Latest Odisha News

BREAKING NEWS

Brown sugar seized:ରାଜଧାନୀରେ କାରରୁ ୨୫୬ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ବର: ଭୁବନେଶ୍ବରର ଲକ୍ଷ୍ମୀସାଗର ଥାନା ହଳଦୀପଡ଼ିଆ ଅଞ୍ଚଳରୁ ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗ । କାରରୁ ୨୫୬ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ସତ୍ୟବାଦୀ ପରିଡ଼ାଙ୍କୁ…

୨୦୨୮ ଟି୨୦ ବିଶ୍ୱକପ: ୯ଟିମ ହାସଲ କଲେ ଯୋଗ୍ୟତା

ନୂଆଦିଲ୍ଲୀ: ଚଳିତ ମହିଳା ଟି୨୦ ବିଶ୍ୱକପରେ ରୋମାଂଚ ଭରିବାରେ ଲାଗିଛି । ଇତି ମଧ୍ୟରେ ୨୦୨୮ ଟି୨୦ ବିଶ୍ୱକପ ପାଇଁ ୯ଟି ଟିମ ଯୋଗ୍ୟତା ହାସଲ କରିଛନ୍ତି । ଏଥିରେ ଭାରତ ଓ ପାକିସ୍ତାନ ପରି ଟିମ ରହିଛନ୍ତି । ଆୟୋଜକ ହେବା ଯୋଗୁ ପାକିସ୍ତାନ ପ୍ରଥମରୁ ଯୋଗ୍ୟତା ହାସଲ କରି ସାରିଥିଲା । ଚଳିତ…

Intelligence Alert:ଗୁଇନ୍ଦା ବିଭାଗର ସତର୍କ ସୂଚନା..ମନ୍ଦିର ଏବଂ ରେଳ ଷ୍ଟେସନକୁ ଟାର୍ଗେଟ କରିପାରନ୍ତି ଖାଲିସ୍ତାନୀ…

ନୂଆଦିଲ୍ଲୀ:ଗୁଇନ୍ଦା ସଂସ୍ଥାଗୁଡ଼ିକ ଆତଙ୍କବାଦୀ ଆକ୍ରମଣ ସତର୍କତା ଜାରି କରିଛନ୍ତି। ସୂତ୍ର ଅନୁସାରେ, ଆତଙ୍କବାଦୀମାନେ ଉତ୍ତରାଖଣ୍ଡ ଏବଂ ଦିଲ୍ଲୀରେ ମନ୍ଦିରଗୁଡ଼ିକୁ ଟାର୍ଗେଟ କରିପାରନ୍ତି। ଏକ ସତର୍କ ସୂଚନା ଅନୁଯାୟୀ, ଆଗାମୀ ଦିନରେ ଖାଲିସ୍ତାନୀ ଆତଙ୍କବାଦୀମାନେ ଏକ ବଡ଼ ଆକ୍ରମଣ…

ଏମକେସିଜି ମେଡିକାଲରେ ପ୍ରଥମ ବିରଳ ଅସ୍ତ୍ରୋପଚାର; ୨୧ ଦିନର ଶିଶୁ ପାଇଲା ନୂଆ ଜୀବନ

ବ୍ରହ୍ମପୁର: ବ୍ରହ୍ମପୁର ଏମକେସିଜି ମେଡିକାଲ ଡାକ୍ତରଙ୍କୁ ବଡ ସଫଳତା । ଏମକେସିଜି ଇତିହାସରେ ପ୍ରଥମ ବିରଳ ଅସ୍ତ୍ରୋପଚାର କରି ୨୧ ଦିନର ଶିଶୁକୁ ଦେଲେ ନୂଆ ଜୀବନ । ନବରଙ୍ଗପୁର ଜିଲ୍ଲା ତଣ୍ଡା ଗାଁ ପର୍ଶୁ ଗୌଡ଼ଙ୍କ ନବଜାତ ଶିଶୁର ମେରୁଦଣ୍ଡଟି ସମ୍ପୂର୍ଣ୍ଣ ରୂପେ ବାହାରକୁ ବାହାରି…

ସଙ୍ଗକାରାଙ୍କ ବଡ ଖୁଲାସା, ୧୩ ଛକା ମାରିବେ ବୋଲି କହିଥିଲେ ବୈଭବ

ନୂଆଦିଲ୍ଲୀ: ଆୟର୍ଲାଣ୍ଡ ବିପକ୍ଷ ଟି୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦଳର ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିନି । ଭାରତ ଏହି ମ୍ୟାଚରେ ପରାଜିତ ହୋଇଥିବାରୁ ଦ୍ୱିତୀୟ ମ୍ୟାଚରେ ତାଙ୍କୁ ସୁଯୋଗ ମିଳିପାରେ ବୋଲି ଆଶା କରାଯାଉଛି । ଇତି ମଧ୍ୟରେ ବୈଭବଙ୍କ…

ପ୍ୟୁ ରିସର୍ଚ୍ଚ ସର୍ଭେରେ ଖୁଲାସା; ଟ୍ରମ୍ପଙ୍କ ଉପରୁ ଉଠିଲା ଭାରତୀୟଙ୍କ ବିଶ୍ୱାସ, ବେଶି ପସନ୍ଦରେ ଅଛନ୍ତି ପୁଟିନ

ନୂଆଦିଲ୍ଲୀ: ଆମେରିକା ଏବଂ ତାର ରାଷ୍ଟ୍ରପତିଙ୍କ ଲୋକପ୍ରିୟତା ସାରା ବିଶ୍ୱରେ ବହୁତ ହ୍ରାସ ପାଇଛି । ପ୍ୟୁ ରିସର୍ଚ୍ଚର ନୂତନ ତଥ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି, କାରଣ ଭାରତୀୟମାନେ ଏବେ ଟ୍ରମ୍ପଙ୍କ ଅପେକ୍ଷା ରୁଷ ରାଷ୍ଟ୍ରପତିଙ୍କୁ ବେଶ ପସନ୍ଦ କରୁଛନ୍ତି । ଗତ ୨୫ ବର୍ଷ ମଧ୍ୟରେ ପ୍ରଥମ ଥର…

ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରୁଛି ନତାଶା କଣ୍ଢେଇ

ଚୀନର ଏକ କମ୍ପାନୀ ଛୋଟ ପିଲାଙ୍କ ପାଇଁ କଣ୍ଢେଇ ପ୍ରସ୍ତୁତ କରିଥିଲା । ନତାଶା ନାମକ ସେହି କଣ୍ଢେଇ ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ଅନେକ ରୀଲ୍ସ ଏହାକୁ ନେଇ କରାଯାଉଛି । ଷ୍ଟ୍ରେସ ରିଲିଫ କଣ୍ଢେଇ ଭାବେ ଏହା ବେଶ ନାମ କମାଇଥିଲେ ମଧ୍ୟ ଧୀରେ ଧୀରେ ବିବାଦୀୟ ପରିସ୍ଥିତି ସୃଷ୍ଟି…

ଶୋଇଥିବା ଯୁବତୀଙ୍କ ଉପରେ ପେଟ୍ରୋଲ ଢ଼ାଳି ଲଗାଇଦେଲେ ନିଆଁ; ହସ୍ପିଟାଲରେ ଭର୍ତ୍ତି

ସୁନ୍ଦରଗଡ଼:ଯୁବତୀଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ହତ୍ୟା ଉଦ୍ୟମ । ୨୬ ବର୍ଷୀୟ ଯୁବତୀ ଜଣକ ଘରେ ଶୋଇଥିଲା ବେଳେ କୌଣସି ଦୁର୍ବୃତ୍ତ ଝରକା ପଟେ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିଲେ। ଫଳରେ ଯୁବତୀଙ୍କ ଦେହରେ ନିଆଁ ଲାଗି ଗୁରୁତର ହୋଇଛନ୍ତି। ଶୁକ୍ରବାର ରାତିରେ ବିଶ୍ରା ଥାନା ସନ୍ତୋଷପୁର…

ମିସ୍ ୟୁନିଭର୍ସ ଇଣ୍ଡିଆ ଲକ୍ଷ୍ୟରେ ଓଡ଼ିଆ ଝିଅ ପୁନମ ମହାରଣା, ଜିତିଲେ ମିସ୍ ୟୁନିଭର୍ସ ଓଡ଼ିଶା ଟାଇଟଲ୍

ବ୍ରହ୍ମପୁର: ମିସ୍ ୟୁନିଭର୍ସ ଓଡ଼ିଶା ଟାଇଟଲ୍ ଜିତିଲେ ଓଡ଼ିଆ ଝିଅ ପୁନମ ମହାରଣା। ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ମିସ୍ ୟୁନିଭର୍ସ ଓଡ଼ିଶା ୨୦୨୬ ବିଜୟୀ ମୁକୁଟ ପିନ୍ଧିଛନ୍ତି ୨୨ ବର୍ଷୀୟ ଗଞ୍ଜାମ ଝିଅ ପୁନମ । ସେ ଆଗାମୀ ଦିନରେ ଆୟୋଜିତ ହେବାକୁ ରହିଥିବା ‘Miss Universe India…

ସ୍ନାନ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି: ଶ୍ରୀମନ୍ଦିରରେ ଆଜି ରାତି ଏହି ସମୟରୁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଦିନକ ପରେ ସ୍ନାନ ପୂର୍ଣ୍ଣିମା। ଏଥିପାଇଁ ଚାଲିଛି ଜୋରସୋର ପ୍ରସ୍ତୁତି। ସ୍ନାନ ପୂର୍ଣ୍ଣିମା ପ୍ରସ୍ତୁତି ଯୋଗୁଁ ଶ୍ରୀମନ୍ଦିରରେ ଆଜି ରାତି ସାଢ଼େ ଦଶଟାରୁ ଆସନ୍ତାକାଲି ଦିନ ଗୋଟାଏ ପର୍ଯ୍ୟନ୍ତ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ ବନ୍ଦ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା…