Latest Odisha News

BREAKING NEWS

ପୁଣି ଘୁଞ୍ଚିଲା ସରକାରୀ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ରିପୋର୍ଟ ଦାଖଲ ସମୟ

ଭୁବନେଶ୍ବର: ପୁଣି ଘୁଞ୍ଚିଲା ସରକାରୀ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ରିପୋର୍ଟ ଦାଖଲ ସମୟ । ପୂର୍ବରୁ ମେ ୩୧ ସୁଦ୍ଧା ସ୍ୱ-କାର୍ଯ୍ୟଦକ୍ଷତା ରିପୋର୍ଟ ବା ସେଲ୍ଫ ଆପ୍ରାଇଜାଲ୍ ରିପୋର୍ଟ ଦାଖଲ କରିବାକୁ ସମୟ ଦିଆଯାଇଥିବାବେଳେ, ଏବେ ଏହି ଅବଧିକୁ ବୃଦ୍ଧି କରାଯାଇ ଜୁନ୍‌ ୩୦ ରଖାଯାଇଛି…

ବିଲ୍ଡିଂ ଭୁଶୁଡିବା ଘଟଣାରେ ୪ ମୃତ, ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ 

ନୂଆଦିଲ୍ଲୀ: ଦିଲ୍ଲୀର ସାକେତ ମେଟ୍ରୋ ଷ୍ଟେସନ ନିକଟରେ ଥିବା ସୈଦୁଲଅଜାଇବରେ ଶନିବାର ସନ୍ଧ୍ୟାରେ ଘଟିଥିବା ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ…

ବଡ଼ ଡକାୟତି ଯୋଜନା ପଣ୍ଡ, ୫ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ରାଉରକେଲା: ବଡ଼ ଡକାୟତି ପାଇଁ ଏକାଠି ହୋଇଥିବା ୫ ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ କାବୁ କରିବାରେ ସଫଳ ହୋଇଛି ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ପୋଲିସ । ଏମାନେ ନୟାବଜାର କଂଗ୍ରେସ ଭବନ ପଛରେ ଏହି ଯୋଜନା କରୁଥିଲେ । ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୧ଟାରେ ପୋଲିସ ଚଢ଼ାଉ କରି ସେମାନଙ୍କୁ ଗିରଫ…

ଦେଶର ନୂଆ ସିଡିଏସ୍ ଜେନେରାଲ୍ ଏନ.ଏସ. ରାଜା ସୁବ୍ରମଣି, କହିଲେ…

ନୂଆଦିଲ୍ଲୀ: ଜେନେରାଲ୍ ଏନ.ଏସ. ରାଜା ସୁବ୍ରମଣି ରବିବାର ଭାରତର ନୂଆ ପ୍ରତିରକ୍ଷା ମୁଖ୍ୟ (ସିଡିଏସ୍) ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କୁ ପାକିସ୍ତାନ ଏବଂ ଚୀନ୍ ବ୍ୟାପାରର ଜଣେ ପ୍ରମୁଖ ବିଶେଷଜ୍ଞ ଭାବରେ ବିବେଚନା କରାଯାଏ। ସେ ଜେନେରାଲ୍ ଅନିଲ୍ ଚୌହାନଙ୍କ ସ୍ଥାନ ନେଇଛନ୍ତି।…

ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦେବା ଅଭିଯୋଗ ପରେ ବଦଳିଲେ ଆଇଆଇସି

ଭୁବନେଶ୍ବର: ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦେବା ଅଭିଯୋଗ ପରେ ବଦଳିଲେ ବାରଙ୍ଗ ଥାନାର ଆଇଆଇସି ନିରଞ୍ଜନ ବେହେରା । ତାଙ୍କୁ ବଦଳି କରାଯାଇ କଟକ ଡିସିପି ଅଫିସକୁ ପଠାଯାଇଛି । ବର୍ତ୍ତମାନ ବାରଙ୍ଗ ଥାନାରେ ଇନ୍ସପେକ୍ଟର ଦାୟିତ୍ୱରେ ରହିବେ ପୁରୀ ଘାଟ ଥାନା ଅଧିକାରୀ ବିଶ୍ୱରଞ୍ଜନ…

Odisha Ministry Expansion: ଜୁନରେ ମୋହନଙ୍କ ମନ୍ତ୍ରୀମଣ୍ଡଳ ଅଦଳବଦଳ, ବାଦ୍ ପଡିପାରନ୍ତି ୬ ମନ୍ତ୍ରୀ!

ଭୁବନେଶ୍ବର: ଜୁନରେ ମୋହନଙ୍କ ମନ୍ତ୍ରୀମଣ୍ଡଳ ଅଦଳବଦଳ ଚର୍ଚ୍ଚା କିଏ ରହିବେ…କିଏ କଟିବେ? ୨ରୁ ମୁଖ୍ୟମନ୍ତ୍ରୀ ପରଖିବେ ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀ ଗସ୍ତରୁ ଫେରିବା ପରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ନେଇ ଚର୍ଚ୍ଚା ଜୋର ଧରିଛି । ନୂଆ ଚେହେରାଙ୍କୁ…

MEA Security: CISF ହାତକୁ ଗଲା ବୈଦେଶିକ ମନ୍ତ୍ରଣାଳୟର ସୁରକ୍ଷା, ୯୦ ଜଣ ଜଗିବେ ସୁଷମା ସ୍ୱରାଜ ଭବନ

ନୂଆଦିଲ୍ଲୀ: ଦେଶର ଗୁରୁତ୍ୱପୂର୍ଣ୍ଣ ଏବଂ ଅତ୍ୟନ୍ତ ସମ୍ବେଦନଶୀଳ ସରକାରୀ ପ୍ରତିଷ୍ଠାନଗୁଡ଼ିକୁ ସୁରକ୍ଷା ଦେବାରେ ବିଶେଷଜ୍ଞ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (CISF)କୁ ଏବେ ବୈଦେଶିକ ମନ୍ତ୍ରଣାଳୟର ମୁଖ୍ୟାଳୟ ସୁଷମା ସ୍ୱରାଜ ଭବନକୁ ସୁରକ୍ଷା ଦେବାର ଦାୟିତ୍ୱ ମଧ୍ୟ ନ୍ୟସ୍ତ କରାଯାଇଛି।…

Myanmar President in India: ନୂଆଦିଲ୍ଲୀରେ ମିଆଁମାର ରାଷ୍ଟ୍ରପତି, ଏସ. ଜୟଶଙ୍କରଙ୍କୁ ଭେଟି ଏହି ପ୍ରସଙ୍ଗରେ କଲେ…

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ନୂଆଦିଲ୍ଲୀରେ ମିଆଁମାର ରାଷ୍ଟ୍ରପତି ମିନ୍ ଅଙ୍ଗ ହ୍ଲାଇଙ୍ଗଙ୍କୁ ଭେଟିଛନ୍ତି। ବୈଠକ ସମୟରେ, ସେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ପାଇଁ ତାଙ୍କର ସକାରାତ୍ମକ ଆଭିମୁଖ୍ୟକୁ ପ୍ରଶଂସା କରିଛନ୍ତି। ଏହି ଅବସରରେ, ବୈଦେଶିକ…

Thunderstorms Alert: ତାତିରୁ ଆଶ୍ବସ୍ତି ଦେଉଛି କାଳବୈଶାଖୀ, ଆହୁରି ୪ ଡିଗ୍ରୀ ଖସିବ ତାପମାତ୍ରା, ୩ରୁ ପୁଣି…

ଭୁବନେଶ୍ବର: ଓଡ଼ିଶାର ବିଭିନ୍ନ ସ୍ଥାନରେ ସାମ୍ପ୍ରତିକ ନର୍'ୱେଷ୍ଟର କାର୍ଯ୍ୟକଳାପ ଯୋଗୁଁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ କିଛିଟା ଆଶ୍ୱସ୍ତି ମିଳିଛି। ବର୍ଷା ଏବଂ ପ୍ରବଳ ପବନ ଯୋଗୁଁ ଅନେକ ଅଞ୍ଚଳରେ ତାପମାତ୍ରା ହ୍ରାସ ପାଇଥିବାବେଳେ, ରାଜ୍ୟର ବିଭିନ୍ନ ସ୍ଥାନରେ, ବିଶେଷକରି ପଶ୍ଚିମ ଓଡ଼ିଶାରେ…

Reshuffle in Odisha Police: ଓଡ଼ିଶା ପୋଲିସରେ ବଡ ଅଦଳବଦଳ: ୫୮ ଜଣ ଓପିଏସ ଅଧିକାରୀଙ୍କ ବଦଳି…ପ୍ରମୁଖ ଭୂମିକାରେ…

ଭୁବନେଶ୍ବର: ରାଜ୍ୟ ସରକାର ଓଡିଶା ପୋଲିସ୍ ସେବାରେ ବଡ ଧରଣର ଅଦଳବଦଳ କରିଛନ୍ତି । ୫୮ ଜଣ ଓପିଏସ ଅଧିକାରୀଙ୍କ ବଦଳି କରିଛନ୍ତି । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁଥିରେ ୫୮ ଜଣ ପୋଲିସ ଅଧିକାରୀଙ୍କୁ ଅଦଳବଦଳ କରାଯାଇଥିବା ବେଳେ ଏଥିରୁ ୪୫ ଜଣ ଓପିଏସଙ୍କୁ ବଦଳି…