୨ କଏଦୀ ଫେରାର ଘଟଣା: ଗତକାଲି ତଦନ୍ତ ଆଜି ଆକ୍ସନ
ବଲାଙ୍ଗୀର: କାଲି କଲେ ତଦନ୍ତ, ଆଜି ନେଲେ ଆକ୍ସନ । ବଲାଙ୍ଗୀର ଟିଟିଲାଗଡ଼ ସବଜେଲରୁ ଜେଲ୍ରୁ ୨ କଏଦୀ ଚମ୍ପଟ ମାରିବା ଘଟଣା । ଟିଟିଲାଗଡ଼ ଜେଲ୍ ୱାର୍ଡେନ ଦାନୀ ଦୋରାଙ୍କୁ ସସ୍ପେଣ୍ଡ କଲେ ଡିଆଇଜି । କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବନ କରିଛନ୍ତି ଡିଆଇଜି କୁଳମଣି ବେହେରା । ଗତକାଲି…