Latest Odisha News

BREAKING NEWS

ବିିସିସିଆଇ ସହ ବିବାଦ: ବିସିବି ସହ ଆଲୋଚନା କରିବ ଆଇସିସି

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ ଟି୨୦ ବିଶ୍ୱକପ କାର୍ଯ୍ୟସୂଚୀ ବିବାଦ ନେଇ ବାଂଲାଦେଶ ବୋର୍ଡକୁ ଭେଟିବ । ବିସିସିଆଇ ବାଂଲାଦେଶର ପେସ ବୋଲର ମୁସ୍ତାଫିଜୁର ରହେମାନଙ୍କୁ ଆଇପିଏଲରେ ଖେଳିବା ପାଇଁ ଅନୁମତି ଦେଇ ନ ଥିଲା । ଏଥିରେ ଅସନ୍ତୋଷ ବ୍ୟକ୍ତ କରି ବାଂଲାଦେଶ ବୋର୍ଡ ଭାରତରେ…

ରାୟଗଡ଼ାରେ ୪ ଛାତ୍ର ପୋଡ଼ିଯିବା ଘଟଣା; ଶିକ୍ଷକଙ୍କ ଦରମା ବନ୍ଦ

ଭୁବନେଶ୍ୱର: ରାୟଗଡ଼ା ଜିଲ୍ଲାର ପାଇକଡାକୁଲୁଗୁଡ଼ାରେ ଏକ ଉଚ୍ଚ ବିଦ୍ୟାଳୟରେ ସୋମବାର ଦିନ ଅଗ୍ନିକାଣ୍ଡ ଘଟି ଚାରି ଜଣ ଛାତ୍ର ଗୁରୁତର ପୋଡ଼ି ହୋଇଯାଇଥିଲେ। ଏହି ଘଟଣାର ଦିନକ ପରେ ଅର୍ଥାତ୍ ମଙ୍ଗଳବାର ଦିନ ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲର ପ୍ରଧାନ ଶିକ୍ଷକ ଏବଂ ଚାରି ଜଣ…

ଚର୍ଚ୍ଚାର କାରଣ ସାଜିଛି କୋହଲିଙ୍କୁ ନେଇ ମଂଜ୍ରେକରଙ୍କ ବୟାନ

ନୂଆଦିଲ୍ଲୀ:ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଟେଷ୍ଟ ଏବଂ ଆନ୍ତର୍ଜାତୀୟ ଟି୨୦କୁ ଅଲବିଦା କହି ସାରିଛନ୍ତି । ନିକଟରେ ପୂର୍ବତନ ବ୍ୟାଟ୍ସମ୍ୟାନ ସଞ୍ଜୟ ମଂଜ୍ରେକର ଭାରତର ଏହି ଷ୍ଟାର ବ୍ୟାଟ୍ସମ୍ୟାନ ଟେଷ୍ଟ କ୍ରିକେଟକୁ ସଂଘର୍ଷ ନ କରି ଛାଡିଦେବାକୁ ପରୋକ୍ଷରେ ସମାଲୋଚନା କରିଛନ୍ତି…

ବରମୁଣ୍ଡା ବସ୍ ଟର୍ମିନାଲରୁ ପରିଚାଳିତ ହେବ ଆଇଟି କମ୍ପାନୀ: ମନ୍ତ୍ରୀ

ଭୁବନେଶ୍ୱର: ଆଗାମୀ ଦିନରେ ବାବା ସାହେବ ଭୀମ୍‌ରାଓ ଆମ୍ବେଦକର ବସ୍ ଟର୍ମିନାଲ(ବିଏସ୍ଏବିଟି) ବଡ଼ ପରିବହନ ଓ ବ୍ୟବସାୟିକ ପେଣ୍ଠସ୍ଥଳୀରେ ପରିଣତ ହେବାକୁ ଯାଉଛି। ଖୁବ୍ ଶୀଘ୍ର ଏଠାରେ ଆଇଟି ପ୍ରତିଷ୍ଠାନ କାର୍ଯ୍ୟକ୍ଷମ ହେବ। ଏନେଇ ମଙ୍ଗଳବାର ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)…

ଆସିଲା ନୂଆ ନିୟମ, ବୀମା ଓ PUCC ନଥିଲେ ହେବନି FASTag ରିଚାର୍ଜ

ଭୁବନେଶ୍ବର: ଫେବୃଆରୀ ୧ ତାରିଖରୁ ଯେଉଁ ଯାନବାହାନ ମାନଙ୍କରେ ଟ୍ରାଫିକ୍ ଚାଲାଣ ବାକି ଥିବ କିମ୍ବା ବୈଧ ବୀମା ଓ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUCC) ନଥିବ। ସେହି ଯାନଗୁଡ଼ିକ ପାଇଁ FASTag ରିଚାର୍ଜର ଅନୁମତି ଦିଆଯିବ ନାହିଁ। ସେମାନଙ୍କ FASTag ନିଷ୍କ୍ରିୟ ରହିବା ନେଇ ସଡ଼କ…

ବିଜୟ ହଜାରେ ଟ୍ରଫି: ଗୁଜରାଟ ନିକଟରୁ ଶୋଚନୀୟ ଭାବେ ହାରିଲା ଓଡିଶା

ବେଙ୍ଗାଲୁରୁ: ଚଳିତ ବିଜୟ ହଜାରେ ଟ୍ରଫିରେ ମଙ୍ଗଳବାର ଓଡିଶା ଶୋଚନୀୟ ଭାବେ ଗୁଜରାଟ ନିକଟରୁ ପରାଜିତ ହୋଇଛି । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୬ ୱିକେଟ ବିନିମୟରେ ୩୩୩ ରନ ସଂଗ୍ରହ କରିଥିଲା । ଆର୍ଯ୍ୟ ଦେଶାଇ(୫୪), ଉର୍ଭିଲ ପଟେଲ(୬୪), ଆହାନ ପୋଦ୍ଦାର(୬୪) ଓ ଅକ୍ଷର ପଟେଲ(୭୩) ଅର୍ଦ୍ଧଶତକ…

ଆରଟିଆଇ ଆବେଦନକାରୀଙ୍କ ଲାଞ୍ଚ ଦାବି ଅଭିଯୋଗ; ପୋଲିସ ତଦନ୍ତ ପାଇଁ ଓଡିଶା ସୂଚନା କମିଶନଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡିଶା ସୂଚନା କମିଶନ ଲାଞ୍ଚ ଅଭିଯୋଗରେ ଜଡିତ ଜଣେ ଆରଟିଆଇ ଆବେଦନକାରୀଙ୍କ ବିଷୟରେ ତଦନ୍ତ କରିବାକୁ ପୋଲିସ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମ୍ପର୍କରେ କମିଶନ ପକ୍ଷରୁ ରେଜିଷ୍ଟ୍ରାର ଉପଯୁକ୍ତ ତଦନ୍ତ ପାଇଁ ଓଡିଶା ପୋଲିସ ମହାନିର୍ଦ୍ଦେଶକଙ୍କୁ ଏକ ପତ୍ର…

ପ୍ରଦୂଷଣ ପାଇଁ ଟ୍ୱିନସିଟିରେ କଟକଣା; ସନ୍ଧ୍ୟା ୬ରୁ ନିର୍ମାଣ କାମ ବନ୍ଦ

ଭୁବନେଶ୍ୱର: ନବ ବର୍ଷର ଆରମ୍ଭରେ ହିଁ ଭୁବନେଶ୍ୱର ଓ କଟକ ଭଳି ସହରର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) 'ଗମ୍ଭୀର' ବର୍ଗକୁ ବୃଦ୍ଧି ପାଇଥିବାରୁ ସରକାର କଠୋର କଟକଣା ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନବବର୍ଷ ସକାଳେ ହିଁ ଭୁବନେଶ୍ୱରରେ ଏକ୍ୟୁଆଇ ୩୫୨ ଏବଂ କଟକରେ ୩୦୯ ରେକର୍ଡ…

କରୀନାଙ୍କ ପ୍ରେମରେ ପଡିଛନ୍ତି କି କାର୍ତିକ

ମୁମ୍ବାଇ: ବଲିଉଡର ନୂଆ ସୁପରଷ୍ଟାର କାର୍ତିକ ଆର୍ଯ୍ୟନ ଏବେ ପ୍ରେମରେ ପଡିଥିବା ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନିକଟରେ ଗ୍ରୀସର କରୀନା କୁବୁଲିୟୁଟଙ୍କ ସହ କାର୍ତିକଙ୍କ ନାମ ଯୋଡାଯାଇଛି । ୧୮ ବର୍ଷୀୟା କରୀନାଙ୍କ ସହ କାହିଁକି ତାଙ୍କ ନାମ ଯୋଡାଯାଇଛି ତାହା ମଧ୍ୟ ବେଶ ରୋଚକ…

ହୋଟେଲ୍, ଢାବାରେ କାଠ ଓ କୋଇଲା ଜାଳିଲେ ଲାଗିବ ଫାଇନ: ବିଏମସି

ଭୁବନେଶ୍ୱର: ଅନୁଗୁଳ ଏବଂ ବାଲେଶ୍ୱର ପରେ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) ରାଜଧାନୀରେ ବାୟୁ ଗୁଣବତ୍ତା ହ୍ରାସ କରିବା ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛି।ହୋଟେଲ ଏବଂ ଢାବାରେ କୋଇଲା କିମ୍ବା କାଠ ଚୁଲା ବ୍ୟବହାର କରିବା ଉପରେ କଟକଣା ଲଗାଇଛି ବିଏମସି। ଏହି ପ୍ରକାରର…