାଧିକ ବନ୍ଧୁକ ସହ…

ମାଲକାନଗିରି: କୁମ୍ବିଂ ଅପରେସନ୍ ବେଳେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି । ଘଟଣାସ୍ଥଳରୁ ବିଦେଶୀ ପିସ୍ତଲ, ଏସ୍‌ଏଲ୍‌ଆର୍, ରିଭଲଭର, ଆଇଇଡି ଓ ବିପୁଳ ମାଓ ସାମଗ୍ରୀ ଜବତ କରାଯାଇଛି । ମାଲକାନଗିରି ଜିଲ୍ଲାର କାଲିମେଳା ଥାନା ଅଧୀନ ଗୁଣ୍ଠାବେଡା ଜଙ୍ଗଲରେ ଚାଲିଥିବା କୁମ୍ବିଂ ଅପରେସନ୍…